ଏହି ଦିନ ହେବ ୭ ଦିନ ୭ ରାତି ଅନ୍ଧାର, ସୂଚନା ଦେଲେ ନାସା ର ବୈଜ୍ଞାନିକ I ପଶ୍ଚିମ ଦିଗରୁ ହେବ ଆରମ୍ଭ !

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମାଡି ଆସିବ ଅନ୍ଧାର , ଆକାଶ ରୁ ହେବ ଅଗ୍ନୀ ବର୍ଷା ସମୁଦ୍ରରେ ଆସିବ ଉଚ୍ଛ ଜୁଆର 2025 ରେ ଘଟିବ ଅଘଟଣ । ମହାପୁରୁଷ ଅଚ୍ୟୁତାନନ୍ଦ ଅନେକ ଭବିଷ୍ୟବାଣୀ କରିଛନ୍ତି । ଜାହା ଧିରେ ଧିରେ ସତ ପ୍ରମାଣିତ ହେଉଛି । ସେ ବାତ୍ୟା ହେଉ କି ବନ୍ୟା ଭୂମିକମ୍ପ ହେଉ କି ସୁନାମୀ ଜାହାକୁ ଲୋକ ମାନେ ଅନୁଭବ କରିସାରିଛନ୍ତି । ମାଳିକା ରେ ଆହୁରୀ ମଧ୍ୟ ଲେଖା ରହିଛି ବିଶ୍ୱରେ ହେବ ସାତ ଦିନ ସାତ ରାତି । ତେବେ କଣ ଆପଣ ମାନେ ଜାଣନ୍ତି କେବେ ହେବ ଏହି ସାତ ଦିନ ସାତ ରାତି । ତେବେ ଏହି କଥା ଆମେ କହିନାହୁଁ ଏହା ନାଶାର ବୈଜ୍ଞ୍ୟାନିକ ମାନେ କହିଛନ୍ତି ।

ନାସାର କହିବା ଅନୁସାରେ ଏବେ ସୂର୍ଯ୍ୟରେ ବଡ ଆକାରର କଳାଦାଗ ମାନ ଦେଖିବାକୁ ମିଳୁଛି । ଜାହାକୁ ସୈର ଝଡ ର ମୂଖ୍ୟ କାରଣ ବୋଲି କୁହାଯାଉଛି । ବର୍ତମାନ ସୈର ଝଡ ପୃଥିବୀ କୁ ମାଡି ଆସୁଥିଲେ ବି ତାହାକୁ ଆମେ ମାନେ ଅନୁଭବ କରି ପାରିବା ନାହିଁ । ମାତ୍ର ଆଉ ଦୁଇ ତିନି ବର୍ଷ ପରେ ଏହି ଝଡ ଭୟଙ୍କର ରୂପ ଧାରଣ କରିବ ଯାହାକି ମହାକାଶରେ ଥିବା ସମସ୍ତ ସେଟେଲାଇଟ ସିଷ୍ଟମ୍ କୁ ଧ୍ୱସଂ କରିବ ।

Malika

ଏହା ସହିତ ଧରା ପୃଷ୍ଟରେ ରହିଥିବା ସମସ୍ତ ବିଦ୍ୟୁତ ଚାଲିତ ଯନ୍ତ୍ର କୁ ସଂମ୍ପର୍ଣ୍ଣ ଧ୍ୱସଂ କରିଦେବ । ଆଉ ପୃଥିବୀ ରେ ବିଦ୍ୟୁତ ସେବା ସବୁ ଦିନ ପାଇଁ ଉଭାନ ହୋଇଯିବ ବୋଲି କିଛି ଭୁଲ ହେବ ନାହିଁ । ଜାହା ଫଳ ରେ ଚାରିଆଡେ ଅନ୍ଧକାର ହେବ ଜାହାକି ନାଶା ଆକଳନ କରିବାରେ ଲାଗିଛି । ବର୍ତମାନ ସମୟ ରେ ମଣିଷ ଗଛ କାଟି ପଶୁ ପକ୍ଷୀର ରହିବା ସ୍ଥାନରେ ନିଜର ବାସ ସ୍ଥାନ ପ୍ରସ୍ତୁତ କରିଛି । ହେଲେ ବିଦ୍ୟୁତ ସେବା ରହିଛି ବୋଲି ରାତିରେ ଜିବ ଯନ୍ତୁ ମାନେ ରାତିରେ ଘରେ ପସି ପାରୁନାହାଁନ୍ତି ।

ହେଲେ ଯେତେ ବେଳଠାରୁ ବିଦ୍ୟୁତ ସେବା ଘରେ ବନ୍ଦ ହୋଇଯିବ ସେତେ ବେଳେ ଜିବଯନ୍ତୁ ମାନେ ଘରେ ପସିବା ଆରମ୍ଭ କରିବେ । ଯାହା ମାଳିକା ରେ ବର୍ଣ୍ଣନା ହେବା ସହିତ ନାଶ ମଧ୍ୟ ଆକଳନ କରିଛି । ଏହିପରି ଅନ୍ଧକାର ମାଡି ଆସିବ ବୋଲି ନାଶା ମଧ୍ୟ କହିଛି ଜାହା ମଧ୍ୟ ଦୁଇ ରୁ ତିନି ବର୍ଷ ମଧ୍ୟରେ ହେବ ବୋଳି ନାସା ଆକଳନ କରିଥିବା ବେଳେ ମାଳିକା ରେ ବର୍ଣ୍ଣନା ହିସାବରେ 25 ମାର୍ଚ୍ଚ 2025 ଦିନ ଏହି ଅଘଟଣ ଘଟିବ ବୋଲି ଆକଳନ କରାଜାଇଛି । ଆପଣ ମାନେ ଏହାକୁ ନେଇ କଣ ପ୍ରତିକ୍ରିୟା ରଖିବେ ନିଶ୍ଚିତ ଭାବେ କମେଣ୍ଟ କରି ଜଣେଇ ଦେବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *