ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଦ୍ୱତିୟ ବିବାହ କରିଛନ୍ତି ଅନୁଭବ ମହାନ୍ତି । ତେବେ ବର୍ତମାନ ସମୟ ରେ କୋର୍ଟ ରେ ବର୍ଷା ଏବଂ ଅନୁଭବ ଙ୍କ ଡିଭର୍ସ କେସ୍ ଚାଲୁଥିବା ବେଳେ ଦ୍ୱତୀୟ ବିବାହ କରିଛନ୍ତି ଅନୁଭବ ମହାନ୍ତି । ଆଉ ତାହାବି ପୁଣି ଦିଲ୍ଲୀ ରେ ଏହି ଭଳି ଘଟଣା ଏବେ ବହୁତ ମାତ୍ରା ରେ ଭାଇରଲ ହେବାରେ ଲାଗିଛି । ତାହାଲେ ଅନୁଭବ ମହାନ୍ତି କାହାକୁ ବିବାହ କରିଛନ୍ତି ତାହା ବର୍ତମାନ ସମୟ ରେ କ୍ଲିୟର ହୋଇ ପାରି ନାହିଁ ।
ତେବେ ଏହି ଭାଇରଲ ହେଉଥିବା ଭିଡ଼ିଓ କୁ ନେଇ ବର୍ତମାନ ସମୟ ରେ ଅନୁଭବ ମହାନ୍ତି କୈଣସି ବି ମୁହଁ ଖୋଲି ନାହାଁନ୍ତି । ତେବେ ଗତ ଦିନ ମାନଙ୍କରେ ଅନୁଭବ ଙ୍କ ବାନ୍ଧବି ଜାଗୃତି ଶୁକ୍ଳା କୁ ନେଇ ବହୁତ ସାରା କାଥା ଯୋଡା ଜାଇଥିଲା । ହେଲ ଜାଗୃତି ଶୁକ୍ଲା ବହୁତ ଭଲ ସାଙ୍ଗ ବୋଲି କହିଥିଲେ ଅନୁଭବ ମହାନ୍ତି । ହେଲେ ଏହି ଭଳି ପରିସ୍ଥିତି ରେ ଜାଗୃତି ଶୁକ୍ଲା ଙ୍କୁ ତାଙ୍କର ପରିବାର ସହିତ ଅଧିକ ଯୋଡି ହୋଇ ରହୁଥିବାର ଦେଖିବା ପାଇଁ ମିଳିଛି ।
ତେବେ ଗତ ଦିନ ମାନଙ୍କରେ ଓଲିଉଡ ର ଜଣେ ଡାଇରେକ୍ଟର ଙ୍କ ଝିଅ ଜନ୍ମ ଦିନ ଥିଲା ଏବଂ ସେହି ଜନ୍ମ ଦିନରେ ଉଭୟ ନଜର ଆସିଥିଲେ ଅନୁଭବ ମହାନ୍ତି ଏବଂ ଜାଗୃତି ଶୁକ୍ଲା । ଏହା ସହିତ ଅନୁଭବ ଙ୍କ ପରିବାର ସହିତ ନିଜର ଫୋଟ ସୋସିଆଲ ମିଡିଆରେ ସେୟାର କରିଥିବାର ଦେଖିବା ପାଇଁ ମିଳିଛନ୍ତି । ତେବେ ଏହାରି ମଧ୍ୟରେ ଅନୁଭବ ଙ୍କ ଫୋଟ ଭାଇରଲ ହେଉଛି ଏମିତି କିଛି ଫୋଟ ଏବେ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି ।
ଏହି ଫୋଟ ଭାଇରଲ ହେବା ପରେ ଅନୁଭବ ଙ୍କ ଫେନ ମାନେ ତାଙ୍କୁ ବହୁତ ସାରା ବଧେଇ ଦେଉଥିବାର ନଜର ଆସିଛନ୍ତି । ତାଙ୍କର ଦ୍ୱୀତିୟ ଇନିଂଗ୍ସ ପାଇଁ ତାଙ୍କୁ ବହୁତ ସାରା ଅଭିନନ୍ଦନ ଜଣାଉଥିବାର ଦେଖିବା ପାଇଁ ମିଳିଛନ୍ତି । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଅନୁଭବ ମହାନ୍ତି କେମିତି ଲାଗନ୍ତି ନିଶ୍ଚିତ ଭାବେ କମେଣ୍ଟ କରି ଜଣେଇ ଦେବେ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।