ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ହିନ୍ଧୁ ଶାସ୍ତ୍ରରେ ଜ୍ୟୋତିଷ ଶାସ୍ତ୍ର ବହୁତ ଜିନିଷ ର ମାନ୍ୟତା ରହିଛି । ଜାହାକୁ ବହୁତ କମ୍ ଲୋକ ମାନେ ଜାଣିଛନ୍ତି । ଏପରି ମାନ୍ୟତା ରହିଛି କି ଥାଳି ରେ ଖାଇବା ପାଇଁ ଦେବା ବେଳେ ତିନୋଟି ରୁଟି ଏକା ସାଙ୍ଗରେ ଦିଆଯାଏ ନାହିଁ । ଘରେ ଆପଣ ମାନେ ବହୁତ ପୁରୁଣା ଲୋକ ମାନଙ୍କ ଠାରୁ ସୁଣିଥିବେ କି ଏକା ସାଙ୍ଗରେ ଥାଳିରେ ତିନୋଟି ରୁଟି , ପରଟା ବା ପୁରୀ ଦିଆଯାଏ ନାହିଁ ।
ଏହି ପରି ଆମେ ମାନେ ବହୁତ ଦିନରୁ ସୁଣି ଆସିଛୁ । ହେଲେ କଣ ପାଇଁ ଏକା ସାଙ୍ଗରେ ତିନୋଟି ରୁଟି ଦିଆଯାଏ ନାହିଁ । ତାହାକୁ ବହୁତ କମ୍ ଲୋକ ମାନେ ଜାଣିଥାନ୍ତି । ତେବେ ଆସନ୍ତୁ ଜାଣିନେବା ଏହା ପଛରେ କଣ ରହିଛି କାରଣ । ଜ୍ୟୋତିଷ ଶାସ୍ତ୍ର ରେ ସଂଖ୍ୟା 3 କୁ ବହୁତ ଅଶୁଭ ବୋଲି ମନାଯାଏ । ବିଶ୍ୱାସ ଅନୁସାରେ ସଂଖ୍ୟା 3 କୁ ପୂଜା ପାଠ ଏବଂ ସାଧାରଣ ଜିବନ ରୁ ଦୂରେଇ ରଖାଯାଏ । ଜାହା ଫଳରେ ଏହାର ଖରାପ ପ୍ରଭାବ ଆପଣ ମାନଙ୍କ ଜିବନ ରେ ବହୁତ କମ୍ ପଡିଥାଏ ।
ବିଶ୍ୱାସ ରହିଛି ମୃ-ତ ବ୍ୟକ୍ତିଙ୍କ ପାଇଁ ଖାଦ୍ୟ ବାଢିବା ବେଳେ ତାଙ୍କ ଥାଳିରେ ତିନୋଟି ରୁଟି ଦିଆଯାଏ ସେହିଥି ପାଇଁ ଜିବିତ ବ୍ୟକ୍ତିଙ୍କୁ ଖାଇବାକୁ ଦେବା ବେଳେ ତିନୋଟି ରୁଟି କେବେବି ଦିଆଯାଏ ନାହିଁ । ସେହିଥଇ ପାଇଁ ଆପଣ ମାନେ ଥାଳିରେ ଏକା ସାଙ୍ଗରେ 4 କିମ୍ବା 5 ଟି ରୁଟି ଦେଇ ପାରିବେ ହେଲେ କେବେ ବି ଆପଣ ମାନେ 3 ଟି ରୁଟି ଦିଅନ୍ତୁ ନାହିଁ ।
ରୁଟି କୁ ଛାଡି ଦେଲେ ହିନ୍ଦୁ ପରିବାର ରେ ଖାଦ୍ୟ ସହିତ ଯୋଡିତ ଅନେକ ମାନ୍ୟତା ରହିଛି । ଜାହାକୁ ଲୋକ ମାନେ ପାଳନ କରିଥାନ୍ତି । ଏହି ସବୁ ମାନ୍ୟତା ର ମଧ୍ୟ ଅଲଗା ଅଲଗା କାରଣ ରହିଛି । ତିନୋଟି ରୁଟି ଏକା ସାଙ୍ଗରେ ନ ଦେବା କଥା କୁ ବର୍ଷ ବର୍ଷ ଧରି ଲୋକ ମାନେ ମାନି ଆସୁଛନ୍ତି । ଏହାର କୈଣସି ବି ବୈଜ୍ଞ୍ୟନିକ କାରଣ ନାହିଁ । ହେଲେ ଏହି କଥା ପିଢୀ ପରେ ପୀଢି ପରିଚାଳିତ ହୋଇଥିବା ବେଳେ ଏହାକୁ ମାନ୍ୟତା ର ସହିତ ନିଆଯାଏ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।