ଝିଅ ଜନ୍ମ ହେଲା ପରେ ରାଗିଗଲେ ହ୍ୟୁମାନ, ଆଉ ମୋତେ ପିଟିଲେ । ଝିଅର ଛାଇ ପଡିଲେ ହ୍ୟୁମାନଙ୍କ ନାହି ଡେଉଁଛି

Humansagar

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଅଭିଯୋଗ କରିଛନ୍ତି ସ୍ତ୍ରୀ ଗାୟକ ହ୍ୟୁମନ ସାଗର ସବୁ ବେଳେ ତାଙ୍କ ହିସାବ ରେ ଚାହାଁନ୍ତି । ଏମିତି ସେ ଯେତେ ବେଳେ ଚାହିଁଥିଲେ ପୁଅଟେ ଜନ୍ମ ହେଉ ହେଲେ ସେତେ ବେଳେ ଝିଅଟେ ଜନ୍ମ ହୋଇଥିଲା । ଆଉ ସେ ଝିଅକୁ ସ୍ନେହ କି ଆଦର କରୁନଥିଲେ ହ୍ୟୁମନ ସାଗର । ସବୁ ବେଳେ ରାଗୁଥିଲେ ଆଉ ହ୍ୟୁମନ ସାଗର ହେଉଛନ୍ତି ଖ୍ରୀଷ୍ଟିୟାନ । ଆଉ ସେହିଥି ପାଇଁ ସେ ବହୁତ ସମୟ ରୁ ନିଜ ସ୍ତ୍ରୀ କୁ କହୁଥିଲେ କି ସେ ଧର୍ମ ପରିବର୍ତନ କରନ୍ତୁ ବୋଲି ।

ଆଉ ସ୍ତ୍ରୀ କଥାରେ ଅରାଜି ହେବାରୁ ବହୁତ ସମୟ ରେ ଝଗଡା ବି ହୋଇଥିଲା ।ଗତ କାଲି ହ୍ୟୁମନ ସାଗର ଙ୍କ ବିରୋଧ ରେ ପତ୍ନୀ ଙ୍କ ଅଭିଯୋଗ ଦାଖଲ କରି ପୋଲିସ ର ଦ୍ୱାରସ୍ଥ ହୋଇଥିଲେ ପତ୍ନୀ ଶ୍ରୀୟା ମିଶ୍ର । ଆଉ ଏହି ପାରିବାରିକ ମାମଲା ରେ ଦୁହିଁଙ୍କ କେଶ୍ କୁ ପୃଥକ ଭାବେ ସମାଧାନ କରାଯିବ । ତେବେ ପତ୍ନୀ ଙ୍କ ଅଭିଯୋଗ ନେଇ ହ୍ୟୁମନ ସାଗର କିଛିବି ଜାଣି ନାହାଁନ୍ତି ବୋଲି ସେ କହିଛନ୍ତି ।

wife 1

ତେବେ ଶ୍ରୀୟା ପ୍ରତିଯୋଗୀ ଭାବେ ସଂଙ୍ଗିତ ଭିତ୍ତିକ ରିଆଲିଟି ସୋ ରେ ଭାଗ ନେଇଥିଲେ ଏବଂ ପରେ ଦୁହିଁଙ୍କ ମଧ୍ୟରେ ବନ୍ଧୁତା ସ୍ଥାପନା ହୋଇଥିଲା । ଆଉ ପରବର୍ତି ସମୟ ରେ ବନ୍ଧୁତା ପ୍ରେମରେ ପରିଣତ ହୋଇଥିଲା । ତେବେ ସୋ ରେ ହ୍ୟୁମନ ସାଗର ବିଜେତା ହୋଇଥିଲେ ଏବଂ ପରେ 2017 ମସିହା ରେ ଉଭୟ ବିବାହ କରିଥିଲେ ।

ତେବେ ଶ୍ରୀୟା ବାଲେଶ୍ୱର ର ବାସିନ୍ଦା ହୋଇଥିବା ବେଳେ ହ୍ୟୁମନ ସାଗର ଙ୍କ ଘର ଅନାଙ୍ଗିର ରେ ଏବଂ ଉଭୟ ବହୁତ ଗୀତ ବି ଗାଇଛନ୍ତି । ଉଭୟ ଙ୍କ ମଧ୍ୟ ଗୋଟିଏ ଝିଅ ମଧ୍ୟ ରହିଛି । ଆଉ ସେହି ଝିଅକୁ ହ୍ୟୁମନ ସାଗର କେବେବି ଆଦର କରୁନଥିଲେ ।

human 1

ଏହି ପାରିବାରିକ ଅଶାନ୍ତି ପାଇଁ ପତ୍ନୀ କିଛି ମାସ ହେଲା ବାଲେଶ୍ୱରରେ ଥିବା ବାପ ଘରେ ରହୁଥିଲେ । ଆଉ ଏବେ ଆସି ସେ ହ୍ୟୁମନ ସାଗର ବିରୋଧ ରେ ଏମିତି ଅଭିଯୋଗ କରିଛନ୍ତି ତେବେ ଦେଖିବାକୁ ବାକି ରହିଲା ଆଗକୁ ଜାଇ ଏହି ଘଟଣା କଣ ହେଉଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *