ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ସିନେମା ଜଗତ ପାଇଁ ଯାହା ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ଆଜି ବରିଷ୍ଠ ଅଭିନେତାଙ୍କ ପରଲୋକରେ ଅନେକ କଳାକାର ଦୁଃଖ ପ୍ରକାଶ କରିଛନ୍ତି ଏବଂ ସିନେମା ଜଗତରେ ଶୋକର ଲହରୀ ଖେଳି ଯାଇଛି । କର୍କଟ ରୋଗ ସହିତ ଦୀର୍ଘ ଦିନ ଧରି ଲଢେଇ କରି ଶେଷରେ ହାରିଗଲେ ବରିଷ୍ଠ ଅଭିନେତା ।
ଏ ପ୍ରସିନ୍ଧ ଅଭିନେତା ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃ-ତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ ହେଇଛି । ସେ ଅନେକ ମେଗାଷ୍ଟାର୍ ସହିତ ଅନେକ ଚଳଚିତ୍ରରେ ହିଟ୍ ଫିଲ୍ମରେ କାମ କରିଛନ୍ତି । ଏହି ଲୋକପ୍ରିୟ ଅଭିନେତା ଅନେକ ମେଳାପି ଓ ଦୟାଳୁ । ଯେକୌଣସି ଅସୁବିଧାରେ ପଦକ୍ଷେପ ନେବାକୁ ପ୍ରସ୍ତୁତ ମଣିଷ ଥିଲେ ବୋଲି ତାଙ୍କର ସହ କଳାକାର ଟୁଇଟ କରି ଲେଖିଛନ୍ତି ।
ଏହି ଅଭିନେତା ଯେଉଁ ଛାପ ଛାଡି ଦେଇଯାଇଛନ୍ତି ତାଙ୍କୁ ଭୁଲିଯିବା କଷ୍ଟକର । ସେ ଆହୁରି ମଧ୍ୟ କହିଛନ୍ତି କାହାଣୀ ଏବଂ ଚିତ୍ରଶିଳ୍ପୀ ପାଇଁ ତୁମର ଅବଦାନ ଚିନ୍ତାଧାରା ଆମ ମାନଙ୍କ ମଧ୍ୟରୁ ପ୍ରତିଷ୍ଠିତ କରିଛି । ଲୋକପ୍ରିୟ ଅଭିନେତା ରାକେଶ କୁମାର ବିୟୋଗରେ ବିଗ୍ ବି ଏକ ଇମୋସନାଲ ନୋଟ ଲେଖିଛନ୍ତି । ସେ ଲେଖିଛନ୍ତି ଯେ ଜଣ ଜଣ କରି ସମସ୍ତେ ସାତ୍ ଛାଡି ଚାଲି ଯାଉଛନ୍ତି । ତାଙ୍କର ଲେଖନୀ ନିର୍ଦ୍ଦେଶନାର ଭାବ ଓ ସଂପାଦକକୁ ଆଦୌ ଭୁଲି ହେବ ନାହିଁ ।
ରାକେଶ କୁମାରକୁ ଜଣେ ଦୟାଳୁ ମଣିଷ ଭାବେ ଅବିହିତ କରିଛନ୍ତି ଅମିତା ବଚନ । ଶ୍ରୀ ନଟବର ଲାଲ୍, ଖୋନ ଫସିନା, ଦୋର ଦ ପାଞ୍ଚ ଏବଂ ପ୍ୟାପନା ଭଳି ଚଳଚ୍ଚିତ୍ର ପାଇଁ ତାଙ୍କୁ ସମ୍ମାନିତ କରାଯାଇ ଥିଲା । ତେବେ କର୍କଟ ରୋଗରେ ହାରିଗଲେ ବଲିଉଡ ଅଭିନେତା ରାକେଶ କୁମାର । ତାଙ୍କ ପରଲୋକରେ ଅନେକ କଳାକାର ଦୁଃଖ ପ୍ରକାଶ କରିଛନ୍ତି । ଚଳଚ୍ଚିତ୍ର ଜଗତରେ ଶୋକର ଲହରୀ ଖେଳି ଯାଇଛି ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।