ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବିବାହ କରି ଶାଶୁ ଘର ଚାଲିଜାଇଛନ୍ତି ସ୍ୱତେଲିନା ଭଟ୍ଟାଚାର୍ଯ୍ୟ ତେବେ ବନ୍ଧୁଗଣ ଆପଣ ମାନେ ସ୍ୱତେଲିନା ଭଟ୍ଟାଚାର୍ଯ୍ୟ । ଙ୍କୁ ତୁଳସୀ ସିରିଏଲ ରେ ଅଭିନୟ କରୁଥିବାର ଦେଖିବା ପାଇଁ ପାଇଥିବେ । ତାହାଲେ ସ୍ୱତେଲିନା ଭଟ୍ଟାଚାର୍ଯ୍ୟ ବର୍ତମାନ ସମୟ ରେ ବିବାହ ବନ୍ଧନ ରେ ବାନ୍ଧି ହୋଇସାରିଛନ୍ତି । ଆଉ ସେ ଶବମ୍ ଙ୍କୁ ବିବାହ କରିଛନ୍ତି ।
ତାହାଲେ ବିବାହ ଟି ତାଙ୍କର ବହୁତ ଧୁମ୍ ଧାମ୍ ରେ ହୋଇଥିବା ବେଳେ ସେହିଥିରେ ଓଲିଉଡ ର ସେଲିବ୍ରେଟି ମାନେ ଯୋଗ ଦେଇଥିଲେ । ତାହାଲେ ତୁଳସୀ ସିରିଏଲ ରେ ବୋହୁ କେରେକ୍ଟର ରେ ନଜର ଆସିଥିଲେ ସ୍ୱତାଲିନା । ତେବେ ଏହି ସିରିଏଲ ରେ ସେ ମିଛି ମିଛିକା ବୋହୁ ହୋଇଥିବା ବେଳେ ସେ ରିଏଲ ଲାଇଫ୍ ରେ ବୋହୁ ହୋଇ ସାରିଛନ୍ତି । ତାହାଲେ ରିଏଲ ଲାଇଫ୍ ରେ ସେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ।
ଏହା ସହିତ ସେ ବର୍ତମାନ ସମୟ ରେ ଶାଶୁ ଘରେ ରହୁଥିବାର ନଜର ଆସିଛନ୍ତି । ତାହାଲେ ତାଙ୍କର ବିବାହ ବର୍ତମାନ ସମୟ ରେ ଶିବମ୍ ଙ୍କ ସହିତ ହୋଇଥିବା ବେଳେ ବର୍ତମାନ ସମୟ ରେ ସ୍ୱତେଲିନା ଭଟ୍ଟାଚାର୍ଯ୍ୟ ଶାଶୁ ଘରେ ରହିଛନ୍ତି । ସେହି ପରି ଭାବେ ଏହି ନିକଟରେ ସ୍ୱତେଲିନା ଭଟ୍ଟାଚାର୍ଯ୍ୟ ଏବଂ ଶିବ୍ ଙ୍କ ରିସେପ୍ସନ ପାର୍ଟି ମଧ୍ୟ ବହୁ ଧୁମଧାମ୍ ରେ ପାଳନ କରିଥିବାର ନଜର ଆସିଥିଲେ ।
ତେବେ ସେମାନଙ୍କ ରିସେପ୍ଟନ ପାର୍ଟି ରେ ବହୁତ ବଡ ବଡ ଓଲିଉଡ କଳାକାର ଙ୍କ ସହିତ ସିରିଏଲ ଅଭିନେତା ଏବଂ ଅଭିନେତ୍ରୀ ମାନେ ବି ଯୋଗ ଦେଇଥିଲେ । ତେବେ ବର୍ତମାନ ସମୟରେ ସ୍ୱତେଲିନା ଭଟ୍ଟାଚାର୍ଯ୍ୟ ନିଜର ଶଶୁ ଘରେ ବହୁତ ଖୁସୀରେ ରହିଥିବାର ଦେଖିବା ପାଇଁ ମିଳିଛନ୍ତି । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ସ୍ୱତେଲିନା ଭଟ୍ଟାଚାର୍ଯ୍ୟ କେମିିତି ଲାଗନ୍ତି କମେଣ୍ଟ ମାଧ୍ୟମରେ ଜଣେଇ ଦେବେ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।