ସନ୍ନି ଲିଓନି ମୋର ବହୁତ ପସନ୍ଦ ,ମୁଁ ହେବି ଓଡିଶାର ସନ୍ନି ଲିଓନି :ନିଶା ମହାରଣା

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଏପରି ଅନେକ ଲୋକ ଅଛନ୍ତି ଯେଉଁ ମାନେ ସୋସିଆଲ ମିଡିଆ ମାଧ୍ୟମରେ ନିଜର ମନୋରଂଞ୍ଜନ କରି ପାରୁଛନ୍ତି । ଆଉ କିଛି ଲୋକ ଏପରି ବି ଅଛନ୍ତି ଯେଉଁ ମାନେ ସୋସିଆଲ ମିଡିଆ ମାଧ୍ୟମରେ ଲୋକ ମାନଙ୍କ ମନୋରଂଞ୍ଜନ କରାଇ ଅତି ସହଜରେ ଫେମସ ହୋଇ ପାରୁଛନ୍ତି । ଆଜି ଆମେ ଆପଣ ମାନଙ୍କୁ ଆମ ଓଡିଶାର ସେମିତି ଜଣେ ଫେମସ ଯୁବତୀଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ସୋସିଆଲ ମିଡିଆ ମାଧ୍ୟମରେ ଆଜି ଫେମସ ହୋଇ ପାରିଛନ୍ତି ।

ଏହି ଯୁବତୀଙ୍କ ନାମ ହେଉଛି ନିଶା ମହାରଣା । ପିଲାଟି ବେଳରୁ ନିଜ ଆଦର୍ଶ ଭାବରେ ମାନି ଆସିଛନ୍ତି ସନ୍ନି ଲିଅନିଙ୍କୁ । ସନ୍ନି ଲିଅନି ଙ୍କୁ ସେ ବହୁତ ପସନ୍ଦ କରନ୍ତି । ଆଉ ତାଙ୍କ ପଥରେ ହିଁ ଅନୁପ୍ରାଣିତ ହୋଇଛନ୍ତି । ଜୀବନରେ ତାଙ୍କର ଗୋଟିଏ ଲକ୍ଷ୍ୟ ସେ ସନ୍ନି ଲିଅନିଙ୍କ ଭଳି ହେବେ । ଆଉ ତାଙ୍କ ଭଳି ନିଜକୁ ଗଢ଼ି ତୋଳିବା ପାଇଁ ସେ ଅନେକ ଚେଷ୍ଟା ମଧ୍ୟ ଚଳାଇଛନ୍ତି ।

nisha

ତାଙ୍କ ଭଳି ପୋଷାକ ପିନ୍ଧିବା ଠାରୁ ଆରମ୍ଭ କରି ତାଙ୍କ ଭଳି କଥା କହିବାକୁ ସେ ଆପଣାଇ ନେଇଛନ୍ତି । ଆଉ ଆଗକୁ ବଢିବାର ଅନେକ ସ୍ୱପ୍ନ ସେ ଦେଖିଛନ୍ତି । ତାଙ୍କୁ ସନ୍ନି ଲିଅନିଙ୍କ ଛଡ଼ା ଆଉ କିଛି ଦେଖା ଯାଏ ନାହିଁ ବୋଲି କହିଛନ୍ତି । ସେ ବି ଜଣେ ବଡ ମଣିଷ ହେବେ ଆଉ ବହୁତ ଆଗକୁ ଯିବେ । ଦିନ ଆସିବ ତାଙ୍କୁ ସମସ୍ତେ ଘରେ ଘରେ ଜାଣିଥିବେ ଆଉ ତାଙ୍କୁ ଅନେକ ଭଲ ପାଇବା ଦେଉଥିବେ । ଆଉ ସେଥିପାଇଁ ସେ ଅତ୍ୟନ୍ତ ଚେଷ୍ଟା ମଧ୍ୟ କରିବେ ।

ସନ୍ନି ଲିଅନିଙ୍କୁ ସମସ୍ତେ ଖରାପ ନଜରରେ ଦେଖିଥାନ୍ତି । କାହିଁକି ନା ସେ ଜଣେ ପ-ର୍ଣ୍ଣ ଷ୍ଟାର । କିନ୍ତୁ ତାକୁ ଛାଡି ଦେବା ପରେ ତାଙ୍କ ଭିତରେ ବି ଅନେକ ଭଲ ଗୁଣ ରହିଛି । ସେ ନିଜ ପିଲା ବ୍ୟତୀତ ଆଉ ଏକ ଝିଅକୁ କୋଳକୁ ନେଇଛନ୍ତି । ଆଉ ଅନ୍ୟ ଲୋକ ମାନଙ୍କୁ ସାହାଯ୍ୟ କରିବା ପାଇଁ ସେ ସବୁବେଳେ ଆଗରେ ରହିଥାନ୍ତି । ତେଣୁ ସନ୍ନି ଲିଅନିଙ୍କ ମାର୍ଗ ଦର୍ଶନରେ ଅନୁପ୍ରାଣିତ ହୋଇ ନିଜକୁ ସେହି ବାଟରେ ନେଇ ଯିବେ ବୋଲି କହିଛନ୍ତି ନିଶା । ସେ ବି ଜଣେ ଓଡ଼ିଶାର ସନ୍ନି ଲିଅନି ହେବେ ବୋଲି କହିଛନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *