ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ହଁ ମୋ ଅଜାଣନ୍ତ ରେ ସୁକାନ୍ତ ଭାଇ ଙ୍କ ମୃ-ତ୍ୟୁ ହୋଇଥିଲା ଆଉ ମୁଁ ଭାବିିଥିଲି ସୁକାନ୍ତ ପୁଅ କୁ ମଣିଷ ପରି ମଣିଷ ଟିଏ କରିଥାନ୍ତି । ଆଉ ଏହା ଥିଲା ମୋ ଜିବନ ର ସବୁଠୁ ବଡ ଲକ୍ଷ ସୁକାନ୍ତ ପୁଅ ବଡ ହେବ ପାଠ ପଢିବ ଆଉ ତା ପରେ ଜାଇ ମୋ ପାପ ର ପ୍ରାୟଶ୍ଚିତ କରିବି ହେଲେ ହେଲେ ଭଗବାନ ସତରେ ତମେ ସାଥ୍ ଦେଲ ନାହିଁ । ସତରେ ଭଗବାନ ତମେ ନିଷ୍ଟୁର , ସତରେ ଭଗବାନ ତୁମେ କାହାର ନୁହଁ ।
ଏମିତି କିଛି କହିଥିଲେ ରାନୀ ପଣ୍ଡା କିଛି ଦିନ ତଳେ ନିଜର ଏକ ବାଇଟ ରେ ଏବଂ ସେ ସୁକାନ୍ତ ଭାଇ ଙ୍କ ଙ୍କ ପୁଅ କୁ ଯେଉଁ ପରି ଭାବେ ପଢେଇବେ ବୋଲି କହିଥିଲେ ହେଲେ ଗରମ ପେଜ ଢାଳି ତାଙ୍କ ପୁଅର ମୃତ୍ୟୁ ପରେ ଆଉ ସେହି କଥା ବି ରହିଲା ନାହିଁ ।
ତେବେ ଏହି ସବୁ କୁ ନେଇ ରାନୀପଣ୍ଡାଙ୍କୁ ଏହି କ୍ଷେତ୍ରରେ ନୁହେଁ ବରଂ ପ୍ରତ୍ୟେକ କ୍ଷେତ୍ର ରେ ସମସ୍ତେ ଆଙ୍ଗୁଳି ଉଠେଇ କଥା କହୁଛନ୍ତି । ଏହି କଥା ମତେ କିଛି ଫରକ ପଡୁ ନାହିଁ । ସେହି ଉପର ବାଲା ହିଁ ଜାଣିଛି ମୁଁ ଠିକ୍ କରୁଛି କି ଭୁଲ କରୁଛି । ମୁଁ ନ୍ୟାୟରେ ରହିଛି ମୁଁ ଅନ୍ୟାୟ ରେ ରହିଛି ।
ଦେଖନ୍ତୁ ମୁଁ ବଞ୍ଚିଥିବା ଅବସ୍ଥାରେ ସାହାଯ୍ୟ କରିବି ବୋଲି ପାଠ ପଢା ପାଇଁ 5 ଲକ୍ଷ ମୁଁ ଦେବି ବୋଲି କହିଥିଲି । ଲକ୍ଷେ ଟଙ୍କା ଫିକ୍ସ ଡିପୋଜିତ ହେଲେ ସେ ତ ଏବେ ମରିଜାଇଛି ଆଉ କଣ ସାହାଯ୍ୟ କରିବି ।
ବାକି ରହିଲା ତାଙ୍କର ଝିଅଟେ ରହିିଛି ମୋ ଦ୍ୱାରା ଯାହା ସମ୍ଭବ ହେବ ମୁଁ iic ଏବଂ ସରପଞ୍ଚ ଙ୍କ ସହିତ କଥା ହେବି ଆଉ ମୋ ଦ୍ୱାରା ଜାହା ହୋଇ ପାରିବ ମୁଁ ନିଶ୍ଚିତ ଭାବେ ତାଙ୍କୁ ସାହାଯ୍ୟ ସହଯୋଗ କରିବି ବୋଲି ରାନୀପଣ୍ଡା କହିଛନ୍ତି ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।