ଆରମ୍ଭ ହେଲା ଓଡ଼ିଶାରେ 5ଜି ଯୁଗ । ପ୍ରଥମେ କେଉଁ କେଉଁ ଜିଲ୍ଲାରେ ମିଳିବ ଦେଖନ୍ତୁ

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜିଠାରୁ ଟୁଇନ ସିଟି ରେ ଆରମ୍ଭ ହେବ 5G ସେବା ଆଜିଠାରୁ ଓଡିଶାରେ ଆରମ୍ଭ ହେବ 5G ସେବା ଭୁବନେଶ୍ୱର ରୁ ଏହାକୁ ଲୋକର୍ପଣ କରିବେ ଅଶ୍ୱୀନି ବୈଷ୍ମବ ଓଡିଶା ରେ 5G ସେବା ଯୋଗେଇ ଦେବା ପାଇଁ ସବୁ ପ୍ରସ୍ତୁତି ସରିଛି ଏବଂ ଏହିଥି ପାଇଁ ଦୁଇ ଟେଲିକମ୍ ସର୍ଭିସ ରିଲାଏନ୍ସ ଜିଓ ଏବଂ ଏୟାରଟେଲ କୁ ଅନୁମତି ମିଳିଛି ।

ବିର୍ଜାମୁଣ୍ଡା ହକି ଷ୍ଟାଡିୟମ୍ ଲୋକାର୍ପିତ ଦେଶକୁ ଓଡିଶା ର ଶ୍ରେଷ୍ଟ ଉପହାର ଦେଲେ ମୂଖ୍ୟମନ୍ତ୍ରୀ । ରାଉରକେଲା ବିର୍ଜାମୁଣ୍ଡା ହକି ଷ୍ଟାଡିୟମ୍ ମୂଖ୍ୟ ମନ୍ତ୍ରୀ ଲୋକାର୍ପିତ କରିବା ପରେ ଦେଶକୁ ଓଡିଶା ର ଶ୍ରେଷ୍ଟ ଉପହାର ବୋଲି ମୂଖ୍ୟ ମନ୍ତ୍ରୀ କହିଛନ୍ତି । ତେବେ ରାଉରକେଲା ର ବିର୍ଶା ମୁଣ୍ଡା ହକି ଷ୍ଟାଡିୟମ୍ ରେ 20 ହଜାର ରୁ ଅଧିକ ଦର୍ଶକ ବିଶ୍ୱକପ୍ ଦେଖିବେ । ଏହିଥି ପାଇଁ ପୋଲିସ ଏବଂ ପ୍ରଶାସନ ସଜାଗ ରହିଥିବା ବେଳେ ସହରରେ ରାସ୍ତା ଏବଂ ଛକ ମାନଙ୍କରେ ସିସିଟିଭି କ୍ୟମେରା ଲଗାଜାଇଛି ।

ବିଶ୍ୱକପ୍ ଜିତିଲେ ପ୍ରତି ଭାରତିୟ ଖେଳାଳି କୁ ମିଳିବ କୋଟିଏ । ପୁରୁଷ ହକି ବିଶ୍ୱକପ୍ ରେ ଭାରତ ବିଜେତା ହେଲେ ଏହାର ପ୍ରତ୍ୟୋକ ଖେଳାଳି ଙ୍କୁ ପ୍ରତି ଭାରତିୟ ଖେଳାଳି କୁ ମିଳିବ କୋଟିଏ ବୋଲି ମୂଖ୍ୟ ମନ୍ତ୍ରୀ ଘୋଷଣା କରିଛନ୍ତି ।

haki

ମେଟ୍ରିକ ପରିକ୍ଷା ତାରିଖ ଘୋଷଣା ଚଳିତ ବର୍ଷ ମାର୍ଚ୍ଚ 10 ରୁ ଆରମ୍ଭ ହେବ ମେଟ୍ରିକ ପରିକ୍ଷା । 17 ଯାଏ ଚାଲିବ ଏହି ନେଇ ମାଧ୍ୟମିକ ଶିକ୍ଷା ପରିଶଦ ପକ୍ଷରୁ ଘୋଷଣା ହୋଇଛି । ଏକା ସଂଙ୍ଗେ ହେବ ମଧ୍ୟମା ଏବଂ ଷ୍ଟେଟ ଅପନ ସ୍କୁଲ ସାର୍ଟିଫିକେଟ ପରିକ୍ଷା । ଖୁବଶୀଘ୍ର ଫର୍ମ ପୂରଣ ନେଇ ତାରିଖ ଘୋଷଣା ହେବ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *