ବାବୁ ବାଣ୍ଟୁଛନ୍ତି ଟିକେଟ, ପାସ ନେଇ ଆସୁନାହାନ୍ତି ବଡବଡିଆ । ଭୁବନେଶ୍ୱରରେ ଚାଲିଛି ମହା କଳେଙ୍କାରି

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଲୋକଙ୍କୁ ମିଳୁନି ଡଟଫେଷ୍ଟ ଟିକେଟ ବାବୁ ବାଣ୍ଟୁଛନ୍ତି ଟିକେଟ । ପାସ ନେଇ ଆସୁନାହାଁନ୍ତି ବଡ ବଡିଆ । ସିଟ୍ ପଡୁଛି ଫାଙ୍କା , କିଏ ନେଉଛି ଡଟଫେଷ୍ଟ ପାସ୍ । ସାଧାରଣ ଲୋକ ପାଉ ନାହାଁନ୍ତି ଟିକେଟ । ଏ ବଡବଡିଆ କରିବେ ମୋଉଜ । ନିଦ ହଜେଇଲାଣି ଡଟଫେଷ୍ଟ । BMC କମିଶନର ଙ୍କ ମୁଣ୍ଡ ବିନ୍ଧାର କାରଣ ହେଲାଣି ଏହି ସିଟି ଭେଷ୍ଟ କାର୍ଯ୍ୟକ୍ରମ ।

ଶେଷରେ ସମସ୍ତ କୋର୍ପୁରେଟର ଙ୍କୁ କରାଜାଇଛି ଅନୁରୋଧ । ଲୋକ ଆଣ ଇଜ୍ଜତ ବଞ୍ଚାଅ । ତିନି ଦିନ ତଳୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ କୁ ନେଇ ମେୟର ଅନେକ ବଡ ବଡ ସ୍ନପ୍ନ ଦେଖିଥିଲେ । ଏହାର ସଫଳତା ର ଶ୍ରେୟ ତାଙ୍କୁ ଦିଆଯିବା ନେଇ ମନେ ମନେ ସେ ବହୁତ ଖୁସୀ ହୋଇଥିଲେ । ଜାହାକି ଏବେ ଏହା ଧୂଳିରେ ମିଶି ଜାଇଥିବା ନେଇ ରାଜଧାନୀ ରେ ଚର୍ଚ୍ଚା ର ବିଷୟ ପାଲଟିଜାଇଛି ।

tikata

ଏହା ଆମେ କହୁନାହିଁ ବିଶେଷ ଭାବେ ମିଳିଥିବା କିଛି ରାଜନୈତିକ ଅନୁଗତିଜ୍ଞ୍ୟ ଠାରୁ ଏମିତି ସୁଣିବାକୁ ମିଳୁଛି କି ଡଟଫେଷ୍ଟ କାର୍ଯ୍ୟକ୍ରମ ପୂର୍ବରୁ ଅନେକ କଳା ପ୍ରେମି ମାନେ ଗୋଟେ ଟିକେଟ ପାଇବା ପାଇଁ ଅନେକ କର୍ପୁରେଟ ଙ୍କ ଦ୍ୱାରସ୍ଥ ହୋଇଥିଲେ । ମାତ୍ର ପାସ୍ ଟିକେଟ ନପାଇ ନିରାସ୍ ହୋଇଥିଲେ । କାରଣ କର୍ପୁରେଟର ମାନଙ୍କୁ ନିର୍ଦ୍ଧିଷ୍ଟ ଅଳ୍ପ ପରିମାଣ ରେ ଟିକେଟ ପ୍ରଦାନ ହେଉଥିଲା । ଜାହାକୁ ନେଇ ଅନେକ ଅସୋନ୍ତୋଷ ପ୍ରକାଶ କରିବା ସହିତ ଅନେକ କର୍ପୁରେଟର ପାସ ଫରେଇ ନେଇଥିବାର ସୁଣିବାକୁ ମିଳିଛି ।

ଜାହାକି କାର୍ଯ୍ୟକ୍ରମ ରେ ଉପସ୍ଥିତିତ ଥିବା ଲୋକ ମାନଙ୍କୁ ଦେଖି ଅନୁମେୟ ତେବେ ପୂର୍ବରୁ ଏହି ଡଟଫେଷ୍ଟ କାର୍ଯ୍ୟକ୍ରମ ସଫଳତା ର ସହିତ ନଜର ଆସିଥିବା ବେଳେ ବର୍ତମାନ ସମୟ ରେ ଏହା ସଂମ୍ପର୍ଣ୍ଣ ଧୂଳିସାଥ ହୋଇଜାଇଛି । ଏବଂ ଏହିଥର ପାସ ଟିକେଟ ରେ ଘଟୁଥିବା ଅନିୟମିତତା ଜଳଜଳ ହୋଇ ଦେଖାଯାଉଛି । ତେବେ ଏହାକୁ ନେଇ ଆପଣ ମାନଙ୍କର କଣ କମେଣ୍ଟ ରହିବ ନିଶ୍ଚିତ ଭାବେ କମେଣ୍ଟ କରି ଜଣେଇ ଦେବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *