ରାସର୍ନ କାର୍ଡ ଥିଲେ ଆପଣ ବି ପାଇ ପାରିବେ 5000 ଟଙ୍କା ।

news

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜି ସକାଳ ର ବହୁତ ଗୁଡିଏ ଗୁରୁତ୍ୱ ପୂର୍ଣ୍ଣ ଖବର ରହିଛି ଜାହାକୁ ଆପଣ ମାନେ ନିହାତି ଭାବେ ଜାଣି ରଖିବା ଆବଶ୍ୟକ ଅଟେ ତେବେ ଆସନ୍ତୁ ସେହି ଖବର ବିଷୟ ରେ ସଂମ୍ପର୍ଣ୍ଣ ଭାବେ ଜାଣି ନେବା ।

batya

ତେବେ ପ୍ରଥମ ବଡ ଖବର ଟି ହେଲା ଘଣ୍ଟା ପ୍ରତି 12 କିଲୋମିଟର ବେଗରେ ଗତି କରୁଛି ବାତ୍ୟା ମାଣ୍ଡୋସ୍ । ଆସୁଛି ବାତ୍ୟା ମାଣ୍ଡୋସ୍ ଲଗୁଚାପ ସୃଷ୍ଟି ହୋଇ ଗଭୀର ଅବପାତ ରେ ପରିଣତ ହେଲା । ଏହା ବର୍ତମାନ ସମୟ ରେ ଦକ୍ଷିଣ ପୂର୍ବ ପାର୍ଶ୍ୱ ବର୍ତ୍ତି ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳ ରେ କେନ୍ଧ୍ରିଭୂତ ହୋଇଛି ।

ଗତ 6 ଘଣ୍ଟା ମଧ୍ୟରେ ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଘଣ୍ଟା ପ୍ରତି 12 କିଲୋମିଟର ବେଗରେ ଗତି କରୁଛି ବାତ୍ୟା ମାଣ୍ଡୋସ୍ । ତାମିଲନାଡୁ , ପୁଡୁଚେରୀ , କିମ୍ବା ଆନ୍ଧ୍ର ଉପକୂଳରେ କରିବ ଲେଣ୍ଡଫଲ । ଓଡିଶା ଉପରେ ବାତ୍ୟାର କୈଣସି ପ୍ରଭାବ ନଥିବା ସୂଚନା ଦେଇଛି ପାଣିପାଗ ବିଭାଗ ।

ପରବର୍ତି ଖବର ଟି ହେଲା 2024 ଶେଷ ସୁଧା ଗ୍ରାମାଞ୍ଛଳ ରେ 10 ହଜାର ସିନେମା ହଲ ଖୋଲିବେ କେନ୍ଦ୍ର ସରକାର । ଦେଶ ବ୍ୟାପି 1 ହଜାର ସିନେମା ହଲ ଖୋଲିବା ପାଇଁ କେନ୍ଦ୍ର ସରକାର ଯୋଜନା ରଖିଛନ୍ତି । ଏହି ଯୋଜନା ଅନୁସାରେ ପ୍ରଥମେ 2024 ଶେଷ ସୁଧା ଦେଶର ଗ୍ରାମାଞ୍ଚଳରେ 10 ହଜାର ସିନେମା ହଲ ଖୋଲାଯିବ । ପ୍ରତି ହଲରେ 100 ରୁ 200 ଲେଖାଏଁ ସିଟ୍ ରହିବ । ଜାହାଫଳ ରେ ନୂଆ ମୁକ୍ତିଲାଭ କରୁଥିବା ଚଳଚିତ୍ର ଦେଖିବା ପାଇଁ ଲୋକ ମାନଙ୍କୁ ଆଉ ସହର କୁ ଆସିବା ପାଇଁ ପଡିବ ନାହିଁ ।

modi

ପରବର୍ତି ଖବର ଟି ହେଲା ଛୋଟ ବୟସ ରୁ ଏହି ଯୋଜନା ରେ କରନ୍ତୁ ନିବେଶ କୋଟିପତି ହେବାରେ ମିଳିବ ସୁଯୋଗ । ଡାକ ବିଭାଗ ଦେଶର ମଧ୍ୟବିତ ମାନଙ୍କ ପାଇଁ ଏକ ଭରସା ବନି ରହିଛି ଏହାର ଅନେକ ଯୋଜନା ସାଧାରଣ ଲୋକ ମାନଙ୍କୁ ବହୁତ ଲାଭ ଦେଇଥାଏ । ଏହା ସହିତ ସମସ୍ତେ ଭଲ ରିଟର୍ଣ୍ଣ ଏବଂ ନିରାପତ୍ତା ପୁଞୀ ବିନିଯୋଗ ଖୋଜୁଛନ୍ତି ।

ତେବେ ଏହି ସବୁ ସୁବିଧା ଏବେ ଡାକଘର ଦେଉଛି । ଆପଣ ମାନେ ଡାକଘର ପ୍ରଭିଡେଣ୍ଟ ଫଣ୍ଡ ରେ ଟଙ୍କା ବିନିଯୋଗ କରି ପାରିବେ । ଏଠାରେ ତୁମେ ମାନେ ନିଜର ଟଙ୍କାକୁ ସୁରକ୍ଷିତ ରଖିବାରେ ସକ୍ଷ୍ୟମ ହେବା ସହିତ ତୁମେ ମାନେ ବହୁ ଭଲ ରିଟର୍ଣ୍ଣ ପାଇବ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *