15 ଲକ୍ଷ ଓଡିଆଙ୍କୁ ମିଳିବ ଘର । ସରକାରଙ୍କ ବଡ ଘୋଷଣା

15 lakh houses

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ପ୍ରଧାନ ମନ୍ତ୍ରୀ ଆୱାସ ଯୋଜନା ରେ ଅସନ୍ତୋଷ କାହାକୁ ଘର ମିଳୁଥିବା ବେଳେ କାହାକୁ ମିଳୁନାହିଁ ଘର । ଏହି ନେଇ ମୂଖ୍ୟ ମନ୍ତ୍ରୀ ନବିନ ପଟ୍ଟନାୟକ ଜାରି କରିଛନ୍ତି କିଛି ବଡ ଘୋଷଣା । କେନ୍ଦ୍ର ନଦେଲେ ରାଜ୍ୟର 15 ଲକ୍ଷ ଲୋକ ମାନଙ୍କୁ ଘର ଦେବେ ମୂଖ୍ୟ ମନ୍ତ୍ରୀ । ଜାହା ମଧ୍ୟ ଆପଣ ମାନେ ଦେଖି ପାରୁଥିବେ । ଏହି ନେଇ ଜାରି ହୋଇଛି ନୂୁଆ ସୂଚନା ସଂମ୍ପର୍ଣ୍ଣ ଅପଡେଟ ଜାଣିନେବା ।

ପ୍ରଥମେ ତ ଆପଣ ମାନେ ଆୱାସ ଯୋଜନା ର ଲିଷ୍ଟ ଦେଖିବା ପାଇଁ ହେଲେ ଆମେ ଏଠାରେ ଲିଙ୍କ୍ ଦେଇଛୁ ଆପଣ ମାନେ ଚେକ୍ କରି ପାରିବେ । ତେବେ ପ୍ରଧାନ ମନ୍ତ୍ରୀ ଆୱାସ ଯୋଜନା କୁ ନେଇ ବୁଧବାର ଏକ ସାମ୍ବାଦିକ ସମ୍ମିଳନି ହୋଇଛି । ଏହି ସାମ୍ବାଦିକ ସମ୍ମିଳନି ରେ ଭାରତୀୟ ଜନତା ପାର୍ଟି ବିଜେପି ପରେ କମ୍ପିଛି ବିଜେଡି । ବିଜେଡି ସାଂସଦ ତଥା ରାଷ୍ଟ୍ରୀୟ ମୂଖ ପାତ୍ର ସସ୍ମିତ ପାତ୍ର ଏବଂ ମୂଖ ପାତ୍ର ଶ୍ରୀ ମୟୀ ମିଶ୍ର ଏକ ସାମ୍ବାଦିକ ସମ୍ମିଳନୀ ରେ ବିଜେପି ଉପରେ ବର୍ଷିଛନ୍ତି ।

Biju is a permanent home

ସେମାନେ ଗଣମାଧ୍ୟମ ରେ ନିଜର ପ୍ରତିକ୍ରିୟା ରଖି କହିଛନ୍ତି ଯେ ଦିଲ୍ଲୀ ଦରବାର କୁ ସାଂସଦ ମାନଙ୍କୁ ନିର୍ବାଚିତ ଭାବେ ପଠେଇଲା ବିଜେପି । ହେଲେ ବିଜେପି ସାଂସଦ ଓଡିଶା ଲୋକ ମାନଙ୍କ ସହିତ ଖେଳିଲେ ଲୋକ ଙ୍କ ହକ୍ ର ଘର ଅଟକେଇ ଦେଲେ । ହୀତାଧିକାରୀ ମାନଙ୍କ ପାଇଁ ସଢଯନ୍ତ୍ର କଲେ ବିଜେପି ସାଂସଦ । ତେବେ ମୁଣ୍ଡ ଉପରେ ଛାତ ପ୍ରତି ଲୋକଙ୍କ ଆବଶ୍ୟକତା ହେଲେ ସେମାନଙ୍କୁ ମିଳି ନାହିଁ ।

ଆମର ଆବଶ୍ୟକ 15 ଲକ୍ଷ ଘର ହେଲେ ସଢଯନ୍ତ୍ର କରି ବିଜେଡି ସାଂସଦ ମାନେ କେନ୍ଦ୍ରରେ କହି କେବଳ 8 ଲକ୍ଷ ଘର ଦେଲେ ଆଉ ସବୁ ଅଟକେଇ ଦେଲେ ତେବେ ପ୍ରଧାନ ମନ୍ତ୍ରୀ ଆୱସ ଯୋଜନା ରେ ହୀତାଧିକାରୀ ସଂମ୍ପର୍ଣ୍ଣ ଚୟନ ପକ୍ରିୟା କେନ୍ଦ୍ର ସରକାର ଙ୍କ ଦ୍ୱାରା କରେଇ ଥାଏ । ତେବେ କେନ୍ଦ୍ର ସରକାର ଭିତିରିଆ ନିସ୍ପତି କରିଛନ୍ତି କି ଆଉ ଘର ଓଡିଶା କୁ ଦେବେ ନାହିଁ । ହେଲେ ଆମେ କହୁଛୁ କେନ୍ଦ୍ର ନଦେଲେ ଓଡିଶା ର ଯୋଗ୍ୟ ହୀତାଧିକାରୀ ମାନଙ୍କୁ 15 ଲକ୍ଷ ଘର ମୂଖ୍ୟ ମନ୍ତ୍ରୀ ଦେବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *