ଗ୍ୟାସ୍ ଚୋରଙ୍କୁ ଲାଗିଲା ବଡ଼ ଝଟକା । ଏଣିକି ଘରକୁ ଆସିବ କିୟୁଆର ବାଲା ସିଲିଣ୍ଡର ।

LPG 1

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଗ୍ୟାସ ଚୋର ଙ୍କୁ ଲାଗିଛି ଶକ୍ତ ଧକ୍କା । ଏଣିକି ଘରକୁ ଆସିବ କିୟୁଆର ବାଲା ସିଲିଣ୍ଡର । ଗ୍ୟାସ ଚୋରୀ ଉପରେ ଲାଗିବ ରୋକ । ଗ୍ୟାସ ଚୋର ଙ୍କୁ ଲାଗିଛି ଶକ୍ତ ଧକ୍କା । ଗ୍ୟାସ ଚୋରୀ ଉପରେ ସରକାର ରୋକ ଲଗେଇବା ପାଇଁ ଆଣିଛନ୍ତି ନୂଆ ନିୟମ । ଏଣିକି ଘରକୁ ଆସିବ କିୟୁଆର ବାଲା ସିଲିଣ୍ଡର । ଏବେ ଦେଶରେ 30 କୋଟି ଗ୍ୟାସ ଉପଭୋକ୍ତା ରହିଥିବା କେନ୍ଦିୟ ରିପୋର୍ଟ କୁ ଜଣା ପଡିଛି । ହେଲେ ଦେଶରେ ମହଜୁଦ ଏଲପିଜି ସିଲିଣ୍ଡର ର ସଂଖ୍ୟା ହେଲା ମାତ୍ର 70 କୋଟି ।

ହେଲେ ଯେଉଁ ମାନଙ୍କର ସିଙ୍ଗେଲ ଗ୍ୟାସ ସଂଯୋଗ ରହିଛି ସେମାନେ ଅନେକ ସମୟ ରେ ହଇରାଣ ହରକତ ହେଉଛନ୍ତି । ସବୁଠୁ ବଡ କଥା ହେଲା ଅଦ୍ଧାଧିକ ଲୋକ ମାନେ ଏଜେନ୍ସି ରୁ ଗ୍ୟାସ ନନେଇ ବିଭିନ୍ନ ଦୋକାନ ରୁ ଗ୍ୟାସ ସିଲିଣ୍ଡର ନେଉଛନ୍ତି । ହେଲେ ସେହିଥିରେ ଦେଖିବା ପାଇଁ ମିଳେ ନାହିଁ ସଂମୃକ୍ତ ଗ୍ୟାସ କମ୍ପାନୀ ର ସିଲ୍ । ଏବଂ ସେହିଥି ପାଇଁ ସିଲ କାଟି ଦୋକାନୀ ମାନେ ଗ୍ୟାସ ଚୋରୀ କରି ନେଉଛନ୍ତି ।

gas

ଗୋଟିଏ ପଟେ ଗ୍ୟାସ ଦର ଦିନକୁ ଦିନ ବଢି ଲାଚିଥିବା ବେଳେ ଅନ୍ୟ ପଟେ ଗ୍ୟାସ ଚୋରୀ ହେଲେ ଏହି ସବୁ ସମସ୍ୟାରେ ଏବେ ପେସି ହୋଇଗଲେଣି ଗ୍ୟାସ ଉପଭୋକ୍ତା । ଏହି ଭଳି ଅନେକ ଅଭିଯୋଗ ଆସିବା ପରେ କେନ୍ଦ୍ର ପେଟ୍ରୋଲିୟମ୍ ବିଭାଗ ପକ୍ଷରୁ ନିଆଜାଇଛି ସ୍ୱତନ୍ତ୍ର ପଦକ୍ଷେପ । ଆଗାମୀ 3 ମାସ ମଧ୍ୟରେ ଘରକୁ ଆସିବ କିୟୁଆର ବାଲା ସିଲିଣ୍ଡର ।

ଯଦି ସେହିଥିରେ ଆବଶ୍ୟକ ଠାରୁ କମ୍ ଗ୍ୟାସ ରହିଥାଏ ତେବେ ସଂମ୍ପୃକ୍ତ ଗ୍ୟାସ ଡିଲର ଙ୍କୁ ଅତି ସହଜ ରେ ଟ୍ରାକ୍ କରାଜାଇ ପାରିବ । କେବଳ ସେତିକି ନୁହେଁ ଏହା ଦ୍ୱାରା ଗ୍ୟାସ ଚୋରୀ ଉପରେ ବି ରୋକ ଲାଗି ପାରିବ ବୋଲି ବିରତି ପ୍ରକାଶ କରିଛି କେନ୍ଦ୍ର ପେଟ୍ରୋଲିୟ ବିଭାଗ । ସୂଚନା ମୁତାବକ କ୍ୱୁଆର କୋର୍ଡ ଲାଗିଲେ ଗ୍ୟାସ ଚୋରୀ କରୁଥିବା ଡିଲର ତଥା ଦୋକାନୀ ମାନେ ସାବଧାନ ହେବା ସହିତ ଏହିଥିରେ ଟେମ୍ପରିଂ କରିଲେ ଅତି ସହଜ ରେ ଧରା ପଡିଯିବେ ।

LPG

ତେଣୁ ଆଉ ଗ୍ୟାସ ଚୋରୀ ନହେବା ସହିତ ଏହାର ଫାଇଦା ବି ମିଳି ପାରିବ ଉପଭୋକ୍ତାଙ୍କୁ । ବିଶେଷ କରି ଗ୍ୟାସ ଚୋରୀ ଉପରେ ଏମିତି ଲଗାମ ଲଗେଇବାକୁ ସରକାର ନେଇଛନ୍ତି ଏମିତି ବଡ ପଦକ୍ଷେପ । ଏଣକି ଆଉ ବର୍ତ୍ତି ପାରିବେ ନାହିଁ ଗ୍ୟାସ ଚୋର ଆଉ ଗୋଟେ କଥା ହେଲା କିୟୁଆର ବାଲା ସିଲିଣ୍ଡର ରହିଲେ ଆଗକୁ କେତେ ଥର ଗ୍ୟାସ ଫିଲିଂ ହୋଇଛି ସେହି ବିଷୟ ରେ ସହଜ ରେ ଜାଣି ପାରିବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *