କିଛି ପିଲା କେବଳ ମନ ଖୁସି ପାଇଁ ଶା-ରୀ-ରିକ ସ-ମ୍ପ-ର୍କ ରଖୁଛନ୍ତି ,ମନ ଭରିଗଲେ ଛାଡି ଦେଉଛନ୍ତି

Children

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମଧୁସ୍ମିତା ଙ୍କ କହିବା ଅନୁସାରେ କିଛି ପିଲା କେବଳ ମନ ଖୁସି ପାଇଁ ଶା-ରୀ-ରିକ ସ-ମ୍ପ-ର୍କ ରଖୁଛନ୍ତି । ଯେମିିତି ବର୍ତମାନ ସମୟ ରେ ଓଡିଶା ବାହାରେ ଲିଭିଂ ରିଲେସନ ସିପ୍ ବନ୍ଦ ହୋଇଜାଇଛି ସେମିତି ଆମ ଓଡିଶାରେ ବି କରିଦେବା ଦରକାର । କାରଣ ଯେତେବେଳେ ଗୋଟେ ବାପା ମାଆ ଗୋଟେ ପିଲାକୁ ଜନ୍ମ କରିଛନ୍ତି ତେବେ ସେମାନେ ତାର ଭବିଷ୍ୟତ ବିଷୟ ରେ ଭାବିପାରୁଛନ୍ତି । ପାଠ ପଢେଇ ବଡ ମଣିଷ କରୁଛନ୍ତି ।

ତେବେ ସେମାନେ ଗୋଟେ ଭଲ ପୁଅ ଦେଖିତ ବିବାହ ନିଶ୍ଚିତ କରେଇ ପାରିବେ । ହେଲେ ଆଜିର ସମୟ ରେ ପିଲା ମାନେ ନିଜ ଇଚ୍ଛାରେ ଭଲ ପାଉଛନ୍ତି । ଏବଂ ପରେ ଲିଭଇନ ରେ ରହିଯାଉଛନ୍ତି ସେହିଟା କରନ୍ତୁ ନାହିଁ । ଏମିତି କରି ତୁମେ ମାନେ ନିଜର ବାପା ମାଆଙ୍କ ଇଜ୍ଜତ ତଳେ ପକେଇବା ସହିତ ସବୁ ଝିଅ ମାନଙ୍କ ଇଜ୍ଜତ କୁ ମଧ୍ୟ ତଳେ ପକେଇ ଦେଉଛ ।

pila

ବିବାହ ପୂର୍ବରୁ ଶା-ରି-ରୀକ ସଂ-ମ୍ପ-ର୍କ ରଖିବା ନିୟମ ବିରୋଧ ହେଲେ ଆଜିର ସମୟ ରେ ପିଲାମାନଙ୍କୁ ବୁଝେଇ ହେବ ନାହିଁ । ଏମିତି ରେ ବାପା ଙ୍କ ଇଚ୍ଛା ଅନୁସାରେ ଯେଉଁ ଝିଅ ମାନେ ବିବାହ କରନ୍ତି ସେମାନଙ୍କ ଦୁଇ ପରିବାର ସୋ ଉଚ୍ଚାରେ ବିବାହ ହେବା ସହିତ କେତେ ସୁନ୍ଦର ଭାବେ ହସ ଖୁସୀରେ ବିବାହର ଆୟୋଜନ ହୋଇଥାଏ ।

ହେଲେ ଆଜିର ସମୟ ରେ ପିଲା ମାନେ ପ୍ରେମ କରି ଲିଭଇନ ରେ ରହୁଛନ୍ତି ସେମାନେ ବହୁତ କମ୍ ବୁଝୁଛନ୍ତି ସଂମ୍ପର୍କର ମୂଲ୍ୟ କଣ ଅଟେ । ଏବଂ ସେମାନେ ଏବେ ଗୋଟିଏ ଙ୍କ ସହିତ ସଂ-ମ୍ପ-ର୍କ ରଖିବାର କିଛି ସମୟ ପରେ ଆଉ ଗୋଟେ ବେଟର ଦେଖିବା ପାଇଁ ଚେଷ୍ଟା କରୁଛନ୍ତି । ଆଉ କହିବା ପାଇଁ ଗଲେ କିଛି ପିଲା କେବଳ ମନ ଖୁସି ପାଇଁ ଶା-ରୀ-ରିକ ସଂ-ମ୍ପ-ର୍କ ରଖୁଛନ୍ତି । ଏବଂ ତା ପରେ ମନ ଭରିଗଲେ ଯେମିତି ଡୋଷ୍ଟବିନ ରେ ଫୋପାଡି ଦିଅନ୍ତି ସେମିତି ସେମାନେ ଫୋପାଡି ଦେଇ ପଲେଇ ଯାଉଛନ୍ତି ।

ଆଉ ଯେମିତି ରେ କିଛି ବିଦେଶ ସହିତ ଦେଶରେ ବି କିଛି ରାଜ୍ୟରେ ଏହାକୁ ବନ୍ଦ କରିବାକୁ ଯାଉଛନ୍ତି ସରକାର ତେବେ ଆମ ରାଜ୍ୟରେ ବି ବିବାହ ପୂର୍ବରୁ ଲିଭଇନ ରିଲେସନ କୁ ବନ୍ଦ କରିପାରିଲେ ମୁଁ ବହୁତ ଖୁସୀ ହେବି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *