କୟେଲ ବାନାର୍ଜି ଙ୍କ ଠାରୁ ଅଲଗା ହେବା ପରେ ଏହି ହିରୋଇନ ଙ୍କୁ ପଟେଇଲେ ବବି ମିଶ୍ର ।

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କୟେଲ ବାନାର୍ଜି ଙ୍କ ଠାରୁ ଅଲଗା ହେବା ପରେ ଏବେ ନୂଆ ହିରୋଇନ ଙ୍କ ସହିତ ନଜର ଆସିଛନ୍ତି ବବି ମିଶ୍ର । ତେବେ ବନ୍ଧୁଗଣ ଆପଣ ମାନେ ଓଲିଉଜ ର ଜବର୍ଦୋସ୍ତ ଅଭିନେତା ବବିମିଶ୍ର ଙ୍କୁ ତ ବହୁତ ଭଲ ଭାବରେ ଜାଣିଥିବେ । ଦିର୍ଘ ଦିନ ଧରି ଓଲିଉଡ ଇଣ୍ଡଷ୍ଟ୍ରୀ ରେ ଅଭିନୟ କରି ଆସୁଛନ୍ତି ବବି ମିଶ୍ର । 90 ଦଶକ କୁ ସେ ଓଡିଆ ଆଲବମ ମାଧ୍ୟମରେ ସେ ଓଲିଉଡ ଇଣ୍ଡଷ୍ଟ୍ରୀ ରେ କାମ କରି ଆସୁଛନ୍ତି ।

ସେ ପ୍ରାୟ 1 ହଜାର ରୁ ଅଧିକ ଓଡିଆ ଆଲବମ୍ ରେ ଅଭିନୟ କରି ସାରିଛନ୍ତି । ତାଙ୍କର ଏକ୍ସପ୍ରେସନ ଏବଂ ଡେନ୍ସ ଦେଖିବା ପାଇଁ ଲୋକ ମାନେ ପାଗଳ ଥିଲେ । ତାହାଲେ ବର୍ତମାନ ସମୟ ରେ ବବି ମିଶ୍ର ଓଡିଆ ସିନେମା ରେ ଅଭିନୟ କରୁଥିବାର ଦେଖା ଦେଇଛନ୍ତି । ଅଧିକାଶଂ ସିନେମା ରେ ଆପଣ ମାନେ ତାଙ୍କୁ ନେଗେଟିଭ କେରେକ୍ଟର ରେ ଦେଖିବା ପାଇଁ ପାଇଥିବେ ।

Babby mishra

ତେବେ ସେ 2012 ମସିହା ରେ ଓଡିଆ ଫିଲ୍ମ ରେ ଅଭିନୟ କରିବା ସମୟ ରେ ସୁଟିଂ ସେଟ ରୁ କୟେଲ ବାନାର୍ଜି ଙ୍କୁ ଭଲ ପାଇଥିଲେ । ଆଉ 2015 ରେ ଦୁହିଁଙ୍କ ବିବାହ ବି ହୋଇଥିଲା । କୟେଲ ବାନାର୍ଜି ଙ୍କୁ ସେ ବହୁତ ଭଲ ପାଉଥିଲେ ହେଲେ 2020 ମସିହା ରେ କୟେଲ ବାନାର୍ଜି ବବି ମିଶ୍ର ଙ୍କ ଠାରୁ ଅଲଗା ହୋଇଜାଇଥିଲେ । ଆଉ ପରେ ଦୁହିଁଙ୍କ ମଧ୍ୟରେ ଡିଭର୍ସ ହୋଇଜାଇଥିଲା ।

ଆଉ ଡିଭର୍ସ ପରେ କୟେଲ ବାନାର୍ଜି ଦ୍ୱିତୀୟ ବିବାହ କରିସାରିଛନ୍ତି । ଆଉ ସେ ପଶ୍ଚିମ ବଙ୍ଗରେ ରହୁଥିବାର ନଜର ଆସିଛନ୍ତି । ହେଲେ କୟେଲ ବାନାର୍ଜି ଙ୍କୁ ସବୁ ବେଳେ ଝୁରି ହେଉଛନ୍ତି ବବି ମିଶ୍ର । ଆଉ ବର୍ତମାନ ସମୟ ରେ ଆଉ ଜଣେ ହିରୋଇନ ଙ୍କ ସହିତ ଦେଖିବା ପାଇଁ ମିଳିଛି ।

ଆଉ ଅନ୍ୟ ପକ୍ଷରେ କୟେଲ ବାନାର୍ଜି ଏବେ ଦ୍ୱୀତିୟ ବିବାହ କରି ସାରିଛନ୍ତି । ଆଉ ତାଙ୍କର ଗୋଟିଏ ପୁତ୍ର ସନ୍ତାନ ମଧ୍ୟ ଜନ୍ମ ହୋଇଛି । ତେବେ କୟେଲ ବାନାର୍ଜି ସେପଟେ ନୂଆ ଜିବନ ସାଥି ଙ୍କ ସହିତ ସମୟ ବିତାଉଥିବା ବେଳେ ଆଉ ବର୍ତମାନ ସମୟ ରେ ଆଉ ଜଣେ ହିରୋଇନ ଙ୍କ ସହିତ ଦେଖିବା ପାଇଁ ମିଳିଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *