ଏମିତି କଣ କହିଦେଲେ ସିଦ୍ଧାନ୍ତ । ଶୁଣିଲେ ମୁଣ୍ଡ ଖରାପ ହେବ

Sidhanta

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଦମନ ଫିଲ୍ମ ପାଇଁ କଣ ବଞ୍ଚିଗଲା କି ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରୀ । ଡୁବି ଯାଉଥିବା ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରୀ କୁ କଣ ଦମନ ଫିଲ୍ମ ବଞ୍ଚେଇ ଦେଲା କି । ଏହାକୁ ନେଇ ଜବାବ ଦେଇଛନ୍ତି ଓଲିଉଡ ଷ୍ଟାର ସିଦ୍ଧାନ୍ତ ମହାପାତ୍ର । ତେବେ ଗୋଟିଏ ସମୟ ଥିଲା ଯେଉଁ ସମୟ ରେ ଓଡିଆ ଫିଲ୍ମ କୁ ଥେଟର ମିଳୁନଥିଲା । ହେଲେ ଦମନ ଆଜି କେବଳ ଓଡିଶା ନୁହେଁ ସାରା ଭାରତ ବର୍ଷରେ ଛାଇ ହୋଇ ଜାଇଛି ।

ଦମନ ର ହିନ୍ଧୀ ଭର୍ସନ ଆସନ୍ତା ଡିସେମ୍ବର 16 ତାରିଖ ରେ ରିଲିଜ୍ ହେବା ପାଇଁ ଯାଉଛି । ଏହାରି ମଧ୍ୟରେ ସିଦ୍ଧାନ୍ତ ମହାପାତ୍ର ଙ୍କୁ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରୀ କୁ ନେଇ ଏକ ପ୍ରଶ୍ନ କରାଜାଇଛି । ପ୍ରଶ୍ନଟି ରହିଛି କଣ ବୁଡିଯାଉଥିବା ଇଣ୍ଡଷ୍ଟ୍ରୀ କୁ ଦମନ ଫିଲ୍ମ ବଞ୍ଚେଇ ଦେଲା କି । ଏହାର ଜବାବ ରେ ସେ କହିଛନ୍ତି ଯେ ଏହି ପ୍ରକାରର ଚଳଚିତ୍ର ଗୋଟିଏ ଜିନିଷ ତ ଆମକୁ ସିଖେଇଲା ଯେ ଯଦି ଆମେ ଭଲ ଚଳଚିତ୍ର ଟି ପ୍ରସ୍ତୁତ କରିବା ଏବଂ ଲୋକ ମାନଙ୍କ ହୃଦୟ କୁ ଛୁଇଁବା ପାଇଁ ଆମେ ମାନେ ଚେଷ୍ଟା କରୁଛେ ।

daman

ବା ଛୁଇଁ ପାରିବା ବା ଚଳଚିତ୍ରର ଯେଉଁ ଜଗତ ଅଛି ତାହାକୁ କେହିବି କେବେ କହିବ ନାହିଁ ଯେ ଏଇଟା ବୁଡି ଜାଇଥିଲା ଏବଂ ବୁଡିଯିବା କଥା ବାରମ୍ଭାର କହିବା ବି ମୋଟେ ବି ଠିକ୍ ନୁହେଁ । ସେହି ଜିନିଷ କୁ ଆମେ ବାରମ୍ଭାର ଏବଂ ମୁଁ ମଧ୍ୟ ଗୁଡାଏ ଇଣ୍ଟର୍ଭ୍ୟୁ ରେ କହିଛି । ଆମେ ଯେଉଁ ଚଳଚିତ୍ର ତିଆରି କରୁଛେ ଏହା ଦର୍ଶକ ମାନଙ୍କର ଦେଖିବାର ଉପଯୋଗୀ ତ ଏହି ପ୍ରଶ୍ନ ଟି ଆମେ ମାନେ ଦିନକୁ ଦିନ କେତେ ଥର ଆମେ ମାନେ ନିଜକୁ ପଚାରୁଛୁ ।

ଆଉ ମୋର ମାତ୍ରା ଏବେ ବଢିଜାଇଥିବା ବେଳେ ମୁଁ ଯେଉଁ ଜିନିଷ ଟି କରୁଛି । ଆମେ କରିବା ଏବଂ ଆମେ ସାଙ୍ଗରେ ଦର୍ଶକ ମାନଙ୍କୁ ବି ମିଶେଇବା । ସେହି ଆମେ ଭିତରେ ଦର୍ଶକ ବି ରହିଛନ୍ତି । ଯେଉଁଠାରେ ଆମେ କହିକି ଦର୍ଶକ କୁ ନେଇ ଚଳଚିତ୍ର ଟି ତିଆରି କରିବା ସେତେ ବେଳେ ପୁଣି ଥରେ ଦର୍ଶକ ଙ୍କୁ ଏହି ସବୁ ଫିଲ୍ମ ଛୁଇଁ ପାରିବ । ତେବେ ଯାହା ଆଜିବି ହୋଇଛି ଯେ ଚଳଚିତ୍ର ଭଲ ଚାଲିଲେ ଆପଣ ମାନଙ୍କୁ ପ୍ରେକ୍ଷାଳୟ ବି ମିଳିବ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *