ଯୁକ୍ତ 2 ପରୀକ୍ଷାକୁ ନେଇ ସରକାର କରିଦେଲେ ବଡ ଘୋଷଣା ।

exam

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଏଥର ରାଜ୍ୟରେ CHSE ବା ଯୁକ୍ତ ଦୁଇ ପରିକ୍ଷା ହେବ ନୂଆ ପଦ୍ଧଥିରେ ସବୁ ପରିକ୍ଷା କେନ୍ଦ୍ରରେ ଲାଗିବ ସିିସିଟିଭି । ଭିଜୁଆଲ ରେ ହେବ ସିଧା ପ୍ରସାରଣ CHSE ଅଫିସ ରୁ ଅନୁଧ୍ୟନ କରିବେ ସ୍କୁଆର୍ଡ । କଣ ରହିଛି ସଂମ୍ପର୍ଣ୍ଣ ଆପଡେଟ ଆସନ୍ତୁ ନଜର ପକେଇବା ଜାହାକି ଯୁକ୍ତ ଦୁଇ ପରିକ୍ଷା କୁ ନେଇ ଆସିଛି ନୂଆ ଘୋଷଣା ।

ତେବେ ଏହି ବର୍ଷ ସଂମ୍ପର୍ଣ୍ଣ ଅତ୍ୟାଧୁନିକ ପ୍ରଣାଳୀ ରେ ନିୟନ୍ତ୍ରିତ ହେବ CHSE ବା ଯୁକ୍ତ ଦୁଇ ପରିକ୍ଷା । CHSE ପକ୍ଷରୁ ଯୁକ୍ତ ଦୁଇ ପରିଚାଳନା ପଦ୍ଧଥି ରେ ବ୍ୟାପକ ପରିବର୍ତନ ହେବାକୁ ଯାଉଛି । ବ୍ୟବସ୍ଥାରେ ସଂସ୍କାର ଅଣାଯିବା ସହିତ ମାନବ ସମ୍ବଳ ଏବଂ ଅର୍ଥ ସଞ୍ଚୟ କୁ ରୋକିବା ଲାଗି ସ୍କୁଲ ଏବଂ ଗଣ ଶିକ୍ଷା ବିଭାଗ ଏକ ନୂଆ ପଦ୍ଧତି ଆପଣେଇଛି ।

school

ଯୁକ୍ତ ଦୁଇ ପରିକ୍ଷାରେ କପି ରୋକିବା ଏବଂ ସୁପରିଚାଳନା ପାଇଁ ରିମୋଟ ଆକ୍ସେସ କନେକ୍ଟିଭିଟି ବ୍ୟବସ୍ତା ଗଣଶିକ୍ଷା ବ୍ୟବସ୍ଥା ଲାଗୁ କରିବାକୁ ଯାଉଛି । ରାଜ୍ୟରେ ଯୁକ୍ତ ଦୁଇ ପରିକ୍ଷାରେ ସଂସ୍କାର ଆସିବା ସହିତ କପି କୁ ରୋକା ଜାଇ ପାରିବ । ରାଜ୍ୟରେ 2000 ରୁ ଅଧିକ ଜୁନିୟର କଲେଜରେ ଶିକ୍ଷା ପରିଚାଳନା ଦାୟୁତ୍ୱ CHSE ଉପରେ ନ୍ୟସ୍ତ କରାଜାଇଛି ।

ତେବେ ପାଠ୍ୟ ପୁସ୍ତକ ପ୍ରସ୍ତୁତି ପରିଚାଳନା ଖାତା ଦେଖା ନୂଆ ପ୍ରକାଶନ ଆଦି କାର୍ଯ୍ୟ ପରିଶଦ ଦ୍ୱାରା ତ୍ୱରାନିତ ହେଉଛି । ତେବେ ପରିକ୍ଷା ପରିଚାଳନା ରେ ସଂସ୍କାର ଆଣିବା ଲାଗି ପରିକ୍ଷା କେନ୍ଦ୍ରରେ ସିସିଟିଭି ତ୍ରୀ ସ୍ଥରିୟ ସ୍କୁଆର୍ଡ ବ୍ୟବସ୍ଥା ହବ କେନ୍ଦ୍ର ପ୍ରଶ୍ନ ପତ୍ର ସୁରକ୍ଷା ଲାଗି ପ୍ରତି ବର୍ଷ ଗୁରୁତ୍ୱର ଦିଆଯାଉଥିବା ବେଳେ ଏହି ନେଇ ମଧ୍ୟ 30 ଲକ୍ଷ ରୁ 35 ଲକ୍ଷ ଟଙ୍କା ବ୍ୟୟ ହୋଇଛି ।

ବିଶେଷ କରି ପରିକ୍ଷା କେନ୍ଦ୍ର ଗୁଡିକରେ 24 ଘଣ୍ଟିଆ ସୁରକ୍ଷା ବ୍ୟବସ୍ଥା କଡା ପଦକ୍ଷେପ ଗ୍ରହଣ କରାଜାଉଥିବା ବେଳେ ପରିକ୍ଷା କେନ୍ଦ୍ରରେ କପି ଯେମିତି ରୋକା ଜାଇ ପାରିବ ତାହା ନେଇ ଚଳିତ ବର୍ଷ ବିଭାଗ କଡା ପଦକ୍ଷେପ ଗ୍ରହଣ କରିଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *