ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ତେବେ ଅଭିନୟ ଛାଡି ଶେଷରେ ନୂଆ ଦୋକାନ ଖୋଲିଲେ ଓଲିଉଡ ର ମେଗାଷ୍ଟାର ସିଦ୍ଧାନ୍ତ ମହାପାତ୍ର । ଏବଂ ମାମା ମିଶ୍ର । ତେବେ ସେ ଏମିତି କଣ ପାଇଁ କରିଲେ ଜାଣିବା ପାଇଁ ହେଲେ ଆପଣ ମାନେ ଭିଡ଼ିଓ କୁ ଶେଷ ଯାଏ ପଢନ୍ତୁ । ଓଡିଆ ହିରୋ ସିଦ୍ଧାନ୍ତ ମହାପାତ୍ର ଖୋଲିଲେ ଗୋଟିଏ ବେକେରୀ ସୋପ । ଯେଉଁଥିରେ ମାମା ମିଶ୍ର ବି ତାଙ୍କ ସହିତ ନଜର ଆସିଛନ୍ତି ।
ବନ୍ଧୁଗଣ ଓଲିଉଡ ମେଗାଷ୍ଟାର ସିଦ୍ଧାନ୍ତ ମହାପାତ୍ର 90 ଦଶକ ରୁ ଓଲିଉଡ ଇଣ୍ଡଷ୍ଟ୍ରୀ ପାଇଁ ବହୁତ ସାରା ସିନେମା ରେ ଅଭିନୟ କରି ଆସୁଛନ୍ତି । ତେବେ ସେ ପ୍ରଥମେ 1991 ମସିହା ରେ ଓଲିଉଡ ଇଣ୍ଡଷ୍ଟ୍ରୀ ରେ ଏଣ୍ଟ୍ରୀ କରିଥିଲେ । ଆଉ ଏହା ପରଠାରୁ ସେ କେବେବି ପଛକୁ ଫେରି ଚାହିଁ ନାହାଁନ୍ତି । 2004 ମସିହା ରେ ସେ ମାମା ମିଶ୍ରଙ୍କୁ ବିବାହ କରିଥିଲେ । ବିବାହ କରିବା ପରେ ମାମା ମିଶ୍ର ଓଲିଉଡ ଇଣ୍ଡଷ୍ଟ୍ରୀରୁ ସଂମ୍ପର୍ଣ୍ଣ ଭାବେ ଦୂରେଇ ଜାଇଛନ୍ତି ।
1997 ମସିହା ରୁ ମାମା ମିଶ୍ର ଓଲିଉଡ ଇଣ୍ଡଷ୍ଟ୍ରୀ ରେ କାମ କରିବା ଆରମ୍ଭ କରିଥିବା ବେଳେ ହଲେ ବିବାହ ପର ଠାରୁ ସେ ଆଉ ଓଲିଉଡ ଇଣ୍ଡଷ୍ଟ୍ରୀ ରେ ନଜର ଆସି ନାହାଁନ୍ତି । ତେବେ ବର୍ତମାନ ସମୟ ରେ ମାମା ମିଶ୍ର ତାଙ୍କର ନୂଆ ଦୋକାନ ଓପନିଂ ରେ ଦେଖା ଦେଇଥିବାର ଦେଖିବା ପାଇଁ ମିଳିଛନ୍ତି ।
ତେବେ ମାମା ମିଶ୍ର ଙ୍କ ସହିତ ତାଙ୍କର ଝିଅ ବି ନଜର ଆସିଥିବା ବେଳେ । ସିଦ୍ଧାନ୍ତ ମହାପାତ୍ର ଏବଂ ମାମା ମିଶ୍ର ବର୍ତମାନ ସମୟ ରେ ଅଭିନୟ ଛାଡି ଏକ ଦୋକାନ କରିଥିବାର ନଜର ଆସିଛନ୍ତି । ଜାହାକି ଗୋଟିଏ ବ୍ରେକି ସୋପ ଅଟେ । ତେବେ ଏହି ଦିନରେ ସେମାନେ ଏହି ଦୋକାନ ଅପନିଂ ରେ ଆସିଥିବା ବେଳେ ଏହି ସୋପଟି କାହାର ବୋଲି ଜଣା ପଡି ନାହିଁ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।