୧୦୦ ବର୍ଷ ପର୍ଯ୍ୟନ୍ତ କ୍ୟାଲସିୟମର ଅଭାବ ହେବ ନାହିଁ ? ହାତ,ଗୋଡ,ଗଣ୍ଠି ଏବଂ କମର ବିନ୍ଧା ପୁରା ଗାୟବ ହେଇଯିବ, କରନ୍ତୁ ଏହି ଉପାୟ- Health Tips

Calcium

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆମେ ମାନେ ଆମର ନୀତି ଦିନ ଜିବନ ରେ କାର୍ଯ୍ୟ କରିବା ପରେ ବହୁତ ପରିମାଣ ରେ ଥକି ଜାଇଥାନ୍ତି । ଏବଂ ପରେ ଆମ ଶରୀର ରେ କୈଣସି ପ୍ରକାରର କାର୍ଯ୍ୟ କରିବା ପାଇଁ ଇଚ୍ଛା ଶକ୍ତି ଆଉ ରହେ ନାହିଁ । ତେବେ ବନ୍ଧୁଗଣ ଏହାର ମୂଖ୍ୟ କାରଣ ହେଲା ଆମ ଶରୀର ରେ କ୍ୟାଲସିୟମର ର ଅଭାବ ରହିଥାଏ । ତେବେ ଆଜି ଦିନ ରେ କେବଳ ବୃଦ୍ଧ ବ୍ୟକ୍ତି ନୁହେଁ ବରଂ ଛୋଟ ପିଲା ମାନଙ୍କ ମଧ୍ୟରେ ବି ଏହି କ୍ୟାଲସିୟମ ଅଭାବ ଭଳି ସମସ୍ୟା ଦେଖିବା ପାଇଁ ମିଳୁଛି ।

ତେବେ ଏହା ସାଧାରଣ କଥା ନୁହେଁ । ତେବେ ଏହିଥି ପାଇଁ ଆପଣ ମାନେ ସତର୍କ ରହିବେ ନାହିଁ । ତେବେ ଆପଣ ମାନଙ୍କୁ ଭବିଷ୍ୟତ ରେ ଅସୁବିଧା ର ସାମ୍ନା କରିବାକୁ ପଡିପାରେ । ତେବେ ଆମେ ଏଠାରେ ଆପଣ ମାନଙ୍କୁ ଏଠାରେ ଏମିତି ଏକ ଘୋରଇ ଉପଚାର ବିଷୟ ରେ କହିବୁ ଜାହା ର ପ୍ରୋୟଗ ଦ୍ୱାରା ଆପଣ ମାନଙ୍କ ଶରୀର ରେ କ୍ୟାଲସିୟମ୍ ର ଅଭାବ ରହିବ ନାହିଁ । ତଥା ଏହା ସହିତ ଆଣ୍ଠୁ ଗଣ୍ଠୀ , ଏବଂ ଥକାପଣ ଭଳି ସମସ୍ୟା ଦେଖିବା ପାଇଁ ମିଳିବ ନାହିଁ । ତେବେ ବନ୍ଧୁଗଣ ଆସନ୍ତୁ ସେହି ସଂମ୍ପର୍କ ରେ ସଂମ୍ପର୍ଣ୍ଣ ଭାବେ ଜାଣିନେବା ।

pain

ଆପଣ ମାନଙ୍କୁ ଜଣେଇ ଦେବୁ କି ଏହି ଘୋରଇ ଉପଚାର ନିମନ୍ତେ ଯେଉଁ ସାମଗ୍ରୀ ଗୁଡିକ ଆବଶ୍ୟକ ଅଟେ ତାହା ହେଲା ଧଳା ଖସା , ପିସ୍ତା ବାଦାମ୍ , ଗୋଟିଏ ଗ୍ଲାସ୍ ପାଣି , ଏକ ଗ୍ଲାସ କ୍ଷୀର , ତେବେ ବନ୍ଧୁଗଣ ଧଳା ଖୋସା ରେ ବହୁତ ପରିମାଣ ରେ ପ୍ରୋଟିନ ରହେ ଯାହା ଦ୍ୱାରା ଆମ ଶରୀର କୁ କ୍ୟାଲସିୟମ୍ ମିଳେ । ଏବଂ ଏହା ଆମ ମାଂସ ପେଶୀ କୁ ମଧ୍ୟ ବହୁତ ସବଳ କରେ ସେହି ପରି କ୍ଷୀର ରେ ମଧ୍ୟ ବହୁତ ପ୍ରକାରର ତତ୍ୱ ମିଳେ । ଜାହା ଆମ ଶରୀର ପାଇଁ ବହୁତ ଲାଭକାରୀ ଅଟେ ।

ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଆଗ ଧଳା ଖସା କୁ ଗୁଣ୍ଡ କରି କୈଣସି ଏକ ଜାର ରେ ରଖି ଦିଅନ୍ତୁ । ପରେ ପିସ୍ତା ବାଦାମ୍ କୁ ରାତି ସାରା ପାଣି ରେ ଭିଜେଇ ରଖନ୍ତୁ । ତଥା ସକାଳେ ଏହି ଉପଚାର କୁ ବ୍ୟବହାର କରିବା ସମୟ ରେ ଆପଣ ମାନେ ପିସ୍ତା ବଦାମ ର ଚୋପା କୁ ଛଢେଇ ରଖନ୍ତୁ । ଏହି ସାମଗ୍ରୀ ମାଧ୍ୟମ ରେ ଆପଣ ମାନଙ୍କୁ ଦିନ କୁ ଦୁଇଥର ଏହି ଉପଚାର କୁ ପ୍ରୟୋଗ କରିବାକୁ ହେବ ।

ପ୍ରଥମେ ଆପଣ ମାନେ ସକାଳ ସମୟ ରେ ଭଲ ଭାବେ ପିସ୍ତା ବାଦାମ୍ କୁ ଚୋବାଇ ଖାଇ ନିଅନ୍ତୁ । ଏହା ପରେ ଆପଣ ମାନେ ଉଷମ କ୍ଷୀର କୁ ଏକ ଗ୍ଲାସ ସେବନ କରନ୍ତୁ । ଏହା ଦ୍ୱାରା ଆପଣ ମାନଙ୍କ ଶରୀର ରେ ଭିଟାବିନ ର ଅଭାବ ରହିବ ନାହିଁ । ଏବଂ ଦିନ ସାରା ଆପଣ ମାନେ ଏନର୍ଜିଟିକ୍ ରହିବେ ।

Pistachios

ସେହି ପରି ଦ୍ୱିତୀୟ ରେ ଏକ ଗ୍ଲାସ ସାଧା ପାଣିରେ ଧଳା ଖସା ଗୁଣ୍ଡ ମିଶେଇ ପିଇବା ଦ୍ୱାରା ଆପଣ ମାନଙ୍କ ଶରୀର ରେ କ୍ୟାଲସିୟମ୍ ର ଅଭାବ ରହିବ ନାହିଁ । ଏହା ସହିତ ଆପଣ ମାନଙ୍କ ଶରୀର ରେ କୈଣସି ସ୍ଥାନରେ ଯନ୍ତ୍ରଣା ହେଉଛି ତେବେ ତାହା ମଧ୍ୟ ଦୂର ହୋଇଯିବ । ଏହି ଉପଚାର କୁ ଆପଣ ମାନେ ପ୍ରୟୋଗ କରିବା ପରେ ନିଜ ମଧ୍ୟରେ ହେଉଥିବା ପରିବର୍ତନ କୁ ଆପଣ ମାନେ ନିଶ୍ଚିତ ଭାବେ ଦେଖି ପାରିବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *