ସମସ୍ତ ସୀମା ଲଙ୍ଘିଲେ ଟ୍ୟୁସନ୍ ମାଷ୍ଟର! କୋଚିଂ ଫିସ୍ ନଦେବାରୁ ଛାତ୍ରୀଙ୍କୁ କଲେ ବିବାହ

master

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ ବନ୍ଧୁଗଣ । ଆପଣ ମାନେ ଜାଣି ଥିବେ ବର୍ତମାନ ସମୟ ରେ ବିଭିନ୍ନ ପ୍ରକାରର ଭିଡ଼ିଓ ସବୁ ସୋସିଆଲ ମିଡିଆ ମାନଙ୍କ ରେ ଭାଇରଲ ହେଉ ଥିବା ବେଳେ ଲୋକ ମାନେ ସେହି ସବୁ ଭିଡ଼ିଓ କୁ ବହୁତ ପରିମାଣ ରେ ପସନ୍ଦ ବି କରୁଛନ୍ତି , ତେବେ ଆପଣ ମାନଙ୍କୁ ବି ଏମିତି ଏକ ଭିଡ଼ିଓ ବିଷୟ ରେ କହିବୁ ଜାହା ବର୍ତମାନ ସମୟ ରେ ସୋସିଆଲ ମିଡିଆ ରେ ବହୁତ ପରିମାଣ ରେ ଭାଇରଲ ହେବାରେ ଲାଗିଛୁି ।

ଖାସ କରି ଆଜିର ଦିନରେ ସୋସିଆଲ ମିଡିଆରେ ବହୁତ ପ୍ରେମ ପ୍ରତାରଣା ଭଳି ଖବର ସୋସିଆଲ ମିଡିଆ ରେ ଭାଇରଲ ହୁଏ । ଏହା ସହିତ ଶିକ୍ଷକ ଛାତ୍ରୀ ଙ୍କ ପ୍ରେମ ସଂମ୍ପର୍କ ବିଷୟ ରେ ବି ଆପଣ ମାନେ ନିଶ୍ଚିତ ଦେଖିବା ପାଇଁ ପାଉଥିବେ । ତେବେ ଆପଣ ମାନେ ଏହି ଭାଇରଲ ଭିଡ଼ିଓ ବିଷୟରେ ଜାଣିବା ପାଇଁ ପୋଷ୍ଟ କୁ ଶେଷ ଯାଏ ପଢନ୍ତୁ ।

married

ତେବେ ବନ୍ଧୁଗଣ ଏଠାରେ ଯେଉଁଁ ଭିଡ଼ିଓ ଭାଇରଲ ହେବାରେ ଲାଗିିଛି ଯେଉଁଠାରେ ଜଣେ ଶିକ୍ଷକ କୋଚିଂ ଫିସ୍ ନଦେବାରୁ ଛାତ୍ରୀଙ୍କୁ ହିଁ ବାହା ହୋଇଛନ୍ତି । ତେବେ ଭିଡ଼ିଓ ଟି କେଉଁଠିକାର ଏବଂ କେବେର ଜଣା ପଡିନାହିଁ । ଏହା ସହିତ ଏହି ଘଟଣା ର ସତ୍ୟତା ବିଷୟ ରେ ମୋଟେ ବି ଜଣା ନାହିଁ । ସାମ୍ନା କୁ ଆସିଥିବା ଭିଡ଼ିଓ ରେ ଦେଖିବାକୁ ମିଳିଛି ଯେ ଜଣେ ମଧ୍ୟ ବୟସ୍କ ଲୋକ ସହିତ ଏକ ଝିଅ ଠିଆ ହୋଇଛନ୍ତି । ଏବଂ ଝିଅର ମଥା ର ସିନ୍ଦୁର ଲଗାହୋଇଛି ।

କିଛି ସମୟ ଭିଡ଼ିଓ ରେ ବ୍ୟକ୍ତି ଜଣଙ୍କ ଜଣେ ଟ୍ୟୁସନ ଶିକ୍ଷକ ବୋଲି ଜଣା ପଡୁଛନ୍ତି । ସେ ଏଠାରେ କହୁଛନ୍ତି ଯେ ସେ ଏକ କୋଚିଂ ସେଣ୍ଟର ଚଳାନ୍ତି । ତେବେ ଏବଂ ସେହି କୋଚିଂ ସେଣ୍ଟରେ ପାଖରେ ଛିଡା ହୋଇଥିବା ଝିଅ କୁ ସେ ପାଠ ପଢାଉଥିଲେ । ହେଲେ ଝିଅ ଜଣଙ୍କ କୋଟିଂ ଫିସ୍ ଦେଇ ନପାରିବାରୁ ସେ ସେହି ଝିଅ କୁ ବିବାହ କରିଛନ୍ତି ।

ଭିଡିଓକୁ ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହୋଇଛନ୍ତି । ତେବେ ଶିକ୍ଷକ ଏହାକୁ ଇନଷ୍ଟାଗ୍ରାମ ନାମକ ଗୋଟିଏ ପେଜ୍ ରେ ପୋଷ୍ଟ କରିଛନ୍ତି । ତେବେ ବନ୍ଧୁଗଣ ଏହି ଭିଡ଼ିଓ କୁ ବର୍ତମାନ ପର୍ଯ୍ୟନ୍ତ ପ୍ରାୟ 15 ଲକ୍ଷ ରୁ ଉର୍ଦ୍ଧ ଲୋକ ମାନେ ଦେଖି ସାରିଛନ୍ତି । ଏହିଥିରେ ଏବେ ବହୁତ ଲାଇକ ମିଳୁଛି । ବହୁତ ଲୋକ ମାନେ ଏହିଥିରେ ବହୁତ କଡା ମନ୍ତବ୍ୟ ମଧ୍ୟ ଦେଉଥିବାର ଦେଖିବା ପାଇଁ ମିଳିଛନ୍ତି । ଏହି ଭିଡ଼ିଓ ଉପରେ ଆପଣ ମାନଙ୍କର ମତାମତ ନିଶ୍ଚିତ ଦେବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ

Leave a Reply

Your email address will not be published. Required fields are marked *