ଦିଲ୍ଲୀ ବାନ୍ଧବୀ ଜାଗୃତୀଙ୍କୁ ଅନୁଭବ ବିବାହ କରିଥିବା ନେଇ ଚର୍ଚ୍ଚା !

Jagriti

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମୁଣ୍ଡରେ ଚନ୍ଦନ ଆଉ ଦେହରେ ପଞାବୀ ଅନୁଭବ ସାଜିଛନ୍ତି ବର ବେଶ ବର ବେଶରେ କୁଆଡେ ଅନୁଭବ ବିବାହ କରି ସାରିଛନ୍ତି । ଏମିତି କିଛି ଚର୍ଚ୍ଚା ଏବେ ଦାଣ୍ଡରେ ପଡି ହାଟରେ ଗଡିଲାଣି । କଣ ଜାଣି ପାରୁନାହାଁନ୍ତି । କେନ୍ଦ୍ରାପଡା ସାଂଶଦ ଏବଂ ସୁପର ଷ୍ଟାର ଅନୁଭବ ମହାନ୍ତି ଏବେ କୁଆଡେ ହାତକୁ ଦୁଇ ହାତ ହୋଇଛନ୍ତି ।

ଯେତେ ବେଳେ ସାଂଶଦ ଅନୁଭବ ମହାନ୍ତି ଙ୍କ ପାରିବାରିକ ବିବାଦ ବିଚାର ଧୀନ ରହିଛି । ଠିକ୍ ସେତିକି ବେଳେ କୁଆଡେ ଅନୁଭବ ମହାନ୍ତି ହାତକୁ ଦୁଇ ହାତ ହୋଇଛନ୍ତି । ଜାହାର ଫୋଚ ଏବେ ସୋସିଆଲ ମିଡିଆ ରେ ଭାଇରଲ ହେବାରେ ଲାଗିଛି । ଖୁବ ଭାଇରଲ ହେବାରେ ଲାଗିଛି । ଆଉ ଏହି ସଂମ୍ପର୍କ ରେ ବି ଆମେ ଅନୁଭବ ମହାନ୍ତି ଙ୍କ ସହିତ ଯୋଗଯୋଗ କରିବା ପାଇଁ ଚେଷ୍ଟା କରିଥିଲୁ । ହେଲେ ଯୋଗାଯୋଗ ହୋଇ ପାରି ନଥିଲା ।

anubhav m

ହେଲେ ଆପଣ ମାନେ ଦେଖୁଥିବା ଭିଜୁଆଲ ରେ ସ୍ୱାମୀ ସ୍ତ୍ରୀ ପରି ସାଙ୍ଗ ହୋଇ ଛିଡା ହୋଇଛନ୍ତି ଅନୁଭବ ମହାନ୍ତି ଏବଂ ତାଙ୍କର ଧର୍ମ ପତ୍ନୀ । ଆଉ ସେପଟେ କିଛି ପ୍ରଶଂସକ ମାନେ ବି ଫୋଟ ଉଠାଉଛନ୍ତି । ଆଉ ଅନ୍ୟ ଏକ ଦୃଶ୍ୟ ଦେଖିବା ପାଇଁ ମିଳିଛି ଯେଉଁଥିରେ ଭୋଜି ସରିବା ପରେ ଅନୁଭବ ବନ୍ଧୁ ବନ୍ଧାବ କୁ ବିଦାୟ ଦେଉଛନ୍ତି । ଆଉ ତା ପରେ ଷ୍ଟେଜ୍ ଉପରେ ଅନୁଭବ ମହାନ୍ତି ଚନ୍ଦନ ମାରି ଛିଡି ହୋଇଥିବାର ଦେଖିବା ପାଇଁ ମିଳିଥିଲା ।

ଆଉ ଏହି ଫୋଟ କୁ ଦେଖି ସାରିବା ପରେ ଏମିତି ଚର୍ଚ୍ଚା ହେଉଛି କୁଆଡେ ଅନୁଭବ ମହାନ୍ତି ଦ୍ୱତିୟ ବିବାହ କରି ସାରିଛନ୍ତି । ତେବେ ଏଠାରେ ଆପଣ ମାନଙ୍କୁ ସ୍ପଷ୍ଟ କହି ରଖିବା ପାଇଁ ଚାହିଁବୁ ଏହା ସିନେମା ର ଦୃଶ୍ୟ କି ବାସ୍ତବତା ତାହା ସ୍ପଷ୍ଟ ହୋଇ ନାହିଁ । ଆଉ ଚର୍ଚ୍ଚା ହେଉଛି କୁଆଡେ ସେ ତାଙ୍କ ଦିଲ୍ଲୀ ବାନ୍ଧବୀ ଜାଗ୍ରୁତି ଶୁକ୍ଳା କୁ ହିଁ କୁଆଡେ ସେ ଦ୍ୱତିୟ ବିବାହ କରିଛନ୍ତି । ଏମିତି କିଛି ଚର୍ଚ୍ଚା ଏବେ ଦାଣ୍ଡରେ ପଡି ହାଟରେ ଗଡୁଛି ।

ଆଉ ସେହି ଫୋଟରେ ଯିଏ ଅଛନ୍ତି ସେ କୁଆଡେ ଜାଗ୍ରୃତି ଶୁକ୍ଲା ଙ୍କ ପରି ଦେଖା ଯାଉଛନ୍ତି ବୋଲି ନେଗିଜେନ ମାନେ କମେଣ୍ଟ ରେ ଲେଖୁଛନ୍ତି । ତେବେ ଦେଖିବାକୁ ବାକି ରହିଲା ଅନୁଭବ ଙ୍କ ବିବାହ ଖବର ସତରେ ବାସ୍ତବତା ନାଁ ମିଛ ଖବର । ତାହା ଉପରେ ରହିଛି ସମସ୍ତ ଙ୍କ ନଜର ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *