ଶାଶୁଘରେ ରିୟା ଙ୍କ ପ୍ରଥମ ଦିନ କେମିତି ବିତାଇଲେ ଦେଖନ୍ତୁ…

Riya

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ଓଲିଉଡ ଅଭିନେତ୍ରୀ ରିଆ ଦେ ଙ୍କୁ ବହୁତ ଭଲ ଭାବେ ଜାଣିଥିବେ । ତେବେ ଗତ ଦୁଇ ଦିନ ତଳେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ଆପଣ ମାନଙ୍କର ଅତି ପ୍ରିୟ ରିଆ ଦେ । ତେବେ ବିଗତ 4 ବର୍ଷର ଭଲ ପାଇବା ପରେ ଗତ ଦୁଇ ଦିନ ତଳେ ରିଆ ଦେ ନିଜର ବୟଫ୍ରେଣ୍ଡ ସୁନିଲ ଙ୍କୁ ବିବାହ କରିଛନ୍ତି ।

ତେବେ ଦର୍ଶକ ବନ୍ଧୁଗଣ ଆପଣ ମାନେ ଜାଣିଛନ୍ତି କି ବିବାହ ପରେ ବର୍ତମାନ ସମୟ ରେ ରିଆ ନିଜର ଶାଶୁ ଘରେ କେମିତି ରହିଛନ୍ତି । ଏବଂ ତାଙ୍କର ସ୍ୱାମୀ ସୁନିଲ ଙ୍କ ବିଷୟ ରେ ଆପଣ ମାନେ କିଛି ଜାଣିଛନ୍ତି କି ଯଦି ଜାଣିନାହାଁନ୍ତି ତେବେ ଆମେ ଆପଣ ମାନଙ୍କୁ ଏଠାରେ ଜଣେଇ ଦେବାକୁ ଚାହିଁବୁ ।

ria

ତେବେ ବନ୍ଧୁଗଣ ରିଆ ଏବଂ ସୁନିଲ ଦିର୍ଘ ଦିନ ହେଲା ଦୁହେଁ ଦୁହିଁଙ୍କୁ ଭଲ ପାଇ ଆସୁଥିଲେ ତେବେ ସେମାନଙ୍କର ଗତ ଦିନରେ ବହୁତ ଧୁମଧାମ ରେ ବଙ୍ଗାଳୀ ଷ୍ଟାଇଲ ରେ ମ୍ୟାରେଜ ହୋଇଛି । ତେବେ ରିଆ ଦେଖିବାକୁ ଯେତିକି ସୁନ୍ଦର ସୁନିଲ ମଧ୍ୟ ଦେଖିବାକୁ ସେତିକି ହେଣ୍ଡସମ ଅଟନ୍ତି ।

ତେବେ ସୁନିଲ ହେଲେ ଜଣେ ସଫ୍ଟୋୱିଆର ଡେଭଲପ ମେଣ୍ଟ ଇଂଞୀନିୟର ଏବଂ ରିଆ ବର୍ତମାନ ସମୟ ରେ ଶାଶୁ ଘରେ ବହୁତ ଖୁସୀରେ ରହିଥିବାର ମଧ୍ୟ ଦେଖିବା ପାଇଁ ମିଳିଛନ୍ତି ।

ଜାହାର କିଛି ଫୋଟ ଏବଂ ଭିଡ଼ିଓ ସେ ସୋସିଆଲ ମିଡିଆ ରେ ପୋଷ୍ଟ କରିଥିବାର ଦେଖିବା ପାଇଁ ମିଳିଥିଲେ । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ରିଆ ଏବଂ ସୁନିଲ ଙ୍କ ଯୋଡି କେମିତି ଲାଗିଲା ଆପଣ ମାନେ ନିଶ୍ଚିତ ଭାବେ କମେଣ୍ଟ କରି ଜଣେଇ ଦେବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *