ଗୋଟିଏ Bike ରେ ଏମତି ଯାଉଥିଲେ ୫ ଜଣ ଲୋକ | ଭିଡ଼ିଓ ଭାଇରାଲ୍ ପରେ Police କଲା ଏମିତି…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଗୋଟିଏ ବାଇକ୍ ରେ ବସିଥିଲେ 5 ଜଣ ଭାଇରଲ ପରେ ପୋଲିସ ଦେଲା ପାନେ । ତେବେ ବନ୍ଧୁଗଣ ସାଧାରଣତଃ ଭାବେ ଆପଣ ମାନେ ବାଇକ୍ ରେ ଜଣେ ଦୁଇ ଜଣ କିମ୍ବା ତିନି ଜଣ ବସିଥିବେ । ହେଲେ ଆଜି ଯେଉଁ ଭିଡ଼ିଓ ଆପଣ ମାନଙ୍କୁ ଦେଖେଇବୁ ସେହିଥିରେ ଜଣେ ଦୁଇ ଜଣ ନୁହେଁ କିମ୍ବା ତିନି ଜଣ ବି ନୁହେଁ । ଏହିଥିରେ ସଂମ୍ପର୍ଣ୍ଣ 5 ଜଣ ବସିଥିବାର ଦେଖିବା ପାଇଁ ମିଳୁଛନ୍ତି । ଏବଂ ତାହା ପୁଣି ବୟସ୍କ ବ୍ୟକ୍ତି ।

ହେଲେ ବନ୍ଧୁଗଣ ଗୋଟିଏ ବାଇକ୍ ରେ ଏମିତି ଯିବା ସେମାନଙ୍କୁ ବହୁତ ମହଙ୍ଗା ପଡିଛି । ସୋସିଆଲ ମିଡିଆ ରେ ଏମିତି ଏକ ଭିଡ଼ିଓ ବର୍ତମାନ ସମୟ ରେ ବହୁତ ଭାଇରଲ ହେବାରେ ଲାଗିଛି । ଜାହା ଦେଖିବା ପରେ ଆପଣ ମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ତେବେ ବନ୍ଧୁଗଣ ଟ୍ରାଫିକ ନିୟମ ଅନୁସାରେ ଦୁଇ ରୁ ଅଧିକ ଜଣ ବାଇକ୍ ରେ ବସିବା ଅପରାଧ ଅଟେ । ଯଦି ଗାଡରେ ଦୁଇ ରୁ ଅଧିକ ଲୋକ ମାନେ ବସିଥାନ୍ତି ତେବେ ଜୋରିମାନା ମଧ୍ୟ ଦେବାକୁ ପଡିଥାଏ ।

Bike

ଭିଡ଼ିଓ ରେ ଟ୍ରାଫିକ ନିୟମ ଉଲଙ୍ଗନ କରିଥିବା ଅଭିଯୋଗ ରେ ଉୟୁପି ପୋଲିସ 5 ଜଣଙ୍କୁ ଗିରୋଫ କରିଛି । ଭାଇରଲ ହୋଇଥିବା ଭିଡ଼ିଓ ରେ 5 ଜଣ ଗୋଟିଏ ମଟର ସାଇକେଲ ରେ ବସି ଥିଲେ କେବଳ ଏତିକି ନୁହେଁ । ସେମାନେ ନିର୍ଭୟ ରେ ସହର ମଧ୍ୟ ବୁଲୁଥିଲେ । ମରଦା ବାଦ ପୋଲିସ ର ସୂଚନା ଅନୁସାରେ ମଟର ଯାନ ଅଧିନିୟମ ଅନୁଯାୟୀ ଏହି ଭିଡ଼ିଓ ଭାଇରଲ ହେବା ପରେ ଅଭିଯୁକ୍ତ ମାନଙ୍କ ଉପରେ 6,500 ଟଙ୍କାର ଏକ ଚାଲାଣ ମଧ୍ୟ କରାଜାଇଛି ।

ରାସ୍ତାରେ ନିର୍ଭୟ ରେ ଗାଡି ଚଳେଇ ଶାନ୍ତ ଭଙ୍ଗ କରିଥିବା ବେଳେ ପୋଲିସ 5 ଜଣଙ୍କ ନାମରେ ଅଭିଯୋଗ ମଧ୍ୟ କରିଛି । ଏହି ପରି ବିପଦ ପୂର୍ଣ୍ଣ କାର୍ଯ୍ୟ ପାଇଁ ସେମାନଙ୍କୁ କୋର୍ଟ ରେ ହାଜର କରାଜାଇଛି । ଯେଉଁଥିରେ ସେମାନଙ୍କୁ ଜେଲ କୁ ମଧ୍ୟ ପଠାଜାଇଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *