ମୋ କ୍ୟାବିନକୁ ଆସି ମୋତେ ଟଚ କରୁଛନ୍ତି ସିନୟର ସାର ,କହୁଛନ୍ତି ତୁ କାଇଁ ବାହା ହେଇନୁ

Sinyar

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଜଣେ ମହିଳା କର୍ମଚାରୀ ଯୌ-ନ ଶୋଷଣର ଶିକାର ହୋଇଥିବା ନେଇ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରାଜାଇଛି ଯୁବତୀ ଜଣକ ଏକ ସଂସ୍ଥାରେ କାମ କରୁଛନ୍ତି । ଏବଂ ତାଙ୍କ ସିନିୟର୍ ତାଙ୍କ ସହିତ ଅନେକ ଖରାପ୍ ବ୍ୟବହାର କରୁଛନ୍ତି । ତାଙ୍କୁ ଆଖି ଦେଖାଇ ତାଙ୍କ ସହ ଖରାପ୍ ସଂ-ମ୍ପର୍କ ରଖିବା ପାଇଁ ମଧ୍ୟ ବାଧ୍ୟ କରୁଛନ୍ତି । ଏମିତି ଜଣେ ମହିଳା ଚନ୍ଦ୍ରଶେଖରପୁର ରେ ଅଭିଯୋଗ ପରେ ବର୍ତମାନ ଏହି ଘଟଣା ସାମ୍ନା କୁ ଆସିଛି ।

ସେହି ବ୍ୟକ୍ତି ଜଣକ ଙ୍କ ନାମ ହେଉଛି ସୁନିଲ କୁମାର ମହାନ୍ତି । ସେ ଅନେକ ଥର ମହିଳା ଜଣକଙ୍କ ସହିତ ଖରାପ୍ ବ୍ୟବହାର କରିଛନ୍ତି । ଅନେକ ଅସଭ୍ୟ ଭାଷା ବ୍ୟବହାର କରି ତାଙ୍କ ସହ କଥା ବାର୍ତ୍ତା କରଛନ୍ତି । ମହିଳା ଜଣଙ୍କ ଶରୀର ଉପରେ ମଧ୍ୟ ଉକ୍ତ ବ୍ୟକ୍ତି ଜଣକ ସର୍ବଦା ଖରାପ୍ କମେଣ୍ଟ କରନ୍ତି ବୋଲି ସେ କହିଛନ୍ତି । ଦେହରେ ଆଉ କିଛି ନାହିଁ କେତେ ଜଣ ବୟଫ୍ରେଣ୍ଡ ଅଛନ୍ତି କେତେ ଜଣକ ସହିତ ସଂ-ମ୍ପର୍କ ରଖିଛ ।

women 1

ଏଭଳି କହିବା ସହ ଅନେକ ଥର ଘରକୁ ମଧ୍ୟ ଡାକିଥିବା । ମୋ ଦେହ ବିଷୟ ରେ ଅନେକ ଖରାପ କମେଣ୍ଟ କରିବା ଜାହା ମତେ କହିବା ପାଇଁ ଖରାପ ଲାଗୁଛି ବୋଲି ସେ କହିଛନ୍ତି । ମୋ କେବିନ କୁ ଆସି ସେ ମତେ ବହୁତ ଥର ଟଚ୍ ବି କରିଛନ୍ତି । ସେଠାରେ କ୍ୟାମେରା ଲାଗନି ସେଠାରେ ମତେ ସେ ଟଚ୍ ବି କରିଛନ୍ତି । ଆମ ଘର ବହୁତ ଗରିବ ଫେମିଲି କାମ କରିଲେ ହିଁ ଆମେ ମାନେ ଚଳୁ ତେବେ ସେ ଆମକୁ ଛୋଟ ଏମ୍ପ୍ଲେୟ ବୋଲି ଭାବି ସେ ଜାହା ଭାବୁଛନ୍ତି ତାହା ଆମକୁ କରିବା ଏବଂ କରେଇବା ପାଇଁ ବାଧ୍ୟ କରୁଛନ୍ତି ।

ତେବେ ତାଙ୍କ ଉପରେ ପଲିଟିସିଆନ ସୋପର୍ଟ ଠାରୁ ଆରମ୍ଭ କରି ତାଙ୍କ ଉପରେ ଆମ ଡାଇରେକ୍ଟର ଙ୍କ ସୋପର୍ଟ ବି ରହିଛି ସେହିଥି ପାଇଁ ସେ ଜାହା ପାରୁଛନ୍ତି କରୁଛନ୍ତି । ମୁଁ ବହୁତ ଗରିବ ଫ୍ୟାମିଲି ବୋଲି ଗୁଣ୍ଡା ବି ପଠେଇ ପାରନ୍ତି ମତେ ଧମକ ଦେବା ପାଇଁ ଆଉ ଆଗାମୀ ସମୟ ରେ ମୋ ସହିତ କିଛି ବି ହୋଇପାରେ ବୋଲି ଯୁବତୀ ଜଣଙ୍କ କହିଛନ୍ତି । ଯାହା ଆଜିର ସମାଜ ରେ ଏହି ପରି କାମ ବହୁତ ନିନ୍ଦନିୟ ଅଟେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *