ଆପଣ ମାନଙ୍କୁ ଆମର ପୋର୍ଟଲ କୁ କରୁଛୁ । ବନ୍ଧୁଗଣ ଆପଣ ମାନେ ଓଲିଉଡ ର ଅଭିନେତ୍ରୀ ଲିପ୍ସାମିଶ୍ର ଙ୍କୁ ବହୁତ ଭଲ ଭାବେ ଜାଣିଥିବେ । କିଛି ଟି ହାତ ଗଣତି ସିରିଏଲ ଏବଂ କିଛି ଚଳଚିତ୍ର ମାଧ୍ୟମରେ ସେ ଲୋକ ମାନଙ୍କ ହୃଦୟ କୁ ବହୁତ ଭଲ ଭାବେ ଛୁଇଁ ପାରିଛନ୍ତି । ପ୍ରଥମ ଥର ପାଇଁ ତରଙ୍ଗ ଟିଭି ରେ ଏଣ୍ଟ୍ରୀ ମାରିଥିଲେ ଏହାତ ଆପଣ ମାନେ ଜାଣିଥିବେ ଏକ ସିରିଏଲ ମାଧ୍ୟମରେ । ଏହା ପରେ ପରେ ସେ ଅନେକ ଚଳଚିତ୍ର ଏବଂ ଅନେକ ସିରିଏଲ ରେ ସେ ହାତ ଦେଇସାରିଛନ୍ତି । ଏବଂ ସବୁଥିରେ ସେ ନିଜର ପାରଙ୍ଗମତା ଦେଖେଇଛନ୍ତି ।
ତେବେ ସେ ଗତ କିଛି ଦିନ ହେବ ନିଜ ବିବାହ ପାଇଁ ଚର୍ଚ୍ଚାରେ ରହୁଛନ୍ତି । ବନ୍ଧୁଗଣ ଆପଣ ମାନଙ୍କ ପ୍ରିୟ ଅଭିନେତ୍ରୀ ଲିପ୍ସା ମିଶ୍ର ଏବେ ବିବହ ହେବାକୁ ଯାଉଥିବା ବେଳେ । ଲିପ୍ସା କେବଳ ଓଡିଆ ଟିଭି ସିରିଏଲ ନୁହେଁ । ସେ ଅନେକ ଓଡିଆ ଫିଲ୍ମରେ ମଧ୍ୟ ଅଭିନୟ କରିଛନ୍ତି । 30 ରୁ ଅଧିକ ଓଡିଆ ଫିଲ୍ମରେ ଅଭିନୟ ମଧ୍ୟ କରିଛନ୍ତି । ଏହା ସହ ସେ ଅନେକ ଆଲବମ ଭିଡିଓ ମଧ୍ୟ କରିଛନ୍ତି ।
ଗତ କିଛି ଦିନ ତଳେ ତାଙ୍କର ନିର୍ବନ୍ଧ ହୋଇଥିଲା । ନିର୍ବନ୍ଧ ହେବା ପରେ ସେ ସାରା ଓଡିଶାରେ ଚର୍ଚ୍ଚାକୁ ଆସିଥିଲେ । ଆଉ ଏହାରି ମଧ୍ୟରେ ତାଙ୍କର ଏକ ନୂଆ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଆଉ ଆଜି ଆମେ ଆପଣ ମାନଙ୍କୁ ଏହି ପୋଷ୍ଟରେ କହିବା ପାଇଁ ଯାଉଛୁ । ତେବେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିନେବା ।
ବନ୍ଧୁଗଣ ନିର୍ବନ୍ଧ ଶେଷ ହେବା ପରେ ଲିପ୍ସା ନିଜ ଭାବି ସ୍ଵାମୀଙ୍କ ସହ ପୁରୀ ବୁଲିବାକୁ ଯାଇଛନ୍ତି ଯାହା ଆପଣ ମାନେ ଏହି ଭିଡିଓରେ ଦେଖି ପାରୁଥିବେ । ଲିପ୍ସା ପୁରୀ ଯାଇ ନିଜ ଭାବି ସ୍ଵାମୀଙ୍କ ସହ ବହୁତ ମସ୍ତି କରୁଥିବାର ନଜର ଆସୁଛନ୍ତି । ତାଙ୍କ ଫ୍ୟାନ୍ସ ମାନେ ଏହି ଭିଡିଓ କୁ ଖୁବ ଭାଇରାଲ କରୁଛନ୍ତି ଆଉ ସମସ୍ତେ ଏହି ଭିଡିଓ ଦେଖି ନିଜର ପ୍ରତିକ୍ରିୟା ଦେଇଛନ୍ତି । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଲିପ୍ସା ମିଶ୍ର ଏବଂ ତାଙ୍କର ଅଭିନୟ କେମିତି ଲାଗେ ଆପଣ ମାନେ କମେଣ୍ଟ କରି ଜଣେଇ ଦେବେ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।