ବୁଢ଼ା ବରକୁ ଏମିତି କହିଲେ କନିଆ…

bara

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବୁଢା ବର କୁ ମଞ୍ଚ ଉପରେ ସୁଣେଇଲେ କନ୍ୟା । ସୋସିଆଲ ମିଡିଆ ରେ ଭାଇରଲ ହେଉଛି ଏହି ଭିଡ଼ିଓ । ତେବେ ବନ୍ଧୁଗଣ ଆପଣ ମାନେ ବି ଜାଣନ୍ତି କି ବିବାହ ଏକ ବଡ ନିସ୍ପତି ଅଟେ । ଅଧିକାଶଂ ସମୟ ରେ ଲୋକ ମାନେ ଟଙ୍କାକୁ ପ୍ରାଧାନ୍ୟ ଦେଇଥାନ୍ତି । ବହୁତ ସମୟ ରେ ସେହିଥି ପାଇଁ ପରବର୍ତି ମୂହୁର୍ତ୍ୱ ରେ ସେମାନଙ୍କ ବୈବାହିକ ଜିବନ ଉପରେ ଏହା ପ୍ରଭାବ ପକେଇ ଥାଏ ।

ନିକଟ ରେ ସୋସିଆଲ ମିଡିଆ ରେ ଏମିତି ଏକ ଭିଡ଼ିଓ ବହୁତ ପରିମାଣ ରେ ଭାଇରଲ ହେଉଛି । ବୁଢା ବର ସହିତ ପରିବାର ଲୋକ ମାନେ ବିବାହ କରାଉଥିବା ବେଳେ କନ୍ୟା ଜଣଙ୍କ ଏମିତି ଜବାବ ଦେଇଛନ୍ତି ଜାହାର ଭିଡ଼ିଓ ଆପଣ ମାନେ ଦେଖିଲେ ଆଶ୍ଚର୍ଯ୍ୟ ହେବେ । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଏଠାରେ ଯେଉଁ ଭିଡ଼ିଓ ଟି ବର୍ତମାନ ସମୟ ରେ ଭାଇରଲ ହେଉଥିବାର ଦେଖିବା ପାଇଁ ମିଳିଛି ।

bara 1

ନିଜର ପରିବାର ଲୋକ ମାନେ କନ୍ୟାର ବିପକ୍ଷ ରେ ଜାଇ ତାଙ୍କର ବିବାହ ଏକ ବୁଢା ବର ସହିତ ଜୋର ଜୋବର୍ଦୋସ୍ତି କରି ଦେଉଛନ୍ତି । ଏବଂ ସେମିତି ରେ ପ୍ରଥମ ରୁ କନ୍ୟାର ଏହି ବିବାହ ର ସହମତି ନଥିବା ବେଳେ ବିବାହ ବେଳେ ସିଧା ସଖଳ ଭାବେ ସମସ୍ତ ସାମ୍ନାରେ ସେ ଏହାକୁ ପ୍ରତିବାଦ କରୁଥିବାର ଦେଖିବା ପାଇଁ ମିଳିଛି ଏହି ଭିଡ଼ିଓ ରେ ।

ତେବେ କନ୍ୟା ଜଣଙ୍କ କହୁଛନ୍ତି କେବଳ ପଇସା ଥିଲେ ହେବନି ମୁଁ କେବେବି ଗୋଟେ ବୁଢା ସହିତ ବିବାହ କରି ପାରିବି ନାହିଁ । ମୁଁ ଏମିତି ରେ ତା ଠାରୁ କେଉଁ ସୁଖ ପାଇବି । ଆଉ ସେ କେତେ ଦିନ ବା ବଞ୍ଚିବ ବୋଲି କହି ନିଜର ପରିବାର ଲୋକଙ୍କୁ ଧମକ ଦେଉଛନ୍ତି ଯେ ସେ ଏହି ବିବାହ କରିବେ ନାହିଁ । ତେବେ ଜାହାର ଭିଡ଼ିଓ ବର୍ତମାନ ସମୟ ରେ ଭାଇରଲ ହେବାରେ ଲାଗିଛି । ଏହାକୁ ନେଇ ଆପଣ ମାନେ କଣ ସୂଚନା ଦେବେ ନିଶ୍ଚିତ କମେଣ୍ଟ ମାଧ୍ୟମ ରେ ଜଣେଇ ଦେବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *