ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ସେହି ବାହାଘର ମିଛ ସେହି ସାତ କଳସ ଆଠ ଦୀପ ମିଛ । ସେହି ହୋମ ନିଆଁର ଚାରିପଟେ ସାତ ଘେରା ବି ମାରିବା ମିଛ । ହଁ ସେହି ଶଂଖା ମିଛ ସେହି ସିନ୍ଦୁର ମିଛ । ସବୁ କିଛି ମିଛ ଅନୁଭବ ଙ୍କ ପାଇଁ । ତେବେ ସତ ହେଉଛି ଅନୁଭବ ଙ୍କ ବାହାଘର ମିଛ । ହଁ ବନ୍ଧୁଗଣ ସୁପର ଷ୍ଟାର ଅନୁଭବ ଙ୍କ ବାହାଘର ମିଛ । ସେହି ବାହାଘର ହେଲା ଗୋଟେ କୋଣ୍ଟ୍ରାକ୍ଚ୍ୟାଲି ଇଭେଣ୍ଟ । ଏହି ଏଗ୍ରିମେଣ୍ଟ ରେ ଉଭୟ ଙ୍କ ସହମତି ରହିଛି ।
ହଁ ଆମେ ଯେଉଁ କଥା କହୁଛୁ ସେହି କଥା ଅନୁଭବ ଜାଣନ୍ତି ଏବଂ ଅନୁଭବ ଙ୍କୁ ବିବାହ କରୁଥିବା ଯୁବତୀ ବି ଜାଣନ୍ତି । କାରଣ ଦୁଇ ଜଣ ଜାଣି ସୁଣି କୁଆଡେ କୋଣ୍ଟ୍ରାକ୍ଚ୍ୟୁଆଲ ବିବାହ କରିଥିଲେ । ଏହି ଏଗ୍ରିମେଣ୍ଟ ପରେ ଅନୁଭବ ସ୍ତ୍ରୀ ଅନୁଭବ ଙ୍କ ପାଖରେ ରୁହନ୍ତି । ଓଡିଆ ସଂସ୍କୃତି ଏବଂ ପରମ୍ପରା କୁ ପାଥେୟ କରି ସୁଖ ମନାସନ୍ତି । ପରେ ସାବିତ୍ରୀ ବ୍ରତ୍ତ କରି ସ୍ୱାମୀଙ୍କ ସୁଖ ମନାଶନ୍ତି ଜାହାକୁ ମୋଟେ ବି ପସନ୍ଦ କରନ୍ତି ନାହିଁ ଅନୁଭବ ।
କାରଣ ଅନୁଭବ ଜାଣନ୍ତି ଏହି ସବୁ ହେଲା କୋଣ୍ଟ୍ରାକ୍ଚ୍ୟୁଆଲ ଏଗ୍ରିମେଣ୍ଟ । ଆଉ ତା ପରେ ତାଙ୍କ ସ୍ତ୍ରୀ କୁଆଡେ ବହୁତ ଭଲ ପାଆନ୍ତି । ଆଉ ଦେଖେଇବା ହେବା ପାଇଁ ଚେଷ୍ଟା କରନ୍ତି । ବନ୍ଧୁଗଣ ଯିଏ ଦେଖେଇ ହେବାକୁ ଚାହେଁ ତା ଗୋଡ କୁଆଡେ ଥେଇ ଥେଇ ହୋଇ ନାଚେ । ଯିଏ ଜାଣିଛି ତା ପାଇଁ ଏହି ବାହାଘର ମିଛ ସେ ପୁଣି ସାବିତ୍ରୀ ବ୍ରତ୍ତ କରୁଛି । ସ୍ୱାମୀର ଶୁଭ ମନାଶୁଛି । ବ୍ରତ୍ତ ରଖି ଓପାସ ରହୁଛି ।
ହଁ ବନ୍ଧୁଗଣ ଆମେ ଏହା ଏହିଥି ପାଇଁ କହୁଛୁ କି ଲଭ ଇନ ଲଣ୍ଡନ ର ସୁଟିଂ କ୍ଲିପ୍ ଏବେ ସୋସିଆଲ ମିଡିଆ ରେ ଭାଇରଲ ହେବାରେ ଲାଗିଛି । ଯେଉଁ ଭିଡ଼ିଓ ରେ ଅନୁଭବ ଙ୍କ ସ୍ତ୍ରୀ ଅନୁଭବ ଙ୍କ ପାଇଁ ଶୁଭ ମନାଶି ବ୍ରତ୍ତ ରଖୁଛନ୍ତି । ଏବଂ ପରେ ଅନୁଭବ ଆସି ତାଙ୍କ ସ୍ତ୍ରୀ କୁ ପାଣି ଦେଇ ତାଙ୍କ ବ୍ରତ୍ତ ଭାଙ୍ଗୁଛନ୍ତି ।
ଆଉ ଏହି ସମୟ ରେ ସେ କହୁଛନ୍ତି ଆମ ବାହାଘର ବାହାଘର ନଥିଲା ଗୋଟେ କୋଣ୍ଟ୍ରାକ୍ଚ୍ୟୁଆଲ ଏଗ୍ରିମେଣ୍ଟ ଥିଲା । ଯେଉଁଥିରେ ଏହି ସବୁର ଆବଶ୍ୟକତା ନାହିଁ । ଏହି ସବୁ କରିଲେ ଜଗତ ର ଜନତା କେବଳ ପରିହାସ କରିବେ ବୋଲି କହୁଛନ୍ତି । ଜାହାର ଭିଡ଼ିଓ ଏବେ ସୋସିଆଲ ମିଡିଆ ରେ ଭାଇରଲ ହେବାରେ ଲାଗିଛି ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।