ସିନେମା ଆଗରୁ ମୋ ସହ ରାତିରେ ବହୁତ କିଛି ହେଇଛି : ନିଶା ମହାରଣା

Nisha Maharana

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ ଭାଇରାଲ ହେଉଥିବାର । ତେବେ ବେଳେ ବେଳେ ଏଭଳି କିଛି ଭିଡ଼ିଓ ଆମ ସାମ୍ନାକୁ ଆସିଥାଏ । ଯାହା ଆମକୁ ଅନେକ କଥା ଶିଖାଇଥାଏ ଆମ ସମାଜ ବିଷୟରେ ତଥା ଆଜି କାଲିର ଦୁନିଆରେ କଣ ସବୁ ଚାଲିଛି ସେ ସମସ୍ତ କଥା ମଧ୍ୟ ଆମେ ଜାଣିବାକୁ ପାଇଥାଉ ବୋଲି ମଧ୍ୟ କୁହାଯାଉଛି ।

ତେବେ ଆଜି ଆମେ ଯାହାଙ୍କ ବିଷୟରେ ଆଲୋଚନା କରିବା କୁ ଯାଉଛୁ ସେ ହେଉଛନ୍ତି ଅଲିଉଡ ର ଜଣେ ଅଭିନେତ୍ରୀ ନିଶା ମହାରଣା । ତେବେ ସେ କଣ ସବୁ କହିଛନ୍ତି ସେହି ସିନେମା ଜଗତ ବିଷୟରେ ଆସନ୍ତୁ ସେ ବିଷୟରେ ଆଲୋଚନା କରିଵା । ତେବେ ବନ୍ଧୁଗଣ ଆପଣ ମାନେ ବହୁତ ଭଲ ଭାବେ ଜାଣିଥିବେ କି ଆଜିର ସମୟ ରେ ପୁଅ ଝିଅ ମାନଙ୍କ ପାଇଁ ବିଭିନ୍ନ ପ୍ରକାରର ସୁବିଧା ସୁଯୋଗ ମିଳୁଛି । ଆଗକୁ ଯିବା ଏବଂ ନିଜର କେରିୟର କୁ ଫୋକସ କରିବା ପାଇଁ କୁହାଯାଉଛି ।

nisha

ତେବେ ସେହି ପରି ଜଣେ ଅଭିନେତ୍ରୀ ଆମ ସହିତ ରହିଛନ୍ତି ଯିଏ କି ଓଲିଉଡ ର ଜଣେ ଜଣା ସୁଣା ଅଭିନେତ୍ରୀ ନିଶା । ତେବେ ନିଶା ନିଜର ଫିଲ୍ମ ଲାଇନ କୁ ଆସିବାର କେତେକ ଏକ୍ସପିରିଏନ୍ସ ବିଷୟ ରେ ସେୟାର କରିଛନ୍ତି ଗଣ ମାଧ୍ୟମ ସାମ୍ନାରେ । ତେବେ ନିଶାଙ୍କର କହିବା ଅନୁସାରେ ସେ ସିନେମା ଜଗତ ରେ ପାଦ ଦେବା ପରେ ତାଙ୍କୁ ବହୁତ କିଛି ସହିବାକୁ ପଡିଥିଲା । ଆଉ ନିଶା କହିଛନ୍ତି କି ବହୁତ ଜାଗାରେ ରାକ୍ଷାସ ମାନେ ରହିଛନ୍ତି ।

ସେ କହିଛନ୍ତି କି ସେ ପ୍ଲସ୍ ଟୁ ପରେ ଡିପ୍ଲୋମା କରଥିଲେ ଆଉ ସେ 2016 ରେ ଭୁବନେଶ୍ୱର କୁ ଜାଇଥିଲେ । ଆଉ ମାତ୍ର 16 ବର୍ଷ ବୟସରେ ସେ ପାଦ ଦେଇଥିଲେ ସିନେମା ଲାଇନ ରେ ଆଉ ଫ୍ଲିମ ରେ କାମ କରିବା ପାଇଁ ସେ ଚେଷ୍ଟା କରିଥିଲେ ତେବେ ତାଙ୍କୁ ବହୁତ କିଛି ଷ୍ଟ୍ରୋଗଲ କରିବା ପାଇଁ ପଡିଥିଲା ।

ତେବେ କେତେକ ଲୋକ ମଧ୍ୟ ତାଙ୍କର ମିସ ଇଉଜ ମଧ୍ୟ କରିଥିଲେ । ଏହି ଫ୍ଲିମ ରେ କାମ କରେଇ ଦେବେ ବୋଲି କହିକି । ଆଉ ସେଥିପାଇଁ ରାକ୍ଷସ ଭଳିଆ ବ୍ୟବହାର ମଧ୍ୟ କରିଥିଲେ ବୋଲି କହିଛନ୍ତି ନିଶା । ଆଉ ତାଙ୍କର ଏହି କଥା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *