ବାହା ହୋଇଗଲେ ଏହି ଫେମୋସ ହିରୋଇନ । ଫଟୋ ଭାଇରାଲ

Swetalina Bhatacharjya

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି ଓଡିଆ ଅଭିନେତ୍ରୀ ସ୍ୱତେଲିନା ଭଟ୍ଟାଚାର୍ଯ୍ୟ । ତାହାଲେ ବାହାଘର ବେଦି ରେ ସ୍ୱାମୀ ଙ୍କ ସହିତ କୁସ୍ତି କରୁଥିବାର ନଜର ଆସୁଛନ୍ତି ସ୍ୱତେଲିନା ଭଟ୍ଟାଚାର୍ଯ୍ୟ । ତେବେ ଆପଣ ମାନେ ସ୍ୱତେଲିନା ଭଟ୍ଟାଚାର୍ଯ୍ୟ ଙ୍କୁ ତୁଳସୀ ସିରିଏଲ ରେ ଅଭିନୟ କରୁଥିବାର ନିଶ୍ଚିତ ଭାବେ ଦେଖିବା ପାଇଁ ପାଇଥିବେ । ତେବେ ସିରିଏଲ ରେ ତାଙ୍କର ଅଭିନୟ କାରଣ ରୁ ସାରା ଓଡିଶା ର ଲୋକ ମାନେ ତାଙ୍କୁ ବହୁତ ସାରା ଭଲ ପାଇବା ଦେଇଥିଲେ ।

ତାହାଲେ ବର୍ତମାନ ସମୟ ରେ ଶିବ୍ ଙ୍କୁ ବିବାହ କରିଛନ୍ତି ସ୍ୱତେଲିନା ଭଟ୍ଟାଚାର୍ଯ୍ୟ । ଦିର୍ଘ ଦିନ ଧରି ସେ ଶିବ୍ ଙ୍କୁ ଭଲ ପାଇଥିଲେ । ହେଲେ ଏବେ ସେ ତାଙ୍କ ସହିତ ବିବାହ କରି ନେଇଛନ୍ତି । ତାହାଲେ ବିବାହରେ ଅନେକ ସାରା ଓଡିଆ ସେଲିବ୍ରେଟି ମାନେ ଯୋଗ ଦେଇଥିବା ବେଳେ ସେମାନେ ସ୍ୱତେଲିନା ଭଟ୍ଟାଚାର୍ଯ୍ୟ ଙ୍କ ବିବାହ ରେ ବହୁତ ମଜା ମସ୍ତି କରିଥିବାର ନଜର ଆସିଥିଲେ ।

Swetalina

ତାହାଲେ ସ୍ୱତେଲିନା ଭଟ୍ଟାଚାର୍ଯ୍ୟ ବର୍ତମାନ ସମୟ ରେ ବିବାହ ବନ୍ଧନ ରେ ବାନ୍ଧି ହୋଇସାରିଛନ୍ତି ଆଉ ଏବେ ନିଜର ଶାଶୁ ଘରେ ରହୁଥିବାର ନଜର ଆସିଛନ୍ତି । ତେବେ ବନ୍ଧୁଗଣ ସ୍ୱତେଲିନା ଭଟ୍ଟାଚାର୍ଯ୍ୟ ବିବାହ ପରେ ଓଲ୍ଉଡ ଇଣ୍ଡଷ୍ଟ୍ରୀ ରେ କାମ କରିବେ କି ନାହିଁ ତାହା ଏବେ ଯାଏ ଜଣା ପଡିନାହିଁ । ହେଲେ ଗତ ଦିନ ମାନଙ୍କରେ ସ୍ୱତେଲିନା ଭଟ୍ଟାଚାର୍ଯ୍ୟ ଗୋଟିଏ ନୂଆ ସିରିଏଲ ରେ ଅଭିନୟ କରୁଥିଲେ ।

ହେଲେ ଏହି ସିରିଏଲ ରେ ଅଭିନୟ କରିବା ସମୟ ରେ ତାଙ୍କର ବିବାହ ର ପ୍ରସ୍ତାବ ଟି ଆସିଥିଲା । ଆଉ ଏହି କାରଣ ପାଇଁ ସେ ସେହି ସିରିଏଲ କୁ ଛାଡି ଦେଇଥିବା ବେଳେ ବର୍ତମାନ ସମୟ ରେ ବିବାହ କରିସାରିଛନ୍ତି ସ୍ୱତେଲିନା ଭଟ୍ଟାଚାର୍ଯ୍ୟ ।

ସ୍ୱତେଲିନା ଭଟ୍ଟାଚାର୍ଯ୍ୟ ବିବାହ ପରେ ଓଲ୍ଉଡ ଇଣ୍ଡଷ୍ଟ୍ରୀ ରେ କାମ କରିବେ କି ନାହିଁ ତାହା ଏବେ ଯାଏ ଜଣା ପଡିନାହିଁ । ତେବେ ଆପଣ ମାନଙ୍କୁ ପୁଣି ଥରେ କହି ଦେବୁ କି ସ୍ୱତେଲିନା ଙ୍କ ବିବାହ ସରିଜାଇ ଥିବା ବେଳେ ସେ ଏବେ ନିଜର ଶାଶୁ ଘରେ ରହୁଥିବାର ନଜର ଆସିଛନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *