ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି ଓଲିଉଡ ର ଜବର୍ଦୋସ୍ତ ଗାୟିକା ଅସିମା ପଣ୍ଡାଙ୍କ ବଡ ଭାଇ । ତେବେ ବନ୍ଧୁଗଣ ଆପଣ ମାନେ ଅସୀମା ପଣ୍ଡାଙ୍କୁ ବହୁତ ଭଲ ଭାବେ ଜାଣିଥିବେ । ଦିର୍ଘ ଦିନ ଧରି ଓଲିଉଡ ଇଣ୍ଡଷ୍ଟ୍ରୀ ପାଇଁ ଗୀତ ଗାଇ ଆସୁଛନ୍ତି ଅସୀମା ପଣ୍ଡା । ନିଜର ସୁନ୍ଦର କଣ୍ଠ କାରଣ ରୁ ତାଙ୍କୁ ଲୋକ ମାନେ ବହୁତ ଅଧିକା ଭଲ ପାଇବା ଦେଇଥାନ୍ତି ।
ତାହାଲେ ଅସିମା ପଣ୍ଡା ଗତ ଦିନ ମାନଙ୍କରେ ବିବାହ ବନ୍ଧନ ରେ ବାନ୍ଧି ହୋଇଥିଲେ । ସେ 2018 ମସିହା ରେ ବିବାହ କରିଥିଲେ । ସେ ମାନସ ଙ୍କୁ ବିବାହ କରିଥିଲେ ବି ତାଙ୍କର ବାହାଘର ବେଶୀ ଦିନ ପର୍ଯ୍ୟନ୍ତ ଚାଲିନଥିଲା । ଆଉ ମାନସ ଙ୍କ ଠାରୁ ଅଲଗା ହେଲା ପରେ ଅସୀମା ପଣ୍ଡା ନିଜ ବାପ ଘରେ ଏକୁଟିଆ ଘରେ ରହୁଥିବାର ଦେଖା ଦେଇଛନ୍ତି ।
ତାହାଲେ ବଡ ଭାଇ , ବାପା ଓ ମାଆ ଙ୍କ ସହିତ ରହୁଛନ୍ତି ଅସୀମା ପଣ୍ଡା । ଆଉ ଏହାରି ମଧ୍ୟରେ ତାଙ୍କର ବଡ ଭାଇ ଙ୍କ ବାହାଘର ହୋଇଜାଇଛି । ତାହାଲେ ବଡ ଭାଇ ଙ୍କ ବାହାଘର ରେ ବହୁତ ସାରା ମଜା ମସ୍ତି କରୁଥିବାର ନଜର ଆସିଛନ୍ତି ଅସୀମା ପଣ୍ଡା । ସୁନ୍ଦର ଗୀତ ଗାଇବା ପାଇଁ କାରଣ ରୁ ସେ ବହୁତ ସାରା ଲୋକପ୍ରିୟତା ହାସଲ କରିଛନ୍ତି ।
ତାହାଲେ ଅସୀମା ପଣ୍ଡା ତାଙ୍କର ବଡ ଭାଇ ଙ୍କ ବାହାଘର ରେ ଗୀତ ଗାଇଥିଲେ ସେଠାକାର ଲୋକ ମାନଙ୍କୁ ତାହା ବହୁତ ପସନ୍ଦ ଆସିଥିଲା । ଆଉ ବଡ ଭାଇଙ୍କୁ ସେ ବହୁତ ଅଧିକ ଭଲ ପାଆନ୍ତି । ଛୋଟ ବେଳରୁ ବଡ ଭାଇ ତାଙ୍କୁ ବହୁତ ପରିମାଣ ରେ ଗୀତ ଗାଇବା ପାଇଁ ସାହାଯ୍ୟ କରିଥିବାର କହିଛନ୍ତି ।
ତାହାଲେ ବନ୍ଧୁଗଣ ବର୍ତମାନ ସମୟ ରେ 36 ବର୍ଷ ବୟସ ରେ ପହଁଚି ଜାଇଛନ୍ତି ଅସୀମା ପଣ୍ଡା । ଆଉ ଏବେ ସେ ନିଜର ବାପ ଘରେ ଏକୁଟିଆ ରହୁଥିବାର ଦେଖା ଦେଇଛନ୍ତି । ଆଉ ଏହାରି ମଧ୍ୟରେ ଅସୀମା ପଣ୍ଡା ଙ୍କ ବଡ ଭାଇ ଙ୍କ ବାହାଘର ବି ସରିଜାଇଛି । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଅସୀମା ପଣ୍ଡା ଙ୍କ ଗୀତ କେମିତି ଲାଗେ ନିଶ୍ଚିତ କମେଣ୍ଟ କରି ଜଣେଇ ଦେବେ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।