02 ଜାନୁଆରୀ 2023 – ଆଜିର ରାଶିଫଳ, କେମିତି କଟୁଛି ଆପଣଙ୍କର ଦୀନ

rasiphala

ମେଷ ରାଶି:- ଏହି ରାଶିର ଲୋକଙ୍କର ଅଟକି ରହିଥିବା କାର୍ଯ୍ୟ ପୂର୍ଣ୍ଣ ହେବ। ଗୁରୁଜନ ମାନଙ୍କର ପରାମର୍ଶ ଅନୁସାରେ କାର୍ଯ୍ୟ କରିବା ଫଳରେ ସମସ୍ୟାର ସମାଧାନ ହୋଇପାରେ ଆଜି ଆପଣ ଖେଳରେ ଭାଗ ନେଇ ପାରନ୍ତି ଯାହା ଆପଣଙ୍କୁ ସୁସ୍ଥ ରହିବାରେ କାର୍ଯ୍ୟ କରିବ।

ବୃଷ ରାଶି:- କଳା ଓ ସାହିତ୍ୟରେ ଉନ୍ନତି କରିବେ ଓ ପ୍ରଶଂସିତ ହେବେ। ବିଶ୍ୱାସ ହରାନ୍ତୁ ନାହିଁ ଅସୁବିଧା ସମୟରେ ଆପଣଙ୍କର ବନ୍ଧୁ ଆପଣଙ୍କର କାର୍ଯ୍ୟରେ ସହାୟତା କରିବେ।

ମିଥୁନ ରାଶି:- ଭଲ ସମ୍ପର୍କ ନଥିବା କୌଣସି ବ୍ୟକ୍ତି ସମସ୍ୟା ବଢାଇ ଦେଇ ପାରନ୍ତି। ପିଲାଙ୍କ ଅଭିଯୋଗକୁ ବିଚାର କରି ଉଚିତ ପଦକ୍ଷେପ ନିଅନ୍ତୁ। ଆପଣଙ୍କର ଆତ୍ମବିଶ୍ବାସରେ ବୃଦ୍ଧି ହେବ।

କର୍କଟ ରାଶି:- ଆଜି ଆପଣ ସମ୍ପୂର୍ଣ୍ଣ ଦିନ ଖାଲି ବସି ଏହାକୁ ନଷ୍ଟ ନ କରି କିପରି ନିଜର ଜୀବନରେ ଉନ୍ନତି ଆଣିବେ ଏହା ପ୍ରୟାସ କରନ୍ତୁ। ଯେଉଁମାନେ ଆପଣଙ୍କର ଅଧିକ ଧ୍ୟାନ ରଖନ୍ତି ଆପଣ ସେମାନଙ୍କୁ ନିଜର କଥା ବୁଝାଇବା ପାଇଁ ଅସୁବିଧା ଅନୁଭବ କରିବେ ଯେଉଁମାନେ ପ୍ରେମରେ ରହିଛନ୍ତି ଏମାନେ କେବଳ ଏହି ସୁର ତାଳର ଆନନ୍ଦ ପାଇ ପାରିବେ।

ସିଂହ ରାଶି- ଆଜି ଆପଣଙ୍କ ପୁରୁଣା କାମ ପୁରା କରିବାରେ ପ୍ରୟାସ କରିବେ । ଆପଣଙ୍କୁ ନିଜ ପରିଶ୍ରମ ଅନୁସାରେ ଫଳର ପ୍ରାପ୍ତି ହେବ, ଧାର୍ମିକ କାର୍ଯ୍ୟରେ ରୁଚି ବଢିବ । ମା ବାପାଙ୍କ ସହ କେଉଁ ମାଙ୍ଗଳିକ କାର୍ଯ୍ୟକ୍ରମରେ ସମ୍ମିଳିତ ହେବାର ମଉକା ମିଳିବ । ଯେଉଁ ବ୍ୟକ୍ତି ଲମ୍ବା ସମୟରୁ ଚାକିରି ଅନ୍ୱେଷଣରେ ଅଛନ୍ତି ତେବେ ତାଙ୍କୁ ଚାକିରି ଭଲ ମିଳିପାରେ, ଗୁପ୍ତ ଶତ୍ରୁ ଆପଣଙ୍କୁ କ୍ଷତି ପହଞ୍ଚାଇବାକୁ ଚେଷ୍ଟା କରିବେ, ଏଥିପାଇଁ ସାବଧାନ ରହିବାକୁ ହେବ ।

କନ୍ୟା ରାଶି – ଆଜି ଆପଣଙ୍କ ଦିନ ଟିକିଏ କଠିନ ନଜର୍ ଆସୁଛି, ଭାଗ୍ୟର ସାଥ୍ ନ ମିଳିବା କାରଣରୁ କାମକାର୍ଯ୍ୟରେ ଅଧିକା ପରିଶ୍ରମ କରିବାକୁ ପଡିବ, ଆପଣଙ୍କୁ ଏହା ଉପଦେଶ ଦିଆଯାଉଛି କି ଆପଣ କେଉଁ ବି କାମକୁ ବ୍ୟସ୍ତତାପୁର୍ଣ୍ଣ ହୋଇ କରନ୍ତୁ ନାହିଁ ନହେଲେ କାମ ବିଗିଡିପାରେ, ଜୀବନସାଥୀଙ୍କ ପୁରା ସହଯୋଗ ମିଳିବ, ଆପଣ ନିଜ ଆତ୍ମବିଶ୍ୱାସ ବନାଇ ରଖନ୍ତୁ, କେଉଁ ବିଷମ ପରିସ୍ଥିତିର ସାମ୍ନା କରିପାରିବେ, ଦାମ୍ପତ୍ୟ ଜୀବନରେ ସୁଖ ମିଳିବ, ଦୁର ସଂଚାର ମାଧ୍ୟମରେ ଭଲ ଖବର୍ ଶୁଣିବାକୁ ପାଇବେ । ସାଙ୍ଗଙ୍କ ଦ୍ୱାରା ଅଧୁରା କାମ ପୁରା କରିପାରିବେ ।

ତୁଳା ରାଶି- ଆଜି ଆପଣଙ୍କ ଦିନ ଉତଥାନ ପତନ ଭରା ରହିବ, ଫାଲତୁ କଥାରେ ଧ୍ୟାନ ଦିଅନ୍ତୁ ନାହିଁ, ବିରୋଧୀ ନିଜ କଥାକୁ ମନାଇବା ପାଇଁ ସଫଲ ହେବେ, କେଉଁ ବି ପ୍ରକାରର ବାଦ ବିବାଦରୁ ଦୁର ରହିବାକୁ ହେବ, ମା ବାପାଙ୍କ ସ୍ୱାସ୍ଥ୍ୟରେ ସୁଧାର ଆସିବ, ପ୍ରେମ ଜୀବନ ଭଲ ରହିବ, ସନ୍ତାନଙ୍କ ଉନ୍ନତି ଖୁସିଖବର ମିଳିପାରେ, ଯାହା ଦ୍ୱାରା ପ୍ରସନ୍ନ ରହିବ, ଆପଣ ନିଜ୍ ପରିଶ୍ରମରୁ କାମକାର୍ଯ୍ୟରେ ଭଲ ଲାଭ ପ୍ରାପ୍ତି କରିବେ, ଆର୍ଥିକ ସ୍ଥିତି ସାମାନ୍ୟ ରହିବ ଏଥିପାଇଁ ବାଜେ ଖର୍ଚ୍ଚ ଉପରେ ନିୟନ୍ତ୍ରଣ କରିବାକୁ ହେବ, ନହେଲେ ଭବିଷ୍ୟତରେ ଆର୍ଥିକ ଅସୁବିଧାର ସାମ୍ନା କରିବାକୁ ପଡିପାରେ ।

ବିଛା ରାଶି- ଆଜି ଆପଣଙ୍କ ଦିନ ଭଲ ରହିବ, ସାମାଜିକ କ୍ଷେତ୍ରରେ ମାନ ପ୍ରତିଷ୍ଠା ବୃଦ୍ଧି ହେବ, ଜୀବନରେ ଚାଲୁଥିବା ଅସୁବିଧା ଗୁଡିକ ସମାଧାନ ହୋଇପାରେ, ଘର ପରିବାର ମାହୋଲ୍ ଖୁସିମୟ ରହିବ, ଘରର ବଡ ବୟସ୍କଙ୍କ ଉପଦେଶରୁ ଫାଇଦା ପାଇବେ, ବହୁତ ଲମ୍ବା ସମୟରୁ ଅଟକିଥିବା ପଇସା ଫେରିପାରିବେ, ଚାକିରିରେ ପରିବର୍ତ୍ତନ କରିବାର ବିଚାର ମନକୁ ଆସିପାରେ ,ଯାହା ଆପଣଙ୍କ ପାଇଁ ଭଲ ପ୍ରମାଣିତ ହେବ, କାର୍ଯ୍ୟଳାୟରେ ବଡ ଅଧିକାରୀଙ୍କ ସହ ପୁରା ସାହାଯ୍ୟ କରିବେ, ଅସହାୟ ଲୋକଙ୍କୁ ସାହାଯ୍ୟ କରିବାର ମଉକା ମିଳିପାରେ ।

ଧନୁ ରାଶି- ଆଜି ବେପାର ସହ ଯୋଡି ହୋଇଥିବା ବ୍ୟକ୍ତି ନୁଆ ଯୋଜନାର ସହ କାମ କରିପାରନ୍ତି । ଯାହାଦ୍ୱାରା ଆପଣଙ୍କୁ ଭଲ ଫାଇଦା ଦେଖିବାକୁ ମିଳିବ । ଘରର ଛୋଟ ଛୁଆଙ୍କ ସହ ହସଖୁସି ସମୟ ବ୍ୟତିତ କରିବେ । ପରିବାରବାଲାଙ୍କ ସହ କେଉଁ ଭଲ ଜାଗା ବୁଲିବାକୁ ଯୋଜନା କରିପାରନ୍ତି  ।ଘରର କେଉଁ ବଡ ବୟସ୍କଙ୍କ ଉପଦେଶ ଆପଣଙ୍କ ପାଇଁ ଫାଈଦାଦାୟକ ହେବ । ପ୍ରେମ ସଂବନ୍ଧରେ ମଜବୁତି ଆସିବ । ଦାମ୍ପତ୍ୟ ଜୀବନରେ ଭଲ ତାଳମେଳ ରହିବ । ଆପଣ ନିଜ ଜୀବନସାଥୀଙ୍କ ସହ ନିଜ ହୃଦୟର କଥା ସେୟାର୍ କରିବେ । ଦୁର ସଂଚାର ମାଧ୍ୟମରେ କିଛି ଖୁସିଖବର ଶୁଣିବାକୁ ମିଳିପାରେ ।

ମକର ରାଶି- ଆଜି ଆପଣ ନିଜ ଜରୁରୀ କାମକୁ ପୁରା କରିବାରେ ବ୍ୟସ୍ତରହିବେ । ଯେଉଁଥିରେ ସଫଳତା ମିଲିବାର ଯୋଗ ହେଉଛି, ଘର ପରିବାର ସହ ଯୋଡି ହୋଇଥିବା ଚିନ୍ତାଗୁଡିକ ଦୁର ହେବ, ମାନସିକ ରୁପରେ ହାଲକା ଅନୁଭବ କରିବେ । କାମକାର୍ଯ୍ୟରେ ଜରୁରି କାମରେ ଧ୍ୟାନ କେନ୍ଦ୍ରିତ କରିବାର ଆବଶ୍ୟକତା ଅଛି ।

କୁମ୍ଭ ରାଶି- ଆଜି ଆପଣଙ୍କ ଦିନ ଆତ୍ମବିଶ୍ୱାସ ଓ ଆଶାରେ ଭରି ରହିଛି । କିଛି ନୁଆ ଅନୁଭବ ପ୍ରାପ୍ତି ହୋଇପାରେ, ଜୀବନରେ କିଛି କରିବାର ଚେଷ୍ଟା କରିପାରନ୍ତି । ଆପଣଙ୍କୁ ନିଜ କାର୍ଯ୍ୟ କ୍ଷେତ୍ରରେ ଅପାର ସଫଳତା ମିଲିବାର ଯୋଗ ହେଉଛି, ଆଜି ଆପଣଙ୍କ ଧୈର୍ଯ୍ୟରୁ ଅନ୍ୟଙ୍କୁ କିଛି ଶିଖିବାର ଇଚ୍ଛା ରହିବ । କାମକାର୍ଯ୍ୟର ତରିକାରୁ କିଛି ନୁଆ ପରିବର୍ତ୍ତନ କରିବେ, ଯାହା ଆପଣଙ୍କ ପାଇଁ ଫାଇଦା ଦାୟକ ହେବ । ଅନୁଭବୀ ବ୍ୟକ୍ତିଙ୍କ ମାର୍ଗଦର୍ଶନରେ ଆପଣ କ୍ୟାରିୟରରେ ଆଗକୁ ବଢିବେ । ଆଜି ଆପଣ କେଉଁ ପ୍ରକାରର ବାଦ ବିବାଦରେ ପଡନ୍ତୁ ନାହିଁ ନହେଲେ ହଇରାଣ ହୋଇପାରନ୍ତି । ପ୍ରେମ ଜୀବନରେ ସୁଧାର୍ ଆସିବ ।

ମୀନ ରାଶି- ଆଜି ଆପଣଙ୍କ ଦିନ ଠିକ୍ ନଜର ଆସୁଛି, ଜୀବନସାଥୀଙ୍କ ସହ କେଉଁଆଡେ ବୁଲିଯିବାର ମଉକା ମିଳିବ, ଚାକିରି ଖୋଜୁଥିବା ବ୍ୟକ୍ତିଙ୍କ ପାଇଁ ଆଜି କେଉଁ ବନ୍ଧୁଙ୍କ ସହାୟତାରେ ଭଲ ଚାକିରିଟିଏ ମିଲିବ, ଆପଣଙ୍କ ମା ବାପାଙ୍କ ପୁରା ସହ ଯୋଗ ମିଳିବ, ବିଦ୍ୟାର୍ଥୀଙ୍କୁ ନିଜ ପୁରୁଣା ଟପିକ୍ କୁ ସିନିୟର୍ କ୍ଲିୟର୍ କରିପାରିବେ, ଦାମ୍ପତ୍ୟ ଜୀବନରେ ମଧୁରତା ଆସିବ, ଆପଣଙ୍କ ସ୍ୱାସ୍ଥ୍ୟ ଠିକ୍ ରହିବ, ଖାଦ୍ୟପେୟରେ ରୁଚି ବଢିବ , ରାଜନୀତି ସହ ଯୋଡି ହୋଇଥିବା ବ୍ୟକ୍ତିଙ୍କ ମାନ ସମ୍ମାନ ବଢିବ । ଯଦି କୋର୍ଟ କଚେରି ସହ ଯୋଡି ହୋଇଥିବା ମାମଲା ଚାଲୁଛି ତେବେ ଫଇସଲା ଆପଣଙ୍କ ପକ୍ଷରେ ଆସିବ, କପଡା ବେପାର କରୁଥିବା ବ୍ୟକ୍ତିଙ୍କୁ ଭଲ ଲାଭ ମିଳିପାରେ  ।

Leave a Reply

Your email address will not be published. Required fields are marked *