ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ଆସିଲା ନୁଆ ଲିଷ୍ଟ । ଘର ପାଇବା ପାଇଁ କରନ୍ତୁ ଏହି କାମ ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବର୍ତମାନ ସମୟ ରେ ପିଏମ ଆୱାସ ଯୋଜନା କୁ ନେଇ ବଡ ଖୁସୀ ଖବର ଆସି ଜାଇଛି ଜାହାକି ସମସ୍ତଙ୍କର ବଡ ଅପେକ୍ଷା ରହିଥିଲା । ପିଏମ ଆୱାସ ଯୋଜନା ଲିଷ୍ଟ ଆସି ପହଁଚି ଜାଇଛି । ତେବେ ଆପଣ ମାନଙ୍କୁ ଏହି ପିଏମ ଆୱାସ ଯୋଜନା ର ଲିଷ୍ଟ ଦେଖିବାକୁ ହେଲେ ଆପଣ ମାନଙ୍କୁ ଏକ ୱେବସାଇଟ କୁ ଭିଜିଟ କରିବାକୁ ପଡିବ ।

rhreporting.nic.in ଏବଂ ସେଠାରେ ଆପଣ ମାନଙ୍କୁ Social Progress Reports ଦେଖିବାକୁ ପାଇବେ ସେଠାରେ ଆପଣ ମାନେ ବିନିଫିସାରି ଭେରିଫିକେସନ କୁ ଚେକ୍ କରି ପାରିବେ । ତା ଉପରେ କ୍ଲିକ୍ କରିବା ପରେ ଆପଣ ମାନଙ୍କୁ ନିଜର ରାଜ୍ୟ ଓଡିଶା ସିଲେକ୍ଟ କରିବାକୁ ପଡିବ ପରେ ଆପଣ ମାନଙ୍କର ଡିଷ୍ଟିକ୍ ସିଲେକ୍ଟ କରିବେ ଏବଂ ପରେ ବ୍ଲକ୍ ଆଉ ତା ପରେ ନିଜର ପଞ୍ଚାୟତ କୁ ସିଲେକ୍ଟ କରିନେବେ ।

pm

ଏବଂ ଶେଷରେ ଆପଣ ମାନଙ୍କପ ଇୟର ଏଠାରେ ଆପଣ ମାନେ 2021-2022 ଦେବେ ଏହା ପରେ ଆପଣ ମାନେ ପ୍ରଧାନ ମନ୍ତ୍ରୀ ଗ୍ରାମିଣ ଯୋଜନା ସିଲେକ୍ଟ କରିବେ । ଏବଂ ପରେ ଆପଣ ମାନଙ୍କୁ ଏକ କେପ୍ଚା ଫିଲ୍ କରିବାକୁ ପଡିବ ଏବଂ ପରେ ସମିଟ୍ କରିବା ପରେ ଆପଣ ମାନଙ୍କ ସାମ୍ନକୁ ଆସିଯିବ ଡାଉନଲୋର୍ଡ PDF ଅଫସନ ।

ଏବଂ ଆପଣ ମାନେ ସେହି PDF କୁ ଡାଉନ ଲୋର୍ଡ କରି 28/12/2022 ରେ ଆଡ୍ ହୋଇଥିବା ନୂଆ ଲିଷ୍ଟ ର ନାମ ଆପଣ ମାନେ ନିଶ୍ଚିତ ଭାବେ ଦେଖିବାକୁ ପାଇବେ । ତେବେ ସବୁ ଗୁଡିକ ପ୍ରାୟ ନୂଆ ଆପଡେଟ ହୋଇଛି ଆପଣ ମାନେ ଚାହିଁଲେ ନିଶ୍ଚିତ ଭାବେ ଚେକ୍ କରି ପାରିବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *