ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବର୍ତମାନ ସମୟ ରେ ସିନେମା ଜଗତ ପାଇଁ ଏକ ଦୁଖଃଦ ଖବର ସାମ୍ନାକୁ ଆସିଛି । ଆଜି ଏହି ପ୍ରସିଦ୍ଧ ଅଭିନେତା ଙ୍କ ପରଲୋକ ରେ ଅନେକ କଳାକାର ମାନେ ଦୁଖଃ ପ୍ରକାଶ କରିଛନ୍ତି । ଏବଂ ସିନେମା ଜଗତ ରେ ଶୋକ ର ଲହରୀ ଖେଳି ଜାଇଛି । ଆମ ଦେଶ ହେଲା କଳାକାର ଏବଂ ସ୍କକୃତିର ଦେଶ ଏଠାରେ ଅନେକ କଳାକାର ରହିଛନ୍ତି । ଏବଂ ତାଙ୍କର କଳାକୁ ଲୋକ ମାନଙ୍କ ନିକଟ ରେ ପଦର୍ଶନ କରୁଛନ୍ତି ।
ସେ ଅଭିନୟ ହେଉ ବା ନାଚ ବା ଗୀତ , ଭାରତ ସବୁଠୁ ଆଗରେ ହଲିଉଡ ପାଇଁ ବହୁତ ବଡ ଦୁଖଃ ଖବର ତାଙ୍କର ମୃ-ତ୍ୟୁ ଖବର ପାଇ ଶୋକ ପ୍ରକାଶ କରିଛନ୍ତି ଅନେକ ବରିଷ୍ଟ କଳାକାର । ଏକ ରିପୋର୍ଟ ଅନୁସାରେ ଏହି ପ୍ରସିଦ୍ଧ ଅଭିନେତା ଙ୍କ ପରଲୋକ ହୋଇଛି କୁହାଯାଉଛି କି ଏହି ପ୍ରସିଦ୍ଧ ଅଭିନେତା ନିଜର ଜିବନ ହାରି ଥିବା ବେଳେ ତାଙ୍କର ମୃ-ତ ଦେହ ଏକ ହୋଟେଲ ରୁମ୍ ରୁ ମିଳିଛି । ଏହି ଲୋକପ୍ରିୟ ଅଭିନେତା ଅଭିନୟ ସହିତ ଡେନ୍ସ ପାଇଁ ବି ବହୁତ ପରିଚିତ ଅଟନ୍ତି ।
ଏବଂ ଏହି ଲୋକପ୍ରିୟ ଅଭିନେତା ଙ୍କ ପତ୍ନୀ ଏଲିସନ କହିଛନ୍ତି ବସ ତାଙ୍କ କାର୍ଡ ନ ନେଇ ଘରୁ ଚାଲି ଜାଇ ଥିଲେ । ତେବେ ଜାହା ଆଶ୍ଚର୍ଯ୍ୟ କର ଅଟେ କାରଣ ବସ ତାଙ୍କ ଗାଡି ବିନା କେବେ ବି କେଉଁଠି କି ଜାଆନ୍ତି ନାହିଁ । ତେବେ ଲୋକପ୍ରିୟ ଅଭିନେତା ଷ୍ଟିଫନ ବସ୍ ଙ୍କ ଅକାଳ ବିୟୋଗ ରେ ସମସ୍ତ ଚକିତ ହୋଇଛନ୍ତି । ଏବଂ ପରିବାର ସଦସ୍ୟ ମାନେ ବି ଚକିତ ହୋଇଛନ୍ତି ।
ଏହି ଖବର ଏବେ ତାଙ୍କର ପ୍ରଶଂସକ ମହଲ ରେ ଶୋକର ଛାୟା ଖେଳେଇ ଦେଇଛି । ତେବେ ମେଡିକାଲ ରିପୋର୍ଟ କୁ ଜାହା ଜଣା ପଡୁଛି କି ଏହି ପ୍ରସିଦ୍ଧ ଅଭିନେତା ନିଜକୁ ଗୁଳୀ କରି ନିଜର ଜିବନ ହାରିଛନ୍ତି । ହେଲେ ଏହା ପଛରେ କଣ କାରଣ ରହିଛି ତାହା ବର୍ତମାନ ପର୍ଯ୍ୟନ୍ତ ବି ଜଣା ପଡି ନାହିଁ । ତେବେ ହଲିଉଡ ଇଣ୍ଡଷ୍ଟ୍ରୀ ର ଡେନ୍ସର ତଥା ବହୁତ ଜଣା ସୁଣା ଅଭିନେତା ସେ ଥିଲେ ତେବେ ତାଙ୍କର ପରଲୋକ ହୋଇଛି ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।