ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଗର୍ଭବତୀ ହେବା ହେଉଛି ନାରୀ ଜୀବନର ସାର୍ଥକତା । ତେବେ ବିବାହ ପାରେ ସମସ୍ତେ ଚାହିଁଥାନ୍ତି ନିଜ ଭଳି ଜଣଙ୍କୁ ସୃଷ୍ଟି କରିବା ପାଇ ଓ ତାହା ସହିତ ତାଙ୍କର ବଂଶ କୁ ମଧ୍ୟ ଆଗକୁ ନେବା ପାଇ ଚେଷ୍ଟା କରିଥାନ୍ତି । ତେବେ ଏଥି ପାଇଁ ଉଭୟ ପୁରୁଷ ଆଉ ମହିଳା ଙ୍କର ଭୂମିକା ରହିଛି । ସେମାନେ ଦୁଇଜଣ ଚାହିଁଲେ ନୂଆ ଭୃଣ ସୃଷ୍ଟି ହୋଇ ପାରିବ ବୋଲି ମଧ୍ୟ କୁହାଯାଉଛି ।
ତେବେ ଏଥିପାଇଁ ଆମ ମାନଙ୍କୁ ଉଚିତ ସମୟରେ ସହ-ବା-ସ କରିବା ନିହାତି ଜରୁରୀ ହୋଇଥାଏ ବୋଲି କୁହାଯାଉଛି । ଆମେ ମାନେ ଜାଣି ରଖିବା ଉଚିତ ଯେ କେଉଁ ସମୟରେ ସହ-ବା-ସ କରିବା ଯୋଗୁଁ ମହିଳା ଜଲ୍ଦି ଗର୍ଭବତୀ ହେବେ ଆସନ୍ତୁ ସେ ବିଷୟରେ ସଂମ୍ପୂର୍ଣ୍ଣ କଥା ଜାଣିବା ।
ସ୍ୱାମୀ ଓ ସ୍ତ୍ରୀ ଯଦି ଉଚିତ ସମୟରେ ସହ-ବା-ସ କରିବେ ତେବେ ସେମାନେ ଗର୍ଭବତୀ ହୋଇ ପାରିବେ ବୋଲି କୁହାଯାଉଛି । ତେବେ ଏଥିପାଇଁ ଉଭୟ ପୁରୁଷ ଆଉ ମହିଳା ଙ୍କର ଆବଶ୍ୟକତା ଥିବା ବେଳେ ଆବଶ୍ୟକତା ରହିଛି ମହିଳା ମାନଙ୍କର ଋତୁଶ୍ରାବ ର ଡେଟ କୁ ଜାଣିବା ପାଇଁ । ଆଉ ଯଦି ଆମେ ଋତୁଶ୍ରାବ ର ତାରିଖ ମନେ ନ ରଖି ସହ-ବା-ସ କରିବେ ତାହେଲେ ଗର୍ଭ ଧାରଣ କରିବାରେ ଅସୁବିଧା ହେବ ବୋଲି ମଧ୍ୟ କୁହାଯାଉଛି ।
ତେବେ ଯାହା କୁହାଯାଉଛି କି ଆପଣଙ୍କୁ ପ୍ରେଗ୍ନେଣ୍ଟ ହେବାକୁ ହେଲେ ଆପଣଙ୍କର ପିରିୟଡ଼ସ ଡେଟ ମନେ ରଖି ପିରିୟଡ଼ସ ର 11 ଦିନ ପରେ ସହ-ବା-ସ କରିଲେ ଭଲ ରେଜଲ୍ଟ ଦେଇଥାଏ ବୋଲି କୁହାଯାଏ । ଏହା ଛଡ଼ା ମହିଳା ଜଣଙ୍କର ସବୁଦିନ ସୁଷମ ଖାଦ୍ୟ ଖାଇବା ଆବଶ୍ୟକ ତାହା ସହିତ ସବୁଦିନ ବ୍ୟୟାମ କରିବା ଓ ତାହା ସହିତ ପ୍ରତେକ 3 ମାସକୁ ଥରେ ବ୍ଲଡ଼ ଟେଷ୍ଟ କରିବାର ଆବଶ୍ୟକତା ମଧ୍ୟ ରହିଛି ବୋଲି କୁହାଯାଉଛି ।
ମିଶିୟାନାରୀ ଯୋଜନା ରେ ମଧ୍ୟ ମହିଳା ମାନେ ଶୀଘ୍ର ଗର୍ଭବତୀ ହେବାର ସମ୍ଭାବନା ରହିଛି । ଏହା ଛଡା କୁହାଯାଏ କି ମହିଳା ମାନଙ୍କର ଗର୍ଭାଶୟ ଭିତରେ ପୁରୁଷ ମାନଙ୍କର ସ୍ପୋର୍ମ 48 ଘଣ୍ଟା ପର୍ଯ୍ୟନ୍ତ ଜୀବନ୍ତ ରହିଥାଏ ଆଉ ଏକ୍ଟିଭ ରହି ତାହାର କାର୍ଯ୍ୟ କରିବା ଷ୍ଟାର୍ଟ କରି ଦେଇଥାଏ ବୋଲି କୁହାଯାଉଛି | ସେଥିପାଇଁ କୁହାଯାଏ କି ପ୍ରଥମ ସହ-ବା-ସ ପରେ ପୁରୁଷ ଓ ମହିଳା ଯଦି ପୁଣି ଥରେ ସହ-ବା-ସ କରନ୍ତି ତାହେଲେ ପ୍ରେଗନେଟ ଜଲ୍ଦି ହେବାର ସମ୍ଭାବନା ଥାଏ ବୋଲି ମଧ୍ୟ କୁହାଯାଉଛି ।
ଏହା ସହିତ ସହ-ବା-ସ ପରେ ମହିଳା ଜଣଙ୍କ ବେଡ଼ ରେ ସେମିତି 30 ମିନିଟ ଶୋଇ ରହିବା ଯୋଗୁଁ ଏଗ ର ଫୋର୍ଟି ଲାଇଜେସନ ଶୀଘ୍ର ହୋଇଥାଏ ବୋଲି ମଧ୍ୟ କୁହାଯାଉଛି । ଏହା ଥିଲା ମହିଳା ମାନେ ଶୀଘ୍ର ଗର୍ଭବତୀ ହେବାର ଉପାୟ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।