ଆଧାର କାର୍ଡ ରେ ନୂଆ ନିୟମ ଆସିଲା ଦେଖନ୍ତୁ |

Aadhaar card

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜିର ଦିନରେ ସମସ୍ତ ଙ୍କ ପାଖରେ ଆଧାର କାର୍ଡ ଟିଏ ନିହାତି ରହିଛି । ଆଉ ଆପଣ ଜଣେ ଯଦି ଆଧାର ହିତାଧିକାରୀ ତେବେ ଜାଣି ରଖନ୍ତୁ ଆଧାର କାର୍ଡରେ ଆସୁଛି ଆଉ କିଛି ନୂଆ ନିୟମ ଜାହା ଆପଣ ମାନେ ସମସ୍ତେ ଜାଣି ରଖିବା ଜରୁରୀ ଅଟେ । ଏହା ସହିତ ଆପଣଙ୍କ ଆଧାର କାର୍ଡରେ ଆପଣଙ୍କ ଏହି କାମ କରେଇ ନେବା ବି ନିହାତି ଜରୁରୀ ଅଟେ । ଏହି ନେଇ ଆଧାର ପକ୍ଷରୁ ଜାରି ହୋଇଛି ନୂଆ ସୂଚନା ଆସନ୍ତୁ ସଂମ୍ପର୍ଣ୍ଣ ଅପଡେଟ ଏହି ବିଷୟ ରେ ଜାଣିନେବା ।

ଭାରତିୟ ବିଶିଷ୍ଟ ପରିଚୟ ପ୍ରାଦ୍ଧିକରଣ 10 ବର୍ଷ ପୂର୍ବରୁ ବିତରଣ କରାଜାଇଥିବା ଆଧାର କାର୍ଡ ପରିଚୟ ପତ୍ରରେ ରହିଥିବା ତଥ୍ୟ କୁ ଆବଶ୍ୟକ ମତେ ଆପ଼ଡେଟ କରିବା ଲାଗି କହିଛନ୍ତି । ଉଭୟ ଅନଲାଇନ ତଥା ନିକଟସ୍ଥର ଆଧାର କେନ୍ଦ୍ରରେ ଏହି ତଥ୍ୟ ଆପଡେଟ କରାଜାଇ ପାରିବ । ଅନଲାଇନ ଜରିଆରେ ଆବଶ୍ୟକ ଦସ୍ତାବିଜ ଆପଲୋର୍ଡ କରି ଏହି ଅପଡେଟ କରାଜାଇ ପାରିବ ।

adhar

ଦେଶରେ ସାର୍ବଜନିନ ପରିଚୟ ପତ୍ର ଭାବେ । ବ୍ୟବହାର ହେଉଥିବା ଆଧାର ପରିଚୟ ପତ୍ର 11 ଶହଟି ସରକାରୀ ଯୋଜନାରେ ବ୍ୟବହାର ହେଉଥିବା ବେଳେ 319 ଟି କେନ୍ଦ୍ରିୟ ଯୋଜନା ରେ ଏହି ଆଧାର ନିର୍ଦ୍ଧାରତ ସେବା ମିଳି ପାରୁଛି । ତେବେ ଜାହାକି ବଡ ଆପଡେଟ ମୁତାବକ 10 ବର୍ଷରୁ ଅଧିକ ପୁରୁଣା ହୋଇଥିବା ଆଧାର କାର୍ଡ କୁ ଆପଡେଟ କରିବାକୁ ପଡିବ । ଏହି ନେଇ ଇଲୋକ୍ଟ୍ରନିକ୍ସ ଏବଂ ଆଇଟି ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଜାଇଛି ।

ଡାଟା ବେସ୍ ରେ ସୂଚନା ସଠିକତା କୁ ଅଭ୍ୟାସ ରଖିବା ପାଇଁ ଭାରତୀୟ ସ୍ୱତନ୍ତ୍ର ପରିଚୟ ପତ୍ର ପକ୍ଷରୁ ପରାମର୍ଶ ଦିଆଜାଇଛି । ଅନଲାଇନ ମାଧ୍ୟମରେ ପରିଚୟ ପତ୍ରର ଆବଶ୍ୟକ ଦସ୍ତାବିଜ ପରିଚୟ ପତ୍ର , ଠିକଣା ପତ୍ର , ପ୍ରମାଣ ପତ୍ର ଦେଇ ଆପଣ ମଧ୍ୟ ଏହାକୁ କରେଇ ପାରିବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *