ମହିଳା ଜଣକ ପ୍ରେମିକ ସହିତ ଆସିଥିଲେ Park, ସ୍ୱାମୀଙ୍କ ହାବୁଡ଼ରେ ପଡ଼ିଲେ ତାପରେ କଣ ହେଲା ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ

Park

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ପ୍ରେମିକ ସହିତ ମହିଳା ଜଣଙ୍କର ପାର୍କରେ ଚାଲିଥିଲା ପ୍ରେମ । ଘର ପରିବାର ଆଉ ସ୍ୱାମୀଙ୍କୁ ଛାଡି ପ୍ରେମର ଅନ୍ତ-ର-ଙ୍ଗ ମୁହୂର୍ତ୍ତ ପାଇଁ ପାର୍କ ଆସିଥିଲେ ପ୍ରେମିକ ସହ ମହିଳା ଜଣକ । ହେଲେ ମହିଳା ଜଣଙ୍କୁ କଣ ଜଣାଥିଲା କି ତାଙ୍କୁ ଖୋଜି ଖୋଜି ପାର୍କରେ ବି ପହଞ୍ଚିଯିବେ ସ୍ଵାମୀ ।

ପ୍ରେମିକ ସହ ଏକା ପ୍ରେମ ପାଇଁ ସ୍ୱାମୀ ଲୁଚି ଲୁଚି ପାର୍କ ଆସି ସମସ୍ତଙ୍କ ଆଗରେ ହଟହଟା ହେଲେ ମହିଳା । କଥାରେ ଅଛି ବାଘ ଜଗିଥିଲା ଯେଉଁଠି ରାତି ପାହିଗଲା ସେଇଠି । ଏମିତି ଗୋଟିଏ ଲଜ୍ୟାଜନକ ଘଟଣା ଘଟିଛି ପଶ୍ଚିମବଙ୍ଗ ରାଜ୍ୟର ଏକ ସ୍ଥାନରେ । ଆଉ ସେହି ସ୍ଥାନରେ ଏକ ପାର୍କ ଅଛି ଆଉ ସେଠାକୁ ମହିଳା ଜଣଙ୍କ ତାଙ୍କ ସ୍ୱାମୀ , ପିଲାଛୁଆ, ପତିବାରା ଲୋକଙ୍କୁ ଛାଡି ତାଙ୍କ ପ୍ରେମିକ ସହ ଯାଇଥିଲେ କିଛି ମୁହୂର୍ତ୍ତ ବିତାଇବାକୁ ।

Park

ହେଲେ ସେ କଣ ଜାଣିଥିଲେ ଏମିତି ହେବ ବୋଲି ସେ କଣ ଜାଣିଥିଲେ ତାଙ୍କ ସ୍ଵାମୀ ତାଙ୍କୁ ତାଙ୍କ ପ୍ରେମିକ ସହିତ ପାର୍କରେ ବୁଲୁଥିବାର ଦେଖିଦେବେ । ଛାଡି କଣ କରିବା ସେୟା ହିଁ ହେଲା ସ୍ୱାମୀ ଜଣକ ତାଙ୍କ ସ୍ତ୍ରୀଙ୍କୁ ତାର ପ୍ରେମିକ ସହିତ ଦେଖିବା ପରେ ସେହି ପାର୍କରେ ସ୍ୱାମୀ ସ୍ତ୍ରୀ ଆଉ ତାଙ୍କ ପ୍ରେମିକ ବହୁତ ପାର୍ଟି ତୁଣ୍ଡ ହୋଇଛନ୍ତି । ଆଉ ସେଠାରେ ପରସ୍ପରକୁ ବହୁତ କଥା ମଧ୍ୟ କହିଛନ୍ତି ।

ଏହିଠାରେ ଏହି ଭିଡିଓ ବର୍ତମାନ ସୋସିଆଲ ମିଡିଆରେ ବହୁତ ପରିମାଣରେ ଭାଇରାଲ ହେବରେ ଲାଗିଛି । ମହିଳା ଜଣକ ଏମିତି କରିବା କଣ ଠିକ୍ ଅଟେ । ଏମିତି କିଛି ମହିଳା ମାନଙ୍କ ପାଇଁ ସମସ୍ତ ନାରୀ ଜାତି ଆଜି ବଦନାମ୍ ହେଉଛନ୍ତି । ତେବେ ବନ୍ଧୁଗଣ ଏହି ଘଟଣା କୁ ନେଇ ଆପଣ ମାନଙ୍କର କଣ ସବୁ ମତାମତ ରହିବ ଆପଣ ମାନେ ନିଶ୍ଚିତ ଭାବେ କମେଣ୍ଟ କରି ଜଣେଇ ଦେବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *