ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜି ସକାଳ ର ବହୁତ ଗୁଡିଏ ଗୁରୁତ୍ୱ ପୂର୍ଣ୍ଣ ଖବର ରହିଛି ଜାହାକୁ ଆପଣ ମାନେ ନିହାତି ଭାବେ ଜାଣି ରଖିବା ଆବଶ୍ୟକ ଅଟେ । ତେବେ ଆସନ୍ତୁ ସେହି ଖବର ବିଷୟ ରେ ସଂମ୍ପର୍ଣ୍ଣ ଭାବେ ଜାଣି ନେବା ।
ତେବେ ପ୍ରଥମ ବଡ ଖବର ଟି ହେଲା ପୁଣି ଫେରିଲା କୋରନା ଏହି ସବୁ ଲକ୍ଷଣ ଦେଖା ଦେଲେ ହୋଇଜାଆନ୍ତୁ ସତର୍କ । ଭୁଲ ରେ କରନ୍ତୁ ନାହିଁ ଅଣ ଦେଖା ପୁଣି ଥରେ କୋରନା ସଂଙ୍କ୍ରମଣ ବୃଦ୍ଧି କେବଳ ବିଶ୍ୱ ନୁହେଁ ଭାରତ ପାଇଁ ମଧ୍ୟ ଚିନ୍ତା ବଢେଇ ଦେଇଛି । ଗତ କିଛି ଦିନ ମଧ୍ୟରେ କୋରନା କେସ୍ ହ୍ରାସ ପାଇଥିବାରୁ ଲୋକ ମାନଙ୍କୁ ଆଶ୍ୱସ୍ତି ମିଳିଥିବା ବେଳେ ଏବେ ଚୀନ , ଜାପାନ , ଆର୍ଜେଣ୍ଟିନା , ଦକ୍ଷିଣ କୋରିଆ , ବ୍ରାଜିଲ , ଏବଂ ଆମେରିକା ରେ ସଂଙ୍କ୍ରମଣ ପୁଣି ବୃଦ୍ଧି ପାଇବାରେ ଲାଗିଛି ।
ଯେଉଁ ପରି ଭାବେ ସଂଙ୍କ୍ରମଣ ବୃଦ୍ଧି ପାଉଛି ଏହା ଦେଖି । ଭାରତ ମଧ୍ୟ ସଜାଗ ହେଉଛି । ତେବେ ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି ବର୍ତମାନ ସମୟ ରେ କୋରନା ର ଭୟାବହତା ସଂମ୍ପର୍ଣ୍ଣ ଭାବେ ଦୂର ହୋଇନାହିଁ । ତେଣୁ ସମସ୍ତ ଙ୍କୁ ସତର୍କ ରହିବାକୁ ପଡିବ । ଦେଶରେ ସର୍ଭିଲାନ୍ସ ବଢେଇବାକୁ ନିର୍ଦ୍ଧେଶ ଦିଆଜାଇ ଥିବା ବେଳେ ଯେକୈଣସି ପରିସ୍ଥିତିର ମୁକାବିଲା କରିବା ପାଇଁ ପ୍ରସ୍ତୁତ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି ।
ତେବେ କୋଭିଡ୍ -19 ର ଏହି ସବୁ ଲକ୍ଷଣ ଭୁଲରେ ବି ଅଣଦେଖା କରନ୍ତୁ ନାହିଁ । ଯଦି ଆପଙ୍କ ପାଖରେ ଏହି ସବୁ ଲକ୍ଷଣ ଦେଖା ଦେଉଛି ତେବେ ଆପଣ ମାନେ ଯଥା ଶୀଘ୍ର ଟେଷ୍ଟ କରେଇ ନିଅନ୍ତୁ । ତେବେ ଲକ୍ଷଣ ଗୁଡିକ ହେଲା ତଣ୍ଟି ଦରଜ ହେବା , ଛିଙ୍କ ହେବା , ନାକ ରୁ ପାଣି ବାହାରିବା , ସୁଖିଲା କାସ ହେବା ମୁଣ୍ଡ ବ୍ୟଥା ହେବା , କଫ ସହିତ କାଶ ହେବା ଭଳି ଲକ୍ଷଣ ଦେଖା ଦେଲେ କୋଭିଡ ର ଲକ୍ଷଣ ବୋଲି ଜାଣନ୍ତୁ ।
ପରବର୍ତି ଖବର ଟି ହେଲା ବିବାହିତ ଦମ୍ପତୀ ଙ୍କୁ ମିଳୁଛି ଲକ୍ଷ ଲକ୍ଷ ଟଙ୍କା । ତେବେ ଦୀପାବଳୀ ପର ଠାରୁ ପ୍ରତି ବର୍ଷ ଆରମ୍ଭ ହୋଇଥାଏ ବିବାହ ସିଜନ । ତେବେ ଆଜି ଆପଣ ମାନଙ୍କୁ ଏମିତି ଏକ ଯୋଜନା ବିଷୟ ରେ କହିବା ପାଇଁ ଯାଉଛୁ ଯେଉଁଥିରେ ବିବାହିତ ଦମ୍ପତୀ ମାନଙ୍କୁ ସରକାର 2 ଲକ୍ଷ 50 ହଜାର ଟଙ୍କା ଦେଉଛନ୍ତି । ଯଦି ଆପଣ ମାନେ ଏହି ଯୋଜନା କୁ ଆବେଦନ କରିବା ପାଇଁ ଚାହୁଁଛନ୍ତି ତେବେ ଆପଣ ମାନେ ନିଜ ନିକଟସ୍ଥ ବିଧାୟକ କିମ୍ବା ସାଂଶଦ ପାଖରେ ଜାଇ ଆବେଦନ କରିବାକୁ ପଡିବ ।
ତେବେ ଏହିଠାରେ ସେହି ମାନଙ୍କ ଆବେଦନ ନିଆଯାଉଛି ଯେଉଁମାନେ ସାଧାରଣ ବର୍ଗର ହୋଇ କୈଣସି ଦଳିତ ସମ୍ପ୍ରଦାୟ ର ଝିଅ ଙ୍କ ସହିତ ବିବାହ କରନ୍ତି ତେବେ ବିବାହ କରିବା ପାଇଁ ଯାଉଥିବା ଝିଅ ମାନେ ଗୋଟିଏ ଜାତି ର ହୋଇନଥିବା ଉଚିତ ଅଟେ । ଆପଣ ମାନଙ୍କ ବିବାହ ହିନ୍ଦୁ ନିୟମ 1955 ଅନୁଯାୟୀ ପଞୀକୃତ ହୋଇଥିବା ଉଚିତ । ହେଲେ ଯଦି ଆପଣ ମାନଙ୍କର ଦ୍ୱତିୟ ବିବାହ ତେବେ ଆପଣ ମାନେ ଏହି ଯୋଜନା ର ଲାଭ ପାଇ ପାରିବେ ନାହିଁ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।