ରଚନା ବାନାର୍ଜୀ ହଠାତ Live ଆସି କଣ କହିଲେ ଦେଖନ୍ତୁ l

rachan

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବର୍ତ୍ତମାନ ସମୟରେ ବଡ ଖୁସି ଖବର ସାମ୍ନାକୁ ଆସିଛି । ଏଥିର ରଜରେ ଧୁମ୍ ବଜାଇବେ ଓଲିଉଡର ସୁପରହିଟ୍ ଯୋଡି ସିନ୍ଧାନ୍ତ ମହାପାତ୍ର ଏବଂ ରଚନା ବାନାର୍ଜୀଙ୍କ ବଡ ବଜେଟର ଓଡିଆ ସିନେମା । ଆସନ୍ତା ରଜରେ ବ୍ରଜରାଜ ମୋଭୀରେ ପ୍ରଡକ୍ସନ ହାଉସ୍ ଆଣିବ ସିନ୍ଧାନ୍ତ ମହାପାତ୍ର ଏବଂ ରଚନା ବାନାର୍ଜୀଙ୍କ ବଡ ବଜେଟର ଓଡିଆ ସିନେମା ।

ତେବେ ଏହି ଅଭିନୟ ଦୁନିଆରେ ସବୁଠୁ କଷ୍ଟ କାମ ହେଉଛି ଫିଲ୍ମ ତିଆରି କରିବା । ଏହି ଲାଇନରେ ମଧ୍ୟ ବହୁତ ପ୍ରଡ୍ୟୁସର ଅଛନ୍ତି ଯେଉଁମାନେ ନିଜ ଫିଲ୍ମ ଜରିଆରେ ଦର୍ଶକ ମାନଙ୍କ ର ପ୍ରିୟ ଭାଜନ ହୋଇ ପାରିଛନ୍ତି । ତେବେ ଓଲିଉଡର ଲୋକପ୍ରିୟ ଯୋଡି ହେଲେ ସିନ୍ଧାନ୍ତ ମହାପାତ୍ର ଏବଂ ରଚନା ବାନାର୍ଜୀ । ଏହି ଯୋଡି କୁ ଲୋକେ ବେଶ୍ ପସନ୍ଦ କରିଥିଲେ ପରଦାରେ ।

rachana

ସିନ୍ଧାନ୍ତ ମହାପାତ୍ର ଏବଂ ରଚନା ବାନାର୍ଜୀ ପ୍ରଥମେ ପ୍ରକ୍ଷ୍ୟାତ ନିର୍ଦ୍ଦେଶ ରବି କିନାଙ୍କୀ କ ନିର୍ଦ୍ଦେଶିତ ଭାଇ ହେଲା ଭଗାରୀରେ ଏକାଠି ନଜର ଆସିଥିଲେ । ଏହାପରେ ଏହି ଯୋଡିକୁ କଣ୍ଢେଇ ଆଖିରେ ଲୁହ, ସୁହାଗ ସିନ୍ଦୁର, ସୁନା ହରିଣୀ, କଳିଙ୍କୀ ଅବତାର, ଗଙ୍ଗା ଯମୁନା, ଧର୍ମ ସହିଲେ ହେଲା, ମୋ କୁଳ ତୋ ଝୁଲଣା, ସିନ୍ଦୁର ନୁହେଁ ଖେଳଘର ଆଦି ସିନେମାରେ ଦେଖିବାକୁ ପାଇଁଥିଲେ ।

ସିନ୍ଧାନ୍ତ ଏବଂ ରଚନା ଙ୍କ ଶେଷ ଫିଲ୍ମ ଥିଲା ୨୦୦୨ରେ ମୁକ୍ତି ଲାଭ କରିଥିବା ସୁପରହିଟ୍ ଫିଲ୍ମ ସନ୍ତାନ । ଅର୍ଥାତ୍ ଦୀର୍ଘ ୨୦ବର୍ଷ ହେବ ଏହି ଯୋଡି କୌଣସି ଓଡିଆ ଛବିରେ ଏକାଠି କାମ କରି ନାହାଁନ୍ତି । ସିନ୍ଧାନ୍ତ ରଚନା ଯୋଡିକୁ ପୁଣି ବଡ ପରଦାରେ ଆଣିବାକୁ ପ୍ରୟାସ ହେଲାଣି । ଯେଉଁ ସିନେମା ରେ ଏଭଳି କିଛି ଘଟିବାକୁ ଯାଉଛି ବୋଲି ଶୁଣିବାକୁ ମିଳୁଛି ।

ତେବେ ଇଣ୍ଟର୍ଭ୍ୟୁ ରେ ଫିଲ୍ମ ପ୍ରଡ୍ୟୁସର ସଞ୍ଜୟ ନାୟକ ଓ ଟୁଟୁ ନାୟକଙ୍କ ପଚରା ଯାଇଥିଲା ସିନ୍ଧାନ୍ତ ଏବଂ ରଚନା କୁ ନେଇ ଫିଲ୍ମ କରିବେ କି ନାହିଁ । ସେ କହିଲେ ଯେ ଏବେ କଣ୍ନଟେନ ଦେଖୁଛନ୍ତି । ଭଲ ଷ୍ଟୋରୀ ମିଳିଲେ ସେମାନଙ୍କୁ ନେଇ ଫିଲ୍ମ ମଧ୍ୟ କରିବେ । ଆଉ ସେ ଫିଲ୍ମ ରଜ ବଜାରରେ ରିଲିଜ ହେବ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *