ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଅଜା ରଖିଥିଲେ ଆଲମାରୀରେ ଟଙ୍କା ଏବଂ ଗହଣା ଜାହାକୁ ସବୁ ଦିନ ଦେଖୁଥିଲା ନାତି । ଆଇ ମଧ୍ୟ ଆଲମାରୀ ଖୋଲିଲେ ନାତି ଚାହିଁ ରହୁଥିଲା । ସବୁବେଳେ ସୁଯୋଗ ଖୋଜୁଥିଲା କେତେ ବେଳେ ସେ ଟଙ୍କା ହଡପ୍ କରିବ ବୋଲି । ହେଲେ ବିଲକୁଲ ସୁଯୋଗ ପାଉ ନଥିଲା କାରଣ ଆଲମାରୀ ଚାବିଟା ଆଇ ପାଖରେ ରହିଥିଲା ।
ହେଲେ ଲୋଭ କୁ ସମ୍ଭାଳି ପାରି ନଥିଲା ନାତି । ଆଉ ଅଜା ଆଇ ଙ୍କୁ ହାଣି ଲୁଟ କରିଥିଲା ତେବେ ବନ୍ଧୁଗଣ ଏହି ପରି ଏକ ଘଟଣା କଟକ ଜିଲ୍ଲା ନେମାଳ ଥାନା ଲେଣ୍ଡୁରା ଭଗବାନ ପୁର ଗାଁ ରେ । ତେବେ ଖସିଯିବାକୁ ଥିବା ନାତିକୁ ଅଟକ ରଖିବା ପରେ ସବୁ କଥା ସାମ୍ନାକୁ ଆସିଛି । ତେବେ ଅଜା କୁ ହ-ତ୍ୟା କରିଥିବା ନାତିର ନାମ ହେଉଛି ଓଁ ପ୍ରକାଶ ।
ଖବର ମୁତାବକ ଅଜା , ଆଇ ଏବଂ ନାତି ରାତିରେ ସବୁ ଦିନ ଭଳି ଖାଇକି ଶୋଇ ଥିଲେ । ହେଲେ ନାତିର ମନ ଅଜା ଆଲମାରୀ ରେ ଥିବା ଟଙ୍କା ଉପରେ ଥିଲା । ଅଜା ଶୋଇଥିବା ସମୟ ରେ ଓଁ ପ୍ରକାଶ ଟଙ୍କା ଅଳଙ୍କାର ଚୋରୀ କରୁଥିବା ସମୟ ରେ ଦେଖି ଦେଇଥିଲା ଅଜା ହୃସିକେଶ , ଯାହା ପରେ ଅଜା ନାତି କୁ ଅଟକେଇବାରୁ ଅଜା କୁ ଓଁ ପ୍ରକାଶ ଏକ ଧାରୁଆ ଅସ୍ତ୍ର ରେ ଆକ୍ରମଣ କରିଥିଲେ । ଯାହା ପରେ ଅଜାର ମୃ-ତ୍ୟୁ ହୋଇଥିଲା । ଏବଂ ଆଇ ଗୁରୁତ୍ୱର ଭାବେ ଆହାତ ହୋଇଛି ।
ତେବେ ପୋଲିସ ଗତ କାଲି ଘଟଣା ପରେ ନାତି ଉପରେ ସନ୍ଧେହ କରିଥିଲା । ନାତିକୁ ଅଟକ ରଖି ପଚରା ଉଚୁରା କରିବା ସହିତ ସବୁ କଥା ସାମ୍ନାକୁ ଆସିଛି । ତେବେ ମୂଖ୍ୟ ଅଭିଯୁକ୍ତ ନାତି ଓଁ ପ୍ରକାଶ ସହିତ ଏହା ପଛରେ ଆଉ କାହାର ହାତ ରହିଛି ତାହାକୁ ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି । ବନ୍ଧୁଗଣ ଏହି ପରି ଏକ ଘଟଣା କଟକ ଜିଲ୍ଲା ନେମାଳ ଥାନା ଲେଣ୍ଡୁରା ଭଗବାନ ପୁର ଗାଁ ରେ ହୋଇଥିବାର ଦେଖିବା ପାଇଁ ମିଳିଛି ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।