ରାଣୀ ପଣ୍ଡା ଅନୁଭବଙ୍କୁ ଦେଲେ ବାହାଘର ପ୍ରସ୍ତାବ।

Rani Panda

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ସୁଣିନିଅନ୍ତୁ କଣ କହୁଛନ୍ତି ରାନୀପଣ୍ଡା । ଚାହୁଁଛନ୍ତି ମନେ ମନେ ଅନୁଭବ ମହାନ୍ତି ମାନେ ଭାଇଜାନ ଙ୍କୁ ବିବାହ କରିବା ପାଇଁ । ଆଉ ଅନୁଭବ ଙ୍କୁ ଯେବେ ବିବାହ କରିବେ ରାନୀପଣ୍ଡା ତାଙ୍କ ଜନ୍ମ ଦିନ ଏମିତି ସେଲିବ୍ରେଟ କରିବେ ସାରା ଓଡିଶା ଦେଖିବ ଆଉ ଅନୁଭବ ଙ୍କୁ କୈଣସି ଅଭିଯୋଗ ହେବାକୁ ଦେବେ ନାହିଁ ବିବାଦିୟ ଅଭିନେତ୍ରୀ ରାନୀପଣ୍ଡା । ଆଉ ରାନୀଙ୍କଠୁ ଭଲ ସ୍ତ୍ରୀ ବୋଧହୁଏ ଅନୁଭବ ଙ୍କୁ କେବେ ମିଳିବେ ନାହିଁ । ତାହା ବୋଧ ହୁଏ ଅନେକ ବି ଏକମତ ହେବେ ।

ତେବେ ବନ୍ଧୁଗଣ ରାନୀପଣ୍ଡା କହିଛନ୍ତି ମନର କଥା ଅନୁଭବ କହିଛନ୍ତି ମନର କଥା ତେବେ ରାନୀପଣ୍ଡା ସୁଣିକି ଟିକେ ବିଳମ୍ବ କରି କରି ଦେଇଛନ୍ତି ହେଲେ କହିଛନ୍ତି ତାଙ୍କ ମନର କଥା । ସେ ଚାହୁଁଛନ୍ତି ଅନୁଭବ ଙ୍କୁ ବାହା ହେବା ପାଇଁ । ଆଉ ସେହିଥି ପାଇଁ ଖାସ୍ ଅନୁଭବ ଙ୍କ ପାଇଁ ଏମିତି ଏକ ଭିଡ଼ିଓ ମେସେଜ୍ କରିଛନ୍ତି । ଆଉ ମନର କଥା ସେ ଏମିତି କିଛି ରଖିଛନ୍ତି ସେ କହିଛନ୍ତି ଯଦି ଡିଭର୍ସ ହୋଇଯାଏ ଅନୁଭବ ଙ୍କର ତେବେ ସେ ତାଙ୍କୁ ବହୁତ ଖୁସୀରେ ରଖିବେ ତାଙ୍କର ଜନ୍ମ ଦିନ ଭଲସେ ପାଳନ କରିବେ ।

rani 1

ଯଦିଓ ଓଡିଶା ବାସୀ କଥାକୁ ଦେହକୁ ନିଅନ୍ତୁ ନାହିଁ । ରାନୀପଣ୍ଡା ବହୁତ ହିଁ ସଫା ହୃଦୟ ର ଲୋକ ସେ ଜାହା କୁହନ୍ତି ତାହା କରନ୍ତି । ବହୁତ ସମୟ ରେ ରାନୀପଣ୍ଡା ଗାଳି ଗୁଳଜ କରି ଦିଅନ୍ତି ସୋସିଆଲ ମିଡିଆ ରେ ହେଲେ ମନରୁ ସେ ସଫା ହୃଦୟର ବୋଲି ଜାଣିଛନ୍ତି ଅନ୍ୟ ଲୋକଙ୍କୁ ସାହାଯ୍ୟ କରିବା ହେଉ କିମ୍ବା ଅନ୍ୟ ମାନଙ୍କ ଦୁଖଃରେ ଛିଡା ହେବା ହେଉ ରାନୀପଣ୍ଡା ସବୁ ବେଳେ ସମସ୍ତ ଙ୍କ ସହିତ ଛିଡା ହୋଇଛନ୍ତି ।

ସମସ୍ତଙ୍କୁ ଯେଉଁ ପରି ଭାବା ସାହାଯ୍ୟ କରି ଆପଣାର କରି ସେ କୋଳେଇ ନେଇଛନ୍ତି । ନିଶ୍ଚିତ ଯଦି ସେ ଅନୁଭବ ମହାନ୍ତି ଙ୍କୁ ବିବାହ କରନ୍ତି ତେବେ ତେବେ ତାଙ୍କର ସବୁ ଦୁଃଖକୁ ସେ ନିଜର କରିନେବେ । ହେଲେ ଗୋଟିଏ ଆପତ୍ତି ଦିଲ୍ଲା ବାନ୍ଧବି ରାଜି ହେଲେ ହେଲା ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *