କାହିଁକି ଏପରି କଥା କହିଲେ ଅନୁଭବ !

anubhav 1

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବାରମ୍ବାର ଚର୍ଚ୍ଚା ରେ ରହୁଛନ୍ତି ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି କେତେ ବେଳେ ନିଜର ଫିଲ୍ମ କୁ ନେଇ ଚର୍ଚ୍ଚାରେ ରହୁଛନ୍ତି ତ ଆଉ କେତେ ବେଳେ ନିଜର ପାରିବାରିକ ବିବାଦ କୁ ନେଇ ଚର୍ଚ୍ଚା ରେ ରହୁଛନ୍ତି । ଗତ କିଛି ଦିନ ହେବ ନିଜର ପାରିବାରିକ ବିବାଦ କୁ ଆସି ସୋସିଆଲ ମିଡିଆରେ ନିଜର ମତ ରଖୁଛନ୍ତି । ଅନେକ ଫେନ ତାଙ୍କ ଦୁଃଖରେ ସହଭାଗିତା ଦେଖାଉଛନ୍ତି ତ ଆଉ କିଏ ତାଙ୍କୁ ବଦନାମ ମଧ୍ୟ କରୁଛନ୍ତି ।

ତେବେ ପୁଣିଥରେ ସାଂସଦ ଅନୁଭବ ମହାନ୍ତି ଙ୍କ ବିବାଦିୟ ଟୁଇଟ । ପୁରୁଷ ବିନା କୈଣସି ନାରୀ ଜିବନ ର ଅସ୍ଥିତ୍ୱ ନାହିଁ । କେନ୍ଦ୍ର ଆଇନ ମନ୍ତ୍ରୀ କିରଣ ଙ୍କୁ ଟେଗ୍ କରି ଏମିତି ବାର୍ତ୍ତା ଦେଇଛନ୍ତି ଅନୁଭବ ଟୁଇଟ କରି ଲେଖିଛନ୍ତି କେନ୍ଦ୍ର ମନ୍ତ୍ରୀ ଙ୍କ ନିଦ ଭାଙ୍ଗୁ ଭାରତ ର ପରିବାର ପରମ୍ପରା ମୂଲ୍ୟବୋଧ କୁ ରକ୍ଷା କରନ୍ତୁ । ଫ୍ୟାମିଲି କୋର୍ଟ ଆଇନ ରେ ସଂଶଧନ ଆଣିବାକୁ ଦାବି କରିଛନ୍ତି କେନ୍ଦ୍ରାପଡା ସାସଂଦ ।

toit

 

ଏହା ସହିତ ସେ ଲେଖିଛନ୍ତି ହିନ୍ଦୁ ବିବାହ ଆଇନ 1955 କୁ ମଧ୍ୟ ହତ୍ୟା କରାଜାଇଛି । ଏହି ଆଇନ ବଞ୍ଚାନ୍ତୁ ନହେଲେ କୁହନ୍ତୁ କିଛି କରି ପାରିବେ ନାହିଁ ବୋଲି । କେନ୍ଦ୍ର ଆଇନ ମନ୍ତ୍ରୀ କିରଣ ରିଜ୍ୟୁ ଙ୍କୁ କିଛି ଏମିତି ଟୁଇଟ କରି ଲେଖିଛନ୍ତି ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ।

ସେହି ପରି ଭାବେ ଆପଣ ମାନେ ଜାଣିଥିବେ ଗତ କିଛି ଦିନ ତଳେ ନିଜର ଜନ୍ମ ଦିନରେ ଭାବପ୍ରବଣ ହୋଇ ପଡିଥିଲେ ଅନୁଭବ ମହାନ୍ତି । ଏବଂ ଫେନ ଙ୍କୁ କହିଥିଲେ ନିଜ ମନର ବ୍ୟଥା ଏବଂ ହୃଦୟ ର କଥା ସୋସିଆଲ ମିଡିଆ ଏବଂ ଫେସବୁକ ରେ ସେ ଭିଡ଼ିଓ ପୋଷ୍ଟ କରି କହିଥିଲେ ।

anubhav 1

ତେବେ ସେ କହିଛନ୍ତି କି ଗତ 3 ବର୍ଷ ହେଲା ମୁଁ ମରି ମରି ବଞ୍ଚିଛି ମୋର ଯେଉଁ ଦିନ ଡିଭର୍ସ ହୋଇଯିବ ସେହି ଦିନ ମୁଁ ପ୍ରକୃତ ରେ ଜନ୍ମ ଦିନ ପାଳନ କରିବି । କାରଣ ସେ ଦିନ ହେବ ମୋର ନୂଆ ଜନ୍ମ ଏବଂ ସେହି ଦିନ ମୋର ଜନ୍ମ ଦିନର ଅସଲ ସେଲିବ୍ରେସନ ବୋଲି ଭିଡ଼ିଓ ବାର୍ତ୍ତା ରେ କହିିଥିଲେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *