ଏମିତି ପ୍ରେମ ଚାଲିଗଲା ପରେ ହେଲା ବାହାଘର । ଏହି ଭିଡ଼ିଓ ଦେଖିଲେ ଆଖିରୁ ଲୁହ ଆସିଯିବ ।

Marriage

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମୃ-ତ୍ୟୁ ପରେ ହେଲା ବାହାଘର ମୃ-ତ୍ୟୁ ର 6 ମାସ ପରେ ବିବାହ କରିଲେ ପ୍ରେମି ଯୁଗଳ । ହଁ ବନ୍ଧୁଗଣ ଆପଣ ମାନଙ୍କୁ ଏହି କଥାଟି ଚଳଚିତ୍ର ର କାହାଣୀ ପରି ଲାଗିଥିବ । ହେଲେ ଏହା ଏକ ବାସ୍ତବ ପ୍ରେମ କାହଣୀ । ବନ୍ଧୁଗଣ ଭିଡ଼ିଓ ଟି ନ ଦେଖିଲେ ଆପଣ ମାନେ ଏହାକୁ କେବେବି ବିଶ୍ୱାସ କରିବେ ନାହିଁ । ତେବେ ବନ୍ଧୁଗଣ ଗୁଜୁରାଟ ରେ ହୋଇଥିବା ଏମିତି ଏକ ଘଟଣା ବିଷୟ ରେ ଆପଣ ମାନଙ୍କୁ ଆମେ କହିବୁ ଜାହା ବର୍ତମାନ ସମୟ ରେ ଚର୍ଚ୍ଚା ର ବିଷୟ ହୋଇଛି । ତେବେ କାହିଁକି ମୃ-ତ୍ୟୁ ପରେ ହେଲା ବାହାଘର । କିପରି ଥିଲା ସେମାନଙ୍କ ପ୍ରେମ କାହାଣୀ । ଜାଣିବା ପାଇଁ ଚାହୁଁଥିଲେ ଆପଣ ମାନେ ପୋଷ୍ଟ କୁ ଶେଷ ଯାଏ ପଢନ୍ତୁ ।

ତେବେ ପ୍ରେମିକ ଜଣଙ୍କ ହେଲେ ଗଣେଷ ଏବଂ ପ୍ରେମିକା ଜଣଙ୍କ ହେଲେ ରଞନା ଗୁଜୁରାଟ ର ଟୋପି ଉଭୟ ରହୁଥିଲେ । ଏମାନେ ଦୂର ସଂମ୍ପର୍କିୟ କୈଣସି ଏକ ସଂଯୋଗ ରେ ଏମାନେ ପରସ୍ପର କୁ ଭଲ ପାଇବସିଥିଲେ । ଏମିତି କି ବିବାହ କରିବାକୁ ମଧ୍ୟ ନିସ୍ପତି ନେଇଥିଲେ । ହେଲେ ସବୁକିଛି ବିଗିଢି ଜାଇଥିଲା ଯେତେ ବେଳେ ପ୍ରେମିକା ର ବିବାହ ରେ ପ୍ରେମିକା ର ଜେଜେ ଅସହମତ ରହିଥିଲେ ।

Marriage

କାରଣ ସେମାନେ ଦୂର ସଂମ୍ପର୍କିୟ । ଏହି କଥାକୁ ଆଳ କରି ଜେଜେ ଏହି ବିବାହ ରେ ମୋଟେ ବି ରାଜି ହୋଇନଥିଲେ । ଆଉ ଏହା ପରେ ସମୟ ବି ଗଡି ଚାଲିଲା । ଗଣେଷ ଙ୍କ ବିବାହ ପାଇଁ ଯେତେ ବୁଝେଇଲେ ବି ସଫଳ ହେଲେ ନାହିଁ । ହେଲେ କୁହାଯାଏ ପ୍ରେମ ସାଶ୍ୱତ ଦୁଇଟି ମନ ମିଶିଯିବା ପରେ ମନ ଅଲଗା ହେବା ସହଜ କଥା ନୁହେଁ ।

ଏହି ଦୁଇ ଜଣଙ୍କ ଲାଗି ଠିକ୍ ସେହି ପରି ହେଲା ଏହି ଦୁଇଜଣ ଯେତେ ବେଳେ ଜାଣିଲେ କି ସେମାନଙ୍କ ବିବାହ ଆଉ ସମ୍ଭବ ନୁହେଁ । ସେତେ ବେଳେ ଦୁହେଁ ସାଥି ହୋଇ ଆରପାରି କୁ ଚାଲିଯିବାକୁ ନିସ୍ପତି ନେଇଥିଲେ । ଉଭୟ ଙ୍କ ଏମିତି ଘଟଣା ଜାଣିବା ପରେ ଦୁଇ ପରିବାର ଅନୁତପ୍ତ ନିଆଁ ରେ ଜଳିବାକୁ ଲାଗିଲେ । ଆଉ ଏହି ଭିତରେ 6 ମାସ ବିତି ଜାଇଥିଲେ ସୁଧା ଉଭୟ ପରିବାର ଙ୍କ ମନ ବୁଝୁ ନଥିଲା । କଣ କଲେ ପ୍ରେମି ଯୁଗଳ ଙ୍କ ଆତ୍ମା ଶାନ୍ତି ପାଇବ ସେହି ନେଇ କଥା ଚିନ୍ତା କରୁଥିଲେ ।

ଏପରି ପରିସ୍ଥିତି ରେ ଦୁଇ ପରିବାର ନିସ୍ପତି ନେଲେ କି ଯେମିତି ହେଲେ ବି ଦୁଇଜଣଙ୍କ ବିବାହ ସେମାନେ କରିବେ । ଏବଂ ଶେଷ ରେ ଉଭୟ ପରିବାର ଗଣେଷ ଏବଂ ରଂଞନା ଙ୍କ ପ୍ରତିମୃତି ତିଆରି କରି ବିବାହ କରେଇଥିବାର ଦେଖିବା ପାଇଁ ମିଳିଛନ୍ତି । ଆଉ ଶେଷରେ ମର୍ତ୍ୟରେ ନହେଲେ ବି ସ୍ୱର୍ଗରେ ଦୁହେଁ ବିବାହ କରିଥିଲେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *