ମୁଁ ଆଉ କାହା ପାଇଁ ନାଚିବି ,ସ୍ୱପ ମୋର ରହିଲା ସ୍ୱପରେ ,ସୁକାନ୍ତ ଭାଇ ପୁଅ ଆରପାରିରେ

rani p

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ସତରେ ଭଗବାନ ତୁମେ କାହାର ନୁହଁ ଏହି ସମାଜ ଆଗରେ ମତେ ଗୋଟେ ହ-ତ୍ୟାକାରୀ ଭାବେ ସଜେଇ ଦିଆଗଲା । ମୁଁ ସବୁ ଆଡୁ ବିଶ୍ୱାସ ହରେଇବା ପରେ କେବଳ ତୁମ ପାଖରେ ମୋର ବିଶ୍ୱାସ ଅଟକି ଜାଇ ଥିଲା । ଆଉ ତୁମେ ମୋ କଣ୍ଠ ରେ କୁହାଇ ଥିଲ କି ସୁକାନ୍ତ ପରିବାର ର ଦାୟୁତ୍ୱ ମୋର ମୁଁ ନାଚିବି ଆଉ ସୁକାନ୍ତ ପୁଅ କୁ ପାଠ ପଢେଇବି । ବଡ ମଣିଷ କରେଇବି ହେଲେ ତୁମେ ଇଏ କଣ କରିଲ ଭଗବାନ ।

ଅବସ୍ୟ ମତେ ସେ ସୁଯୋଗ ଟେ ବି ଦେଲନି ମୁଁ ସୁକାନ୍ତ ପୁଅ କୁ ଟିକେ ପାଠ ପଢେଇ ଥାନ୍ତି । ମୋ ଅଜାଣନ୍ତ ରେ ଯେଉଁ ଭୁଲ ହୋଇଜାଇଛି ସେ ଭୁଲ ର ମୁଁ ପ୍ରାୟଶ୍ଚିତ କରିଥାନ୍ତି । ସୁକାନ୍ତ ପୁଅ କୁ ମଣିଷ ପରି ମଣିଷ ଟିଏ କରିଥାନ୍ତି । ଆଉ ଏହା ଥିଲା ମୋ ଜିବନ ର ସବୁଠୁ ବଡ ଲକ୍ଷ ସୁକାନ୍ତ ପୁଅ ବଡ ହେବ ପାଠ ପଢିବ ବଡ ହାକିମ ହେବ କାଳିଆ ଘୋଡା ରେ ଚଢିବ । ଆଉ ଉପରେ ସୁକାନ୍ତ ଭାଇ ଦେଖି ଖୁସୀ ହେଉଥିବ ।

rani

ହଁ ଏହା ଥିଲା ମୋ ଜିବନ ର ସବୁଠୁ ବଡ ଲକ୍ଷ ସବୁଠୁ ବଡ ସ୍ୱପ୍ନ । ଜାହାକୁ କରିବା ପାଇଁ ଭଗବାନ ତମେ ସାଥ୍ ଦେଲ ନାହିଁ । ସତରେ ଭଗବାନ ତମେ ନିଷ୍ଟୁର , ସତରେ ଭଗବାନ ତୁମେ କାହାର ନୁହଁ । ହେଲେ ମୁଁ ପକ୍କା ଜିଦିଆ ଝିଅ ଜିବନ ରେ ଅନକ ସାହାଯ୍ୟ କରିଛି ଅନେକ ଦୁଖିଃ ରଙ୍କି ଙ୍କ ପାଖରେ ଛିଡା ହୋଇଛି । ଅନେକ ଲୋକ ମାନଙ୍କର ଯେଉଁ ସମସ୍ୟା ରହିଛି ତାହାକୁ ସୁଧାରିବା ସହିତ ଅନେକ ସମାଧାନ କରିବା ପାଇଁ ଅଣ୍ଟା ଭିଡିଛି । ଅସମୟ ରେ ଅବେଳ ରେ ଯିଏ ଯେତେ ବେଳେ ଯେଉଁଠୁ ଡାକିଛି ମୁଁ ସେମିତି ଜାଇ ପହଁଚିଛି ମୁଁ ପାରୁ ପର୍ଯ୍ୟନ୍ତ ସାହାଯ୍ୟ କରିବା ପାଇଁ ଚେଷ୍ଟା କରିଛି ।

ଆଉ ଏମିତି ଗୋଟେ ମଣିଷ ଯିଏ ନିତି ଜଳି ଜଳି ମରୁଛି ସେ ଅଜାଣନ୍ତ ରେ କରୁଥିବା ଭୁଲ ପାଇଁ ଆଜି ପସ୍ତଉଛି । ହଁ ମୋ ଅଜାଣନ୍ତ ରେ ସୁକାନ୍ତ ଭାଇ ଙ୍କ ମୃ-ତ୍ୟୁ ହୋଇଥିଲା ଆଉ ମୁଁ ଭାବିିଥିଲି ସୁକାନ୍ତ ପୁଅ କୁ ମଣିଷ ପରି ମଣିଷ ଟିଏ କରିଥାନ୍ତି । ଆଉ ଏହା ଥିଲା ମୋ ଜିବନ ର ସବୁଠୁ ବଡ ଲକ୍ଷ ସୁକାନ୍ତ ପୁଅ ବଡ ହେବ ପାଠ ପଢିବ ଆଉ ତା ପରେ ଜାଇ ମୋ ପାପ ର ପ୍ରାୟଶ୍ଚିତ କରିବି ହେଲେ ହେଲେ ଭଗବାନ ସତରେ ତମେ ସାଥ୍ ଦେଲ ନାହିଁ । ସତରେ ଭଗବାନ ତମେ ନିଷ୍ଟୁର , ସତରେ ଭଗବାନ ତୁମେ କାହାର ନୁହଁ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *