ଆଉ ନାହାଁନ୍ତି ଏହି ମହାନ ଅଭିନେତା – ଚାରିଆଡେ ଶୋକର ଲହରି

Vetran Actor

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ସିନେମା ଜଗତ ପାଇଁ ଯାହା ଗୋଟିଏ ଦୁଃଖଦ ଖବର ସାମ୍ନାକୁ ଆସିଛି । ଏହି ପ୍ରସିଦ୍ଧ ଲୋକ ପ୍ରିୟ ଅଭିନେତାଙ୍କ ପରଲୋକରେ ଅନେକ କଳାକାର ଦୁଃଖ ପ୍ରକାଶ କରିଛନ୍ତି । ଏବଂ ସିନେମା ଜଗତ ପାଇଁ ଶୋକର ଲହରୀ ଖେଳି ଯାଇଛି । ସିନେମା ଜଗତକୁ ଆସିଲା ଦୁଃଖଦ ଖବର । ଆଖି ବୁଜିଦେଲେ ଏହି ପ୍ରସିଦ୍ଧ ଅଭିନେତା ।

ଗତ କିଛିଦିନ ହେବ ସେ ଜୀବନ ମୃ-ତ୍ୟୁ ସହ ସଂଘର୍ଷ କରୁଥିଲେ । ଶେଷରେ ସିଏ ହାରି ଯାଇଛନ୍ତି । ବେଙ୍ଗୋଲର ଏକ ହସ୍ପିଟାଲରେ ଏହି ପ୍ରସିଦ୍ଧ ଅଭିନେତାଙ୍କ ତାଙ୍କ ଦେହାନ୍ତ ହୋଇଛି । ମୃ-ତ୍ୟୁ ବେଳେ ତାଙ୍କୁ ୭୦ବର୍ଷ ହୋଇଥିଲା । ତାଙ୍କର ଦେହାନ୍ତ ଖବର ସାମ୍ନାକୁ ଆସିଲା ପରେ ପୁରା ଫିଲ୍ମ ଇଣ୍ଡଷ୍ଟ୍ରିକୁ ବଡ ଝଟକା ଲାଗିଥିଲା । ତାଙ୍କ ମୃ-ତ୍ୟୁଙ୍କୁ ନେଇ ଅନେକ କଳାକାର ଶୋକ ବ୍ୟକ୍ତ କରିଛନ୍ତି ।

କିଛି ବର୍ଷ ଧରି ତାଙ୍କର ନଖୋଣ ଅଭିନୟ ଜରିଆରେ ଲଗାତାର ଭାବରେ ପ୍ରଶଂସକଙ୍କୁ ମନୋରଞ୍ଜନ କରୁଥିଲେ । ସେ ଅନେକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରି ସମସ୍ତଙ୍କ ହୃଦୟ ଜିତିଥିଲେ । ତେବେ ସେ ଫିଲ୍ମ ପରେ ତାଙ୍କୁ ପ୍ରାୟ ୩୦ ଫିଲ୍ମରେ ବ୍ୟାକ୍ ଟୁ ବ୍ୟାକ ଦେଖିବାକୁ ମିଳିଥିଲା । ସୂଚନା ମୁତାବକ କ୍ରାଷ୍ଟାଜୀ ରାମଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହୋଇଥିଲା । ଏହାପରେ ତାଙ୍କୁ ବେଙ୍ଗୋଲର ସୀତା ସରକଲ ପାଖରେ ଥିବା ବିନାୟକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

actor

ସ୍ୱାସ୍ଥ୍ୟ ଖରାପ ଯୋଗୁ ସେ ଅତ୍ୟନ୍ତ ଦୁର୍ବଳ ହୋଇଯାଇଥିଲେ । କେବଳ ସେତିକି ନୁହେଁ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବା ପରେ ତାଙ୍କୁ ଆୟୁସୁ ରେ ଭର୍ତ୍ତି କରାଯାଇଥିଲା । କୁହାଯାଉଛି କି କ୍ରୀଷ୍ଟାଜୀ ରାଓଙ୍କ ବୟସ ଅଧିକ ସମସ୍ୟାରେ ପିଡୀତ ଥିଲେ । କ୍ୟାରିୟର ଫିଲ୍ମ ପରେ କ୍ରୀଷ୍ଚାଙ୍କୁ ଅନେକ ଲୋକ ପ୍ରିୟତା ହାସଲ କରିଥିଲା । କେଜିଏଫ୍ ଫିଲ୍ମ ରେ କ୍ରୀଷ୍ଟା ଜଣେ ଅନ୍ଧ ବୁଢା ଚରିତ୍ରରେ ଅଭିନୟ କରିଥିଲେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *