ଅନୁଭବ ଆଉ ମୋର ସମ୍ପର୍କ ବହୁତ ଆଗକୁ ବଢିଯାଇଛି । ଆମ ଦୁହିଁଙ୍କ ପରିବାର ସବୁ କିଛି ଜାଣିଛନ୍ତି…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଅଭିନେତା ଅନୁଭବ ମହାନ୍ତି ମୋ ପାଇଁ କେବଳ ଗୋଟିଏ ସାଙ୍ଗ ନୁହଁନ୍ତି ସାଙ୍ଗ ଠାରୁ ବି ସେ ଅଧିକା । ଆମ ଦୁହିଁଙ୍କ ସଂମ୍ପର୍କ କେବଳ ବନ୍ଧତା ରେ ସୀମିତ ନାହିଁ । ଆମେ ଦୁଇଜଣ ବହୁତ ଆଗକୁ ବଢିଯାଇଛୁ । ଜାଗୃତି ଶୁକ୍ଲା ଗଣମାଧ୍ୟମ ରେ ଖୋଲାସା କରିଛନ୍ତି ଅନୁଭବ ମହାନ୍ତି ଏବଂ ଜାଗୃତି ଙ୍କ ସଂମ୍ପର୍କ ବିଷୟରେ । କେତେ ଦିନର ସଂମ୍ପର୍କ ଏବଂ କେମିତି ସଂମ୍ପର୍କ ବନ୍ଧୁତାରୁ ବହୁ ଆଗକୁ ବଢିଜାଇଛି ।

ହଁ ବନ୍ଧୁଗଣ ଅନୁଭବ ମହାନ୍ତି ଙ୍କ ବାନ୍ଧବୀ ଜାଗୃତି ଶୁକ୍ଲା ଏମିତି କିଛି କହିଛନ୍ତି ଜାତୀୟ ଗଣମାଧ୍ୟମ ସାକ୍ଷାତକାର ସମୟରେ ତେବେ ଆପଣ ମାନେ ଜାଣିଥିବେ ଦୁଇ ଦିନ ତଳେ ବସନ୍ତ ନାୟକ ଙ୍କ ଜୟନ୍ତି ଅବସରରେ ଗୋଟିଏ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିବା ବେଳେ ସିଧା ଦିଲ୍ଲୀରୁ ଦୈଡି ଆସିଥିଲେ ଜାଗୃତି ଶୁକ୍ଲା । ଆଉ ଅନୁଭବ ମହାନ୍ତି ସମସ୍ତ ଙ୍କ ସାମ୍ନାରେ କେମିତି ତାଙ୍କୁ ସ୍ୱାଗତ କରୁଥିଲେ ଏବଂ ହାତ ମିଶେଇ ଥିଲେ ତାହା ଆପଣ ମାନେ ଏବେ ଦେଖି ପାରୁଥିବେ ।

ja

ତେବେ ବହୁ ଆଗରୁ ଆପଣ ମାନେ ବି ଜାଣିଥିବେ କେମିତି ଅନୁଭବ ମହାନ୍ତି ଙ୍କ ବିଚ୍ଛେଦ ମାମଲା ଚାଲୁ ରହିଥିଲା । ଆଉ ଅନୁଭବ ନିଜର ସୋସିଆଲ ମିଡିଆ ହେଣ୍ଡେଲ ରେ ନିଜେ କିଭଳି ଚିନ୍ତିତ ଏବଂ ବ୍ୟସ୍ତଥିବା ସମୟ ରେ କେଉଁଭଳି ପୋଷ୍ଟ କରୁଥିଲେ । ଆଉ ଠିକ୍ ସେହି ସମୟ ରେ ଜାଗୃତି ଶୁକ୍ଲା ଙ୍କ କଥା ଉଠିଥିଲା । ଆଉ ସବୁଆଡେ ଚର୍ଚ୍ଚା ହେଲା ଯେ ଅନୁଭବ ମହାନ୍ତି ଏବଂ ଜାଗୃତି ଶୁକ୍ଲା ଙ୍କ ମଧ୍ୟରେ ପ୍ରେମ ସଂମ୍ପର୍କ ରହିଛି ।

ତେବେ ଜାହାକୁ ନେଇ ଅନୁଭବ ମହାନ୍ତି କିମ୍ବା ଜାଗୃତି ଶୁକ୍ଲା କେବେବି ଏହି ସଂମ୍ପର୍କ କୁ ନେଇ କୈଁଣସି ପ୍ରତିକ୍ରିୟା ରଖି ନଥିବା ବେଳେ । ଦୁଇ ଦିନ ତଳେ ଆପଣ ମାନେ ଦେଖିଥିବେ ଅନୁଭବ ମହାନ୍ତି କେମିତି ଡାକିଥିଲେ ଏବଂ ଦିଲ୍ଲୀରୁ ଦୈଡି ଆସିଥିଲେ ଜାଗୃତି ଶୁକ୍ଲା । ତେବେ ସେ କହିଛନ୍ତି କେତେ ଦିନର ସଂମ୍ପର୍କ ଏବଂ କେମିତି ସଂମ୍ପର୍କ ବନ୍ଧୁତାରୁ ବହୁ ଆଗକୁ ବଢିଜାଇଛି ।

anubhav

ଏମିତି କି ଅନୁଭବ ମହାନ୍ତି ଙ୍କ ପରିବାର ଏବଂ ଜାଗୃତି ଙ୍କ ପରିବାର ମଧ୍ୟରେ ବହୁତ ବନ୍ଧୁତା ବଢିଜାଇଛି । ତେବେ ଏଠାରେ କହିବା ରଖିବାକୁ ଚାହିଁବୁ କି ଜାଗୃତି ନିଜର ପ୍ରେମ ସଂମ୍ପର୍କ ବିଷୟ ରେ କିଛିବି କହିନାହାଁନ୍ତି । ହେଲେ ଯେଉଁ ପରିବାର ମଧ୍ୟରେ ଯେଉଁ ସଂମ୍ପର୍କ ଗଢି ଉଠିଛି ତାହା ସମୟ କହିବ ପ୍ରକୃତ ରେ କେଉଁ ସମୟ ଗଢି ଉଠିଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *