ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ କରୁଛୁ । ବନ୍ଧୁଗଣ ଓଡିଆ ଚଳଚିତ୍ର ଜଗତ ର ଜଣା ସୁଣା ଅଭିନେତା ମୀହିର ଦାସ ଙ୍କ ପରଲୋକ ହୋଇଥିଲା । ସାରା ସିନେ ଜଗତ ଭାଙ୍ଗି ପଡିଥିଲା ଆଉ ଠିକ୍ ଏତିକି ବେଳେ ଆଉ ଏକ ଦୁଖଃଦ ଖବର ଆସୁଛି । ଆଉ ନାହାଁନ୍ତି ମୀହିର ଦାସ ଙ୍କ ସାନ ପୁଅ । 7 ଦିନ ହେବ ଏମ୍ସ ରେ ଚିକିତ୍ସିତ ହେଉଥିବା ବେଳେ ଆଉ ହଠାତ କାଲି ରାତିରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମାଆ ଙ୍କ ମୃ-ତ୍ୟୁ ତା ପରେ ବାପା ଙ୍କ ମୃ-ତ୍ୟୁ ଆଉ ଏବେ ସାନ ଭାଇ ର ମୃ-ତ୍ୟୁ ଅଭିନେତା ଅମ୍ଲାନ ଙ୍କ ମନ ବଳ କୁ ସଂମ୍ପର୍ଣ୍ଣ ଭାବେ ଭାଙ୍ଗି ଦେଇଛି ।
ହଁ ବନ୍ଧୁଗଣ ଆଜି ବରିଷ୍ଟ ଅଭିନେତା ମିହିର ଦାସ ଙ୍କ ସାନ ପୁଅ ର ପରଲୋକ ହୋଇଛି । ମିହିର ଦାସ ଙ୍କ ଦୁଇ ପୁଅ ଥିଲେ ବଡ ପୁଅ ଅମ୍ଲାନ ଦାସ ଏବଂ ସାନ ପୁଅ ଅକ୍ଲାନ ଦାସ । ଭୁବନେଶ୍ୱର ଏମ୍ସ ରେ ଗତ କାଲି ରାତି ରୁ ଅକ୍ଲାନ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଆଉ କଟକ ସ୍ଥିକ ସତି ଚୈରା ମଶାଣୀ ରେ ତାଙ୍କର ଅନ୍ତିମ ସଂସ୍କାର ହୋଇଛି । ଏହି କିଛି ବର୍ଷ ଦିନ ତଳେ ମାଆ ଚାଲି ଜାଇଥିଲେ ଆଉ ଗୋଟିଏ ବର୍ଷ ହେବ ବାପା ଚାଲି ଜାଇଥିଲେ ଆଉ ଏବେ ସାନ ଭାଇ ଚାଲି ଗଲେ ଆଉ ଏହି ନିଷ୍ଟୁର ସତ କୁ ଗ୍ରହଣ କରି ପାରୁ ନାହାଁନ୍ତି ଅଭିନେତା ଅମ୍ଲାନ ଦାସ ।
ବାପା ମାଆଆ ଭାଇ ଚାଲି ଯିବା ପରେ ନିଜେ ବାକ ସୂନ୍ୟ ହୋଇ ପଡିଛନ୍ତି ଅମ୍ଲାନ ଦାସ । ଭଗବାନ କଣ ଏତେ ଦୁଖଃ କାହାକୁ ଦିଅନ୍ତି । ବାପା ମାଆ ଭାଇ ସମସ୍ତ ଙ୍କୁ ନେଇ ଯିବା ପରେ କେମିତି ଜିବନ ବଞ୍ଚିବେ । ଏମିତି କିଛି ଭାବୁଛନ୍ତି ଅମ୍ଲାନ ଦାସ । ଏହା ସହିତ ବନ୍ଧୁଗଣ ଆପଣ ମାନଙ୍କୁ ସୂଚନା ଦେବୁ କି ମିହିର ଦାସ ଙ୍କ ସାନ ପୁଅ ଅକ୍ଲାନ୍ତ ଙ୍କ ଶେଷ ସୋସିଆଲ ମିଡିଆ ପୋଷ୍ଟ ବର୍ତମାନ ସମୟ ରେ ଭାଇରଲ ହେବାରେ ଲାଗିଛି ।
ଜାହା 2021 ମସିହା ଜୁନ 11 ତାରିଖରେ ।ଆଉ ତା ପର ଠାରୁ ଅକ୍ଲାନ୍ତ ନିଜକୁ ସୋସିଆଲ ମେଡିଆ ଠାରୁ ଦୂରେଇ ଦେଇଥିଲେ କାରଣ ତା ପରେ ପରେ ହିଁ ମିହିର ଦାସ ଙ୍କ ଦେହ ଖରାପ ହେବାରେ ଲାଗିଲା । ଆଉ ବାପା ଙ୍କ ମୃ-ତ୍ୟୁ ପରେ ଅକ୍ଲାନ୍ତ ଭାଙ୍ଗି ପଡ଼ିଥିଲେ ଆଉ ମଜା ମସ୍ତି କରିବା ବୟସରେ ନିଜକୁ ଭୁଲି ଯାଇଥିଲେ । ଏବଂ ଏମିତି ରେ ବାପା ଙ୍କ ମୃ-ତ୍ୟୁ ର ଗୋଟିଏ ବର୍ଷ ପରେ ତାଙ୍କର ବି ମୃ-ତ୍ୟୁ ଘଟିଛି ଜାହା ଦୁଖଃ ଦାୟକ ଅଟେ । ତେବେ ଆମେ ଅକ୍ଲାନ୍ତ ଙ୍କ ଆତ୍ମାର ସଦଗତି ନିମନ୍ତେ ଜଗନ୍ନାଥ ଙ୍କ ପାଖରେ ପ୍ରାର୍ଥନା କରୁଛୁ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।