ଅନ୍‌ଲାଇନ୍‌ ଅର୍ଡର ବିରୀୟାନି ଖାଇ ଚାଲିଗଲା ଯୁବତୀଙ୍କ ଜୀବନ |

biryani

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଅନଲାଇନ୍ ରୁ ଅଡ଼ର୍ କରିଥିବା ବିରୀୟାନି ନେଇଗଲା ଏହି ଛାତ୍ରୀଙ୍କ ଜୀବନ । ଅଡର କରିଥିଲେ ବିରୀୟାନି । ଆଉ ଏହାକୁ ଖାଇବାର କିଛି ସମୟ ପରେ ତାଙ୍କ ପେଟ ଖୁବ୍ ଜୋରରେ ଯନ୍ତ୍ରଣା ହେବା ଆରମ୍ଭ ହେଲା । ଆଉ ଏହାପରେ ପରିବାର ଲୋକଙ୍କ ତରଫରୁ ଯେତେବେଳେ ତାଙ୍କୁ ମେଡିକାଲ ରେ ଟ୍ରିଟମେଣ୍ଟ ପାଇଁ ଆଡମିଟ୍ କରାଗଲା ଡାକ୍ତର କହିଲେ ଝିଅଟିର ଫୋଡ ପଏଜିଙ୍ଗ ହୋଇଛି । ଆଉ ଏହାପରେ ମେଡିକାଲ ରେ ଦୁଇଦିନ ରହିବା ପରେ ଆଜି ଝିଅଟିର ମୃ-ତ୍ୟୁ ହୋଇଯାଇଛି ।

ଯୁବତୀ ହେଉଛନ୍ତି କେରଳର ୨୦ ବର୍ଷିଆ ଅଞ୍ଜୁ ଶ୍ରୀପ୍ରଭାତି । ତେବେ ନିଜେ ଅଡ଼ର୍ କରିଥିଲେ ୩୧ ଡିସେମ୍ବର ରେ ବିରୀୟାନି । ଆଉ ଏହା ଆସିବାପରେ ଏହାକୁ ସେ ଖାଇଥିଲେ । ପରିବାର ଲୋକଙ୍କ କହିବା ହିସାବରେ ଅଞ୍ଜୁ ଶ୍ରୀପ୍ରଭାତି ପେରୁମବାଲା ତାଟସାଗଡ ନିକଟରେ ଥିବା ଗୋଟିଏ ରେଷ୍ଟୁରାଣ୍ଟ ରୋମାନ୍ସ ସିୟାରୁ ଅଡ଼ର୍ କରିଥିଲେ ବିରୀୟାନି । ଆଉ ଏହାକୁ ଖାଇବାପରେ ତାଙ୍କର ଶରୀରରେ ଯନ୍ତ୍ରଣା ହେବା ଆରମ୍ଭ ହୋଇଥିଲା । ତାଙ୍କ ଖୁବ୍ ଜୋରରେ ବିନ୍ଧିବା ଆରମ୍ଭ ହୋଇଥିଲା । ଆଉ ଏହାପରେ ଘର ଲୋକଙ୍କ ତରଫରୁ ତାଙ୍କୁ ମେଡିକାଲ ରେ ଆଡମିଟ ବି କରାଯାଇଥିଲା ।

ତେବେ ଆଜି ତାଙ୍କର ମୃ-ତ୍ୟୁ ହୋଇଯାଇଥିଲା । ପୋଷ୍ଟ ମୋଟମ ରିପୋର୍ଟ ରେ ମୃ-ତ୍ୟୁ ର କାରଣ ଫୁଡ୍ ପଏଜିଙ୍ଗ କୁହାଯାଉଅଛି । ତେବେ ମୃ-ତ୍ୟୁ ପୂର୍ବରୁ ତାଙ୍କୁ ତାଙ୍କ ବାପା , ମାଁ ଗୋଟିଏ ପ୍ରାଇଭେଟ ହସ୍ପିଟାଲରେ ଆଡମିଟ କରିଥିଲେ । ଶରୀର ଅଧିକ ଗୁରୁତ୍ୱ ର ହେବାରୁ ତାଙ୍କୁ ପରବର୍ତ୍ତୀ ସମୟରେ କର୍ଣ୍ଣାଟକ ମାଙ୍ଗାଲୋର ର ଆଉ ଗୋଟିଏ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଗଲା ।

st

ତେବେ ବର୍ତ୍ତମାନ କେରଳର ହେଲଥ୍ ମିନିଷ୍ଟର ବିନାଜର୍ଜ ଏହି ଘଟଣା ଉପରେ ସଂଜ୍ଞା ନେବା ପାଇଁ ବିଭାଗୀୟ ଅଧିକାରୀକୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହିତ ଜବାବ୍ ତଲପ କରିଛନ୍ତି ଯେ ସମ୍ପର୍କିତ ସ୍ଥାନରେ ଖାଦ୍ୟ ଇନ୍ସପେକ୍ଟର ମାନେ କ’ଣ କରୁଥିଲେ । ସାଧାରଣତଃ ସମସ୍ତେ ବିରୀୟାନି ଖାଇବାକୁ ପସନ୍ଦ କରନ୍ତି । ଆଉ ଏହାକୁ ଅନଲାଇନ୍ ରେ ଅଡର କରନ୍ତି । ଏହାକୁ ଅନେକ ଜାଗାରେ ହୋଟେଲ ରେ ତିଆରି କରୁଥିବା ବେଳେ ଅନେକ କ୍ଲାଉଡ୍ କିଚେନ୍ ଅର୍ଥାତ୍ ନିଜ ଘର କିମ୍ବା ଅନ୍ୟ ଜାଗାରେ ବି ତିଆରି କରନ୍ତି ।

କିନ୍ତୁ ଏହାକୁ ତିଆରି କରିବା ପୂର୍ବରୁ ଯେଉଁ ସବି ସେପ୍ଟି ଷ୍ଟାଣ୍ଡାର୍ଡ ରହିବାର ଆବଶ୍ୟକତା ରହିଛି ଏହାକୁ କେତେଜଣ ଠିକ୍ ଭାବରେ ଅନୁଶୀଳନ କରନ୍ତି । ତେବେ ବର୍ତ୍ତମାନ ଆସିଷ୍ଟାଣ୍ଟ୍ କମିଶନର ଅଫ୍ କଶାର ଗଡ ଘଟଣା ଉପରେ କାର୍ଯନୁଷ୍ଠାନ ନେବା ପାଇଁ ତୋ ରୁମାନ୍ସ ସେୟାର ରେଷ୍ଟୁରାଣ୍ଟ ଉପରେ ଚଢାଉ ପାଇଁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି । ରେଷ୍ଟୁରାଣ୍ଟ ର ଖାଦ୍ୟ ଲାଇସେନ୍ସ ଷ୍ଟିକ କୁ ମଧ୍ୟ କ୍ୟାନସେଲ କରିଦିଆଯାଇଛି ।

ତେବେ ଏହା ପୂର୍ବରୁ ମଧ୍ୟ ଜଣେ ୩୩ ବର୍ଷିଆ ରେସମି ସେ ମଧ୍ୟ ଖାଦ୍ୟ ଅନଲାଇନ୍ ରେ ଅଡର କରି ଖାଇଥିଲେ । ଆଉ ଏହାପରେ ତାଙ୍କର ସମାନ ଢଙ୍ଗରେ ଫୋଡ୍ ପଏଜିଙ୍ଗ ମୃ-ତ୍ୟୁ ହୋଇଯାଇଥିବା କଥା ମଧ୍ୟ ସାମ୍ନାକୁ ଆସିଥିଲା । ସମୟ ଆସିଛି ଫୋଡ ଅଡର କରୁଥିବା ଆପ୍ ଏବଂ ଏହା ସହିତ ରେଷ୍ଟୁରାଣ୍ଟ ମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନର । ଯାହାଦ୍ୱାରା ଗ୍ରାହକ ମାନଙ୍କୁ ସତେଜ ଖାଦ୍ୟ ପରଷି ପାରିବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *