ଧାନ ବିଲରେ ବୁଢା କରିଦେଲା ଖେଳ ।

love

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଧାନ ବିଲରୁ ପ୍ରେମ ଆଉ ତା ପରେ ମନ୍ଦିର ରେ ବିବାହ ବର ର ବୟସ 63 କୁ କନ୍ୟାର ବୟସ 65 ବେକରେ ବରଣ ମାଳା ପକେଇଥିବା ଏହି ନବ ଦମ୍ପତୀ ଏବେ ଚର୍ଚ୍ଚାରେ । ତେବେ ବନ୍ଧୁଗଣ ଆପଣ ମାନେ ସୁଣିଥିବେ ପ୍ରେମ ବିବାହ ର ଅନେକ କାହାଣୀ ବିଷୟ ରେ । ତେବେ ଏହି କାହାଣୀ ଯେତିକି ନିଆରା ସେତିକି ହୃଦୟ ବିଦାକ ଅଟେ ।

ତେବେ ବନ୍ଧୁଗଣ କୁହାଯାଏ ପ୍ରକୃତ ପ୍ରେମରେ ପ୍ରତିବନ୍ଧକ ହୋଇ ପାରେ ନାହିଁ କିଛି ବାଧା ବିଘ୍ନ । ପ୍ରେମ କେତେ ବେଳେ କେଉଁଠି ହେବ ତାହା କେବେବି କହିହେବ ନାହିଁ । ଏହି ଉକ୍ତି କୁ ସତ କରି ଦେଖେଇଛନ୍ତି କେନ୍ଦ୍ରାପଡା ଜିଲ୍ଲା ମହାକାଳ ପଡାର ବୃଦ୍ଧ ଦମ୍ପତୀ ଭଜେଶ୍ୱରୀ ଏବଂ ବସନ୍ତି ପ୍ରସାଦ । 100 ମାନଶୀକ କରି ପାଇଥିବା ପୁଅ ପଚାରିଲାନି କି ଝିଅ ଆଡ ଆଖିରେ ଚାହିଁଲାନି । ସେହିଥି ପାଇଁ ତ ପେଟ ପାଇଁ ପର ବିଲରେ ମଜୁରୀ ଲାଗିବା ବେଳେ ନେବାକୁ ପଡିଲା ସାଥି ଙ୍କ ସହଯୋଗ ।

love

ମୁଲ ଲାଗିଲେ ପେଟ ପୁରେ ଭଜେଶ୍ୱରୀ ମାଲିକ ବିଲରେ ଧାନ କାଟିବା ପାଇଁ ଯିବା ବେଲେ ସେହିଠି ତାଙ୍କର ଦେଖାହୁଏ ପାଖ ବିଲର ଶକ୍ତି ପ୍ରସାଦ ଙ୍କ ସହିତ ତାଙ୍କର ବି ସମାନ କାହାଣୀ । ତାଙ୍କର ବି ସମସ୍ତେ ରହିଛନ୍ତି ହେଲେ ଶେଷ ସମୟ ବେଳକୁ ସାହାରା ହେବାକୁ କେହି ନାହାନ୍ତି । ତେବେ ଆମର କେହି ନାହାଁନ୍ତି ପୁଅ ଝିଅ ପଚାରୁ ନାହାଁନ୍ତି ।

ବିପଦ ପଡିଥିବା ବେଳେ ସେ ନେଇଥିଲେ ମେଡିକାଲ । ସେହିଥି ପାଇଁ ସେ ନିଜର କଲେ ବୋଲି କୋହ ଭରା କଣ୍ଠ ରେ କହିଛନ୍ତି ଭଜେଶ୍ୱରୀ । ଆପଣାର ପରିବାର ପର କରିଦେବା ପରେ ପରିଣତ ବୟସ ରେ ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି ଏହି ଦୁଇ ଦମ୍ପତୀ । ତେବେ ଏହାକୁ ନେଇ ଆପଣ ମାନଙ୍କର ମତାମତ କଣ ରହିବ ନିଶ୍ଚିତ କମେଣ୍ଟ କରି ଜଣେଇ ଦେବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *