ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ପ୍ରଥମେ ସ୍ୱାମୀଙ୍କୁ ବିବାହ କରି ରହୁଥିଲେ ବିହାରର ଜଣେ ମହିଳା । 24 ଘଣ୍ଟା ନ ପୁରୁଣୁ ମହିଳା ଜଣଙ୍କ ଦୁଇଥର ବିବାହ କରି ନେଇଛନ୍ତି ଯାହା ଜାଣିଲେ ଆପଣ ତାଯୁବ ହେବେ । ପ୍ରଥମେ ନିଜ ଭଣଜା ପରେ ସ୍ୱାମୀଙ୍କୁ ବିବାହ କରିଛନ୍ତି ଉକ୍ତ ମହିଳା । ସଂମ୍ପର୍କର କାହାଣୀ ସଂମ୍ପର୍ଣ୍ଣ ଜଟିଳ ଲାଗିବ ହେଲେ ସତ ।
ଏହି କାହାଣୀ ନକଲି ପ୍ରେମ ଓ ପ୍ରତାରଣା ଏବଂ ସ୍ୱାମୀଙ୍କ ପ୍ରକୃତ ପ୍ରେମ ସହିତ ବୁଣା ହୋଇଥିବା ବେଳେ ବିବାହର 12 ବର୍ଷ ପରେ ମାଉସୀଙ୍କ ପ୍ରେମରେ ପଡି ଯାଇଥିଲେ ଭଣଜା । ସେହି ପରି ମାଉସୀଙ୍କୁ ପାଇବା ପାଇଁ ଭଣଜା ବାରମ୍ଵାର ତାଙ୍କ ଘରକୁ ଯିବା ଆସିବା କରୁଥିଲେ । ଓ ଶେଷରେ ମାଉସୀଙ୍କୁ ନିଜ ପ୍ରେମ ଜାଲରେ ଫସେଇ ଦେଇଥିଲେ ଭଣଜା ।
ଆଉ ମାଉସୀ ବି ଭଣଜାକୁ ପ୍ରେମ କରି ନେଇଥିଲେ । ସେହି ପରି ସ୍ୱାମୀ ଜଣେ ରାଜମିସ୍ତ୍ରୀ ଥିବାରୁ ବହୁ ସମୟ ହେଲା ସେ କାର୍ଯ୍ୟ ପାଇଁ ଘରୁ ଦୂରେଇ ରହୁଥିଲେ । ତେବେ ଏହାର ସୁଯୋଗ ନେଇ ଭଣଜା ମାଉସୀଙ୍କୁ ପ୍ରେମ ଜାଲରେ ସହଜରେ ପକାଇ ଦେଇଥିଲେ । ଏପରି ବାରମ୍ବାର ଭଣଜା ମାଉସୀ ଠାରୁ ସୁଖ ପାଇ ଥାଏ ।
ଯେତେବେଳେ ଭଣଜା ତାଙ୍କ ମାଉସୀଙ୍କୁ ଭେଟିବାକୁ ଜାଇଥିଲେ ସ୍ୱାମୀ ଦୁହିଙ୍କୁ ସାମ୍ନା ସାମ୍ନି ଧରି ଦେଇଥିଲେ । ହେଲେ ସେ ନିଜ ପ୍ରେମକୁ ବଳିଦାନ ଦେଇ ଦୁହିଁଙ୍କ ବିବାହ କରି ଖୁସିରେ ପଠାଇ ଦେଇଥିଲେ । ହେଲେ ଆଶ୍ଚର୍ଯ୍ୟର କଥା ଭଣଜାଙ୍କ ପ୍ରେମ 24 ଘଣ୍ଟା ଯାଏ ବି ରହିଲା ନାହିଁ ଏବଂ ସେ ନିଜର ମାଉସୀଙ୍କୁ ଛାଡି ପଳାଇଥିଲା ।
ତେବେ ସ୍ତ୍ରୀ ଏବେ ତାଙ୍କ ସ୍ୱାମୀଙ୍କ ନିକଟକୁ ଦୁଖଃରେ ଫେରି ଆସିଥିଲେ । ସବୁ କଥା ସୁଣିବା ପରେ ଏବଂ ଭଣଜା ତାଙ୍କୁ ଧୋକା ଦେଇଥିବା ଜାଣିବା ପରେ ସ୍ୱାମୀ ମଧ୍ୟ ତାଙ୍କ ଭୁଲକୁ କ୍ଷମା କରି ପୁନର୍ବାର ତାଙ୍କୁ ନିଜର କରିବେ ବୋଲି ମନସ୍ଥ କରିଥିବାର ଦେଖିବା ପାଇଁ ମିଳିଛନ୍ତି ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।