ବାହାଘର ପରେ ହନିମୁନ ପାଇଁ ଗୋଆ ବୁଲିବାକୁ ଗଲେ ହିରୋଇନ Swetalina, ଦେଖନ୍ତୁ ମସ୍ତି କରୁଥିବାର Video

Swetalina

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ସମସ୍ତେ ଟିଭି ଇଣ୍ଡଷ୍ଟ୍ରି ରେ ଅଭିନୟ କରୁଥିବା କଳାକାର ମାନଙ୍କୁ ବେଶ ଭଲ ଭାବେ ଜାଣିଥିବେ ଓ ସେମାନଙ୍କର ଅଭିନୟ ମଧ୍ୟ ଦେଖିଥିବେ । ଏମିତି ଅନେକ ହିରୋଇନ ମାନେ ଅଛନ୍ତି ଯେଉଁ ମାନେ ଟିଭି ପରଦାରେ ଦେଖିବାକୁ ଯେତିକି ସୁନ୍ଦର ହୋଇଥାନ୍ତି ତାଙ୍କ ରିୟଲ ଲାଇଫ ରେ ମଧ୍ୟ ସେମାନେ ବହୁତ ସୁନ୍ଦର ହୋଇଥାନ୍ତି । ତେବେ ହିରୋଇନ ମାନେ ଅନେକ ସମୟରେ ସୋସିଆଲ ମିଡିଆରେ ନିଜର ବ୍ୟକ୍ତିଗତ ଜୀବନରେ ଅନେକ କିଛି କଥା ସେୟାର କରିଥାନ୍ତି ଯାହା ସେମାନଙ୍କର ଫ୍ୟାନ୍ସ ମାନେ ଜାଣିବାକୁ ଇଚ୍ଛା କରିଥାନ୍ତି ।

ତେବେ ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ସେମିତି ଜଣେ ଖାସ ଅଭିନେତ୍ରୀ ଙ୍କ ବିଷୟରେ କହିବାକୁ ଯାଉଛୁ ଯାହାଙ୍କ ବିଷୟରେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ତେବେ ସେହି ହିରୋଇନ ଜଣକ ଆଉ କେହି ନୁହନ୍ତି ସେ ଆପଣ ସମସ୍ତଙ୍କର ପ୍ରିୟ ଓଲିଉଡ ହିରୋଇନ ଶ୍ଵେତଲୀନା ଓରଫ ତୁଳସୀ । ଆପଣ ମାନେ ତୁଳସୀ ଙ୍କୁ ତ ବେଶ ଭଲ ଭାବେ ଜାଣିଥିବେ । ସେ ଅନେକ ସାରା ସିରିଏଲରେ ଖୁବ ଚମତ୍କାର ଅଭିନୟ କରି ଲୋକପ୍ରିୟତା ହାସଲ କରିଛନ୍ତି । ଦର୍ଶକ ମାନେ ମଧ୍ୟ ତାଙ୍କର ଚରିତ୍ର କୁ ବହୁତ ଅଧିକ ପସନ୍ଦ କରିଥାନ୍ତି ।

Swetalina

ତେବେ ଆପଣ ମାନେ ଏହା ବି ଜାଣିଥିବେ କି ଏହାରି ମଧ୍ୟରେ ତୁଳସୀ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ପୁରା ବୈଦିକ ରୀତିନୀତି ଅନୁଯାୟୀ ତାଙ୍କର ବିବାହ ସମ୍ପୂର୍ଣ୍ଣ ହୋଇଛି । ତେବେ ବିବାହ ପରେ ତୁଳସୀ ଓରଫ ଶ୍ଵେତଲୀନା ତାଙ୍କ ସ୍ଵାମୀ ଙ୍କ ସହ ଗୋଆ ଯାଇଛନ୍ତି ହନିମୁନ ପାଇଁ । ସେଠାରେ ଏହି ଦୁଇ ଯୋଡି ବହୁତ ସାରା ମଜା ମସ୍ତି କରୁଛନ୍ତି ଯାହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ମାତ୍ରା ରେ ଭାଇରାଲ ହେବାରେ ଲାଗିଛି ।

ତେବେ ଭାଇରାଲ ହୋଇଥିବା ଭିଡିଓ ରେ ଶ୍ଵେତଲୀନା ଓ ତାଙ୍କ ସ୍ଵାମୀ ଗୋଆ ରେ ବହୁତ ସୁନ୍ଦର ପ୍ଲେସ ରେ ପରିଦର୍ଶନ କରିବା ସହ ଗୋଆ ବିଚ ରେ ବହୁତ ମଜା ମସ୍ତି କରୁଛନ୍ତି । ଦୁହେଁ ନିଜର ମ୍ୟାରେଡ ଲାଇଫ କୁ ବହୁତ ଏନଞ୍ଜୟ କରୁଛନ୍ତି । ଏବଂ ଦୁହେଁ ସମୁଦ୍ର କୂଳରେ ବହୁତ ସାରା ସେଲଫି ନେଉଛନ୍ତି । ତେବେ ଗୋଆ ର ପରୀବେଶ କୁ ଖୁବ ଉପୋଭୋଗ କରୁଛନ୍ତି ତୁଳସୀ ଓ ତାଙ୍କ ସ୍ଵାମୀ ।

ତେବେ ବନ୍ଧୁଗଣ ବିବାହ ପରେ ତୁଳସୀ ନିଜ ସ୍ଵାମୀଙ୍କ ସହ ଗୋଆ ବୁଲିବାକୁ ଯାଇଛନ୍ତି ଯାହାର ଭିଡିଓ ଦେଖି ତାଙ୍କ ଫ୍ୟାନ୍ସ ମାନେ ବହୁତ ପସନ୍ଦ ମଧ୍ୟ କରିଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କ ତୁଳସୀ ଙ୍କ ଅଭିନୟ କେମିତି ଲାଗିଲା ଆମକୁ ନିଶ୍ଚୟ କମେଣ୍ଟ କରି ଜଣାଇବେ ।


ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *